Suryamayee Mohapatra:କର୍ମ ସିନେମା ପରେ ଚମକୁଛନ୍ତି ସୂର୍ଯ୍ୟମୟୀ ମହାପାତ୍ର
Suryamayee Mohapatra: କର୍ମ ସିନେମାରେ ଜବରଦସ୍ତ ଅଭିନୟ ବଳରେ ସିନେପ୍ରେମୀଙ୍କ ମନ ଜିଣିପାରିଛନ୍ତି ଅଭିନେତ୍ରୀ ସୂର୍ୟ୍ୟମୟୀ। କର୍ମ ପୂର୍ବରୁ ଡାଲଚିନି ସିନେମାରେ ମଧ୍ୟ ବେଶ ନିଖୁଣ ଅଭିନୟ କରିଥିଲେ ସେ। ଯାହାପାଇଁ ସେ ରାଜ୍ୟ ପୁରସ୍କାର ମଧ୍ୟ ପାଇସାରିଛନ୍ତି।
)
ଓଡ଼ିଆ ସିନେମା କର୍ମରେ ଅନୁଭବଙ୍କ ବିପକ୍ଷରେ ନଜର ଆସିଥିଲେ ସୂର୍ଯ୍ୟମୟୀ ମହାପାତ୍ର।
)
ପ୍ରଥମ ଥର ପାଇଁ ଅନୁଭବଙ୍କ ସହ ନଜର ଆସିଥିଲେ ସୂର୍ଯ୍ୟମୟୀ।
)
ନିକଟରେ ହୋଇଥିବା ରାଜ୍ୟ ପୁରସ୍କାର ଉତ୍ସବରେ ସେ ଡାଲଚିନି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାତେଇଥିଲେ।
)
କର୍ମ ସିନେମା ପୂର୍ବରୁ ସେ ଡାଲଚିନି, ରାମାପାଜୁର ରଘୁ ଆଦି ସିନେମାରେ ମଧ୍ୟ ନଜର ଆସି ସାରିଛନ୍ତି।
)
ସେହିପରି ତାଙ୍କୁ ଆଶ୍ରମ ସିନେମାରେ ମଧ୍ୟ ଦେଖିବାକୁ ମିଳିବ।
)
ସମାପାଜୁର ରଘୁ ସିନେମାରେ ସେ ମନୋଜ ମିଶ୍ରଙ୍କ ସହିତ ନଜର ଆସିଥିଲେ।
)
ଏହି ସିନେମାରେ ସେ ଜଣେ ଗାଉଁଲି ସ୍ତ୍ରୀ ଲୋକର ଚରିତ୍ରରେ ଅଭିନୟ କରିଥିଲେ।
)
ସେହିପରି କର୍ମ ସିନେମାରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ ସୂର୍ଯ୍ୟମୟୀ।
ट्रेन्डिंग फोटोज़

