Advertisement
Photo Details/zeeodisha/odisha2655428
photoDetails0hindi

Odia Actress Mithi: ସୋସିଆଲ ମିଡିଆରେ ନିଆଁ ଲଗାଇଛି ଆଲବମ୍ ଅଭିନେତ୍ରୀ ମିଠିଙ୍କ ଏହି ଫଟୋ...

Odia Actress Mithi: ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ମିଠି ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ପ୍ରଥମେ ଆଲବମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।

1/9

Odia Actress Mithi: ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ମିଠି ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ପ୍ରଥମେ ଆଲବମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।

2/9

 ତାପରେ ସିନେମାରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନ ଜିଣିଥିଲେ। ଏକାଧିକ ଓଡିଆ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳିଥାଏ।

3/9

ତାଙ୍କ ଲୋକ ପ୍ରିୟ ଆଲବମ୍ ମଧ୍ୟରୁ 'ଏ ଗଉରା', 'ନାଁ ଟି ତା'ର ବୁଲବୁଲ୍', 'ରୁପେଲି ନଈ ଧାରେ', 'ହେଇଗଲା ତାକୁ ଶୋହଳ', 'ଏ ସାଲୁ' ଆଦି ଅନେକ ଗୀତ ଏବେ ଦର୍ଶକଙ୍କ ହୃଦୟରେ ଘର କରି ରହିଛି।

4/9

ସେ ପ୍ରଥମ ଥର ପାଇଁ ଓଡ଼ିଶା ସିନେମା 'ଛାତି ଚିରି ଦେଲେ ତୁ' ଚଳଚ୍ଚିତ୍ରରେ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଓଡ଼ିଆ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ।

5/9
ମିଠି ବିବାହ ପରେ ଏବେ ତାଙ୍କ ସ୍ବାମୀଙ୍କ ଓ ଛୋଟ ପୁଅ ସହ ବାଙ୍ଗାଲୋରରେ ରହୁଛନ୍ତି।  ସିନେ ଜଗତରୁ ଦୂରରେ ଥିଲେ ମଧ୍ୟ ମିଠି ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ ରହିଥାଆନ୍ତି। 

6/9

ସେ ତାଙ୍କ ପରିବାର, ସ୍ୱାମୀ ଓ ସାଙ୍ଗ-ସାଥୀଙ୍କ ସହ ଅନେକ ଭିଡିଓ ଓ ଫଟୋ ନିଜ ସୋସିଆଲ ମିଡିଆ ଆକାଣ୍ଟରେ ସେୟାର କରିଥାନ୍ତି।

7/9

8/9

9/9