Magha Month horoscope
Magha month Lucky Rashi: ମାଘ ମାସରେ ଚମକିବେ ଏହି ୫ ରାଶି, ପଢନ୍ତୁ ମାଘ ମାସର ରାଶିଫଳ
Magha Month horoscope: ମାଘ ମାସ ଅର୍ଥାତ୍ ହିନ୍ଦୁ କ୍ୟାଲେଣ୍ଡରର ୧୧ତମ ମାସ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଏକ ବିଶେଷ ମହତ୍ତ୍ୱ ରଖେ। ବୈଦିକ ଜ୍ୟୋତିଷ କ୍ୟାଲେଣ୍ଡର ଅନୁସାରେ, ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରିବା ଦିନଠାରୁ ମାଘ ମାସ ଆରମ୍ଭ ହୁଏ। ୨୦୨୫ ମସିହାରେ, ମାଘ ମାସ ୧୪ ଜାନୁଆରୀରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।
Jan 18,2025, 11:06 AM IST
Viral Video
Viral Video: ପୁଣି ଥରେ ଘଞ୍ଚ ଜଙ୍ଗଲ ଭାଇରାଲ ହେଲା ଆଉ ଜଣେ ଛାତ୍ରୀଙ୍କ ୨୦ ସେକେଣ୍ଡର ଭିଡିଓ
Viral Video: ପୁଣି ଥରେ ଘଞ୍ଚ ଜଙ୍ଗଲ ଭାଇରାଲ ହେଲା ଆଉ ଜଣେ ଛାତ୍ରୀଙ୍କ ୨୦ ସେକେଣ୍ଡର ଭିଡିଓ Disclaimer: ଉପରୋକ୍ତ ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସାରଣ କରାଯାଇଛି। କୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବା ସମ୍ମାନହାନୀ କରିବା ଲକ୍ଷ୍ୟରେ ଏହା କରାଯାଇନାହିଁ। ଯଦି କେହିଁ ଏହାକୁ ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ତେବେ ଏଥିପାଇଁ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Jan 17,2025, 13:52 PM IST
Tharman Shanmugaratnam
Tharman Shanmugaratnam: ଓଡ଼ିଶାରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି
ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅପରାହ୍ନ ୪ଟାରେ ବିଶ୍ୱ ଦକ୍
Jan 17,2025, 13:36 PM IST
boat tragedy
Boat Tragedy: ଡଙ୍ଗା ବୁଡି ୪୦ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ମରକ୍କୋ ନିକଟସ୍ଥ ସମୁଦ୍ରରେ ପାକିସ୍ତାନୀ ନାଗରିକଙ୍କୁ ବେଆଇନ ଭାବରେ ସ୍ପେନ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ४० ନୌଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଡଙ୍ଗାରେ ୮୦ ଜଣ ପ୍ରବାସୀ ଥିଲେ। ଏମାନଙ୍କ ମଧ୍ୟରେ ସର୍ବାଧିକ ପାକିସ୍ତାନ ନାଗରିକ ରହିଥିଲେ। ପାକିସ୍ତାନୀ ଅଧିକାରୀ ଏବଂ ପ୍ରବାସୀ ଅଧିକାର ସଂଗଠନ ୱାକିଂ ବର୍ଡର
Jan 17,2025, 12:47 PM IST
Saif Ali Khan Attack
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ମାଡିବସିଲା ମୁମ୍ବାଇ ପୋଲିସ
ସୈଫଙ୍କୁ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ ପୋଲିସ ସନ୍ଦିଗ୍ଧଙ୍କୁ ଅଟକ ରଖିଛି, ଯେଉଁମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି।
Jan 17,2025, 11:24 AM IST
today Gold price
Gold Rate:ସୁନା ଭରି ପିଛା ମୂଲ୍ୟରେ ବୃହତ ବୃଦ୍ଧି, ସପ୍ତାହେ ଭିତରେ ବଢିଲା ହଜାରେ ଟଙ୍କାରୁ ଅଧିକ
ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।
Jan 17,2025, 10:41 AM IST
Entertainment News
ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଦର୍ଶକ ଦେଖିବାକୁ ପାଇବେ ନୂଆ ରୋମାଞ୍ଚ
ଜୀ ସାର୍ଥକ ପ୍ରତିଟି ଓଡ଼ିଆଙ୍କର ପ୍ରଥମ ପସନ୍ଦର ଚ୍ୟାନେଲ l ତେଣୁ ଲୋକଙ୍କ ପସନ୍ଦକୁ ଧ୍ୟାନରେ ରଖି ଲୋକଧର୍ମୀ ମନୋରଞ୍ଜନ କାର୍ଯ୍ୟକ୍ରମ ବା ଧାରାବାହିକକୁ ଟିଭି ପରଦାରେ ଭେଟି ଦେଇଥାଏ ଜୀ ସାର୍ଥକ । ସବୁଥର କାହାଣୀରେ ନୂତନତ୍ତ୍ବ ଓ ରୋମାଞ୍ଚ ଆଣିଥାଏ ଜୀ ସାର୍ଥକ, ଯାହାକୁ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରି ଧାରାବାହିକକୁ ଉପଭୋଗ କରିଥାନ୍
Jan 17,2025, 10:14 AM IST
Viral Video: ଧାନ ବିଲରୁ ଏହି ଓଡିଆ ଭାଉଜଙ୍କ ୧୪ ସେକେଣ୍ଡର ଭିଡିଓ ଭାଇରାଲ
Viral Video: ଧାନ ବିଲରୁ ଏହି ଓଡିଆ ଭାଉଜଙ୍କ ୧୪ ସେକେଣ୍ଡର ଭିଡିଓ ଭାଇରାଲ Disclaimer: ଉପରୋକ୍ତ ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସାରଣ କରାଯାଇଛି। କୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବା ସମ୍ମାନହାନୀ କରିବା ଲକ୍ଷ୍ୟରେ ଏହା କରାଯାଇନାହିଁ। ଯଦି କେହିଁ ଏହାକୁ ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ତେବେ ଏଥିପାଇଁ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Jan 17,2025, 9:52 AM IST
Salary Hike
Salary Hike: ସ୍କୁଲ ଶିକ୍ଷକଙ୍କ ବଢିଲା ଦରମା, ଉପକୃତ ହେବେ ୧୩୭୪୦ ଶିକ୍ଷକ
ଭୁବନେଶ୍ୱର: ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ [Junior Teacher ( Schematic)] ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧ ହଜାର ଶହେ ଟଙ୍କା ପାରିଶ୍ରମିକ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ
Jan 17,2025, 9:30 AM IST
friday horoscope
January 17 Horoscope: ଜାନୁଆରୀ ୧୭ରେ ବଦଳିବ ଏହି ୫ ରାଶିର ଭାଗ୍ୟ, ବଢିବ ବ୍ୟାଙ୍କ ବାଲାନ୍ସ
January 17 Horoscope: ଜାନୁଆରୀ ୧୭ ଅନେକ ରାଶି ଚିହ୍ନ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି। ଏହି ଦିନ ଗ୍ରହମାନଙ୍କର ଗତିବିଧିରେ ଏକ ବଡ ପରିବର୍ତ୍ତନ ଆସିବ, ଯାହା ୫ଟି ରାଶିର ବ୍ୟକ୍ତିବିଶେଷଙ୍କର ଜୀବନକୁ ଏକ ନୂତନ ଦିଗ ଦେବ। ଏହି ରାଶିର ଲୋକମାନେ ପ୍ରଗତି, ଆର୍ଥିକ ଲାଭ ଏବଂ ସୁଖ ପାଇଁ ନୂତନ ସୁଯୋଗ ପାଇବେ। ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଯଦି ଆପଣଙ୍କର ରାଶି ଚିହ୍ନ ମଧ୍ୟ ଏହି ୭ ମଧ୍ୟରୁ ଗୋଟିଏ, ତେବେ ଏହି ଦିନ ଆପଣଙ୍କ ପାଇଁ ଖୁସିର ବାର୍ତ୍ତା ଆଣିବ। ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିଗୁଡ଼ିକ କ’ଣ ଏବଂ ସେମାନଙ୍କ ପାଇଁ କେଉଁ ବିଶେଷ ପରିବର୍ତ୍ତନ ଘଟିବ।
Jan 17,2025, 9:12 AM IST
weather forecast
Weather Updates: ୬ ଜିଲ୍ଲାକୁ ଘନ କୁହୁଡି, ୧୯ ପରେ ବଢିବ ଶୀତ
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି। ଶୀତର ମାତ୍ରା କମିବାରେ ଲାଗିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ଗଞ୍ଜାମ, ଗଜପତି, ପୁରୀ, କଟକ, ଜଗତସ
Jan 17,2025, 8:50 AM IST
Top 10 News Headlines Odisha
Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶଣ୍ମୁଗରତ୍ନମ ଓଡ଼ିଶା ଆସୁଛନ୍ତି। ଓଡ଼ିଶାରେ ପୁଞ୍ଜି ନିବେଶ ଏବଂ ବିକାଶୋମ୍ନୁଳକ କାର୍ଯ୍ୟରେ ସିଙ୍ଗାପୁରର ସହଯୋଗ ଲାଗି ତାଙ୍କର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଉଛି। ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଥର୍ମନ୍ଙ୍କ ଉପସ୍ଥିତିରେ ୮ଟି ଚୁକ୍ତି ସ୍ୱା
Jan 17,2025, 8:32 AM IST
Justice Chakradhari Sharan Singh
ବିଦାୟ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ: ୧୩ ଜଣଙ୍କୁ ବରିଷ୍ଟ ଆଇନଜୀବୀ ପାହ୍ୟା
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ବିଦାୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଜି ହାଇକୋର୍ଟରେ ଏକ ପୂର୍ଣ୍ଣ କୋର୍ଟ ଆୟୋଜନ କରାଯାଇଛି। କୋର୍ଟ ରୁମରେ ବସିବାକୁ ଥିବା ଏହି ପୂର୍ଣ୍ଣ କୋର୍ଟକୁ ଭର୍ଚ୍ଚୁଆଲ୍ ଭିତ୍ତିରେ ମଧ୍ୟ ପ୍ରସାରଣ କରାଯିବ। ଆଜି ଅପରାହ୍
Jan 17,2025, 7:41 AM IST
Singapore President Visit
Singapore President Visit: ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, ୮ଟି ବିଷୟରେ ନିବେଶ ପାଇ
ଆସନ୍ତା ୨୮ ତାରିଖରୁ ରାଜ୍ୟରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ସରକାର ଗଠନ ପରେ ଏହା ପ୍ରଥମ ନିବେଶ ସମ୍ମିଳନୀ। ଏହି ପରିପ୍ରେକ୍ଷୀରେ ସିଙ୍ଗାପୁର ରାଷ୍ଟ୍ରପତି ଓ ପ୍ରତିନିଧି ମଣ୍ଡଳୀର ଗସ୍ତ ରାଜ୍ୟରେ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟିଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସୃଷ୍ଟି କରିବ ବୋଲି ସମ୍ଭାବନା ପ୍ରକାଶ ପାଇଛି।
Jan 17,2025, 7:23 AM IST
Odisha news
Odisha News: ଚଳିତ ମାସରୁ 'ପଦ୍ମ' ବିଜେତାଙ୍କୁ ମିଳିବ ୩୦ ହଜାର ଟଙ୍କା
ସୂଚନାଯୋଗ୍ୟ ପୂର୍ବ ସରକାର ପଦ୍ମ ବିଜେତାଙ୍କ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦେବା ପାଇଁ ଗତ ମାର୍ଚ୍ଚ ୧୩ ତାରିଖରେ ଘୋଷଣା କରି ଏପ୍ରିଲ ମାସଠାରୁ ଦେବାକୁ ପ୍ରତିଶୃତି ଦେଇଥିଲେ। ମାତ୍ର ନିର୍ବାଚନ ଆଚରଣ ବିଧି ପାଇଁ ପ୍ରଦାନ କରାଯାଇପାରିନଥିଲା।
Jan 17,2025, 7:19 AM IST
Petrol Diesel price
Today Petrol Diesel Price: ତୈଳଦରରେ ବୃହତ ବୃଦ୍ଧି, ଜାଣି କେତେ ରହିଛି ଲିଟର ପିଛା ମୂଲ୍ୟ
ନୂଆଦିଲ୍ଲୀ: ଆଜି ଗୁରୁବାର ଜାନୁଆରୀ ୧୭ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍
Jan 17,2025, 6:54 AM IST
daily horoscope
ସନ୍ତୋଷୀ ମାତାଙ୍କ କୃପାରୁ ଆଜି ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ
Horoscope Today 17 january 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୧୭ ହେଉଛି ଶୁକ୍ରବାର। ଗ୍ରହ ମାନଙ୍କର ଚଳନ ହେତୁ ଶୁକ୍ରବାର ରାଜଯୋଗ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ସନ୍ତୋଷୀ ମାତାଙ୍କ ଆଶିର୍ବାଦରୁ ୫ଟି ରାଶି ଚମକିବାକୁ ଯାଉଛି। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Jan 17,2025, 6:31 AM IST
Petticoat Cancer
କର୍କଟ ରୋଗର କାରଣ ହେଉଛି ପେଟିକୋଟ୍ ଏବଂ ଶାଢ଼ି, ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ
ନୂଆଦିଲ୍ଲୀ: ଆପଣ ମହିଳାମାନଙ୍କଠାରେ ହେଉଥିବା ସ୍ତନ କର୍କଟ ଏବଂ ଗର୍ଭାଶୟ କର୍କଟ ଭଳି ସାଧାରଣ କର୍କଟ ବିଷୟରେ ଶୁଣିଥିବେ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଶାଢ଼ି ଏବଂ ପେଟିକୋଟ୍ କର୍କଟ ବିଷୟରେ। ଆଜ୍ଞା ହଁ, ମହିଳାମାନେ ବର୍ତ୍ତମାନ ପିନ୍ଧୁଥିବା ଶାଢ଼ି ଏବଂ ପେଟିକୋଟ୍ ମଧ୍ୟ କର୍କଟ ରୋଗର କାରଣ ହେଉଛନ୍ତି। ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି
Jan 16,2025, 14:17 PM IST
nep 2020
NEP 2020: ନୂଆ ଶିକ୍ଷାବର୍ଷରୁ ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି
ନୂଆଦିଲ୍ଲୀ: ଓଡିଶାରେ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ଶିକ୍ଷା ନୀତିକୁ ରାଜ୍ୟରେ ଲାଗୁ କରାଯିବ। ରାଜ୍ୟ ସରକାର ଜାତୀୟ ପାଠ୍ୟକ୍ରମ ଢାଞ୍ଚା ସହ ସ୍ଥାନୀୟ ପ୍ରସଙ୍ଗକୁ ଭିତ୍ତି କରି ପାଠ୍ୟକ୍ରମ ପ୍ରସ୍ତୁତ କରିବେ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ
Jan 16,2025, 11:48 AM IST
ISRO
India created new history: ଇତିହାସ ରଚିଲା ଇସ୍ରୋ, ଆମେରିକା ଓ ଚୀନ ସହ ହେଲା ସମକକ୍ଷ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଗୁରୁବାର ଦିନ 'ସ୍ପେସ୍ ଡକିଂ ପରୀକ୍ଷଣ' (SPADEX) ଅନ୍ତର୍ଗତ ସାଟେଲାଇଟ୍କୁ ସଫଳତାର ସହ ଡକିଂ କରିଛି। "ଭାରତ ମହାକାଶ ଇତିହାସରେ ନିଜର ନାମ ପଞ୍ଜିକୃତ କରିଛି," ଇସ୍ରୋ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏକ ପୋଷ୍ଟରେ କହିଛି। ଶୁଭ ସକାଳ ଭାରତ, ISROର SpadeX ମିଶନ 'ଡକିଂ'ର
Jan 16,2025, 11:17 AM IST
Saif Ali Khan Attacked
Saif Ali Khan Attacked: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ୩ ଜଣଙ୍କୁ ବାନ୍ଧିଲା ପୋଲିସ
ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀ ଆକ୍ରମଣ ହୋଇଛି। ଆକ୍ରମଣ ସମୟରେ ସୈଫଙ୍କ ପତ୍ନୀ କରୀନା ଏବଂ ସେମାନଙ୍କ ପିଲାମାନେ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା। କିନ୍ତୁ ଏବେ ଆସିଥିବା ସଦ୍ୟତମ ଖବର ଅନୁସାରେ, ସୈଫ ଅଲ୍ଲୀ ଖା
Jan 16,2025, 10:30 AM IST
Gold Rate:ପୁଣି ବଢିଲା ସୁନା ଦର, ଭୁବନେଶ୍ୱରରେ ବଢିଲା ଏତିକି ଟଙ୍କା
Jan 16,2025, 10:01 AM IST
Viral Video: ପୁଣି ଥରେ ଶୁନଶାନ ରାସ୍ତାରୁ ଭାଇରାଲ ହେଲା ଯୁବତୀଙ୍କ ୩୦ ସେକେଣ୍ଡର ଭିଡିଓ
Viral Video: ପୁଣି ଥରେ ଶୁନଶାନ ରାସ୍ତାରୁ ଭାଇରାଲ ହେଲା ଯୁବତୀଙ୍କ ୩୦ ସେକେଣ୍ଡର ଭିଡିଓ Disclaimer: ଉପରୋକ୍ତ ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସାରଣ କରାଯାଇଛି। କୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବା ସମ୍ମାନହାନୀ କରିବା ଲକ୍ଷ୍ୟରେ ଏହା କରାଯାଇନାହିଁ। ଯଦି କେହିଁ ଏହାକୁ ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ତେବେ ଏଥିପାଇଁ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Jan 16,2025, 9:39 AM IST
Budha Surya yuti
ରାଜଯୋଗ ସୃଷ୍ଟି କରିବେ ସୂର୍ଯ୍ୟ-ବୁଦ୍ଧ, ୫ ରାଶିଙ୍କ ଜୀବନରେ ଆସିବ ବୃହତ ପରିବର୍ତ୍ତନ
Budha Surya yuti 2025 horoscope: ୨୦୨୫ ବର୍ଷର ପ୍ରତ୍ୟେକ ମାସ ବହୁତ ସ୍ୱତନ୍ତ୍ର, କାରଣ ପ୍ରତ୍ୟେକ ମାସରେ କିଛି ନା କିଛି ଗ୍ରହର ମିଳନ ହୋଇଥାଏ। ବୈଦିକ କ୍ୟାଲେଣ୍ଡରର ଗଣନା ଅନୁସାରେ, ୧୪ ମାର୍ଚ୍ଚ, ୨୦୨୫ ପୂର୍ବରୁ ବୁଧ ଏବଂ ସୂର୍ଯ୍ୟ ଭିନ୍ନ ଭିନ୍ନ ରାଶିରେ ତିନିଥର ରାଜଯୋଗ ସୃଷ୍ଟି କରିବେ। ବୁଧ ଗ୍ରହକୁ ବାଣୀ, ତର୍କ, ଚର୍ମ, ବ୍ୟବସାୟ ଏବଂ ଯୋଗାଯୋଗ ଇତ୍ୟାଦି ପାଇଁ ଦାୟୀ ବୋଲି ବିବେଚନା କରାଯାଏ। ଯେତେବେଳେ ସୂର୍ଯ୍ୟଙ୍କୁ ଆତ୍ମା, ସମ୍ମାନ ଏବଂ ଉଚ୍ଚ ପଦବୀର ଦାତା ବୋଲି ବିବେଚନା କରାଯାଏ ଏବଂ ସେ ଗ୍ରହମାନଙ୍କର ରାଜା ମଧ୍ୟ। ଆସନ୍ତୁ ଜାଣିବା ୧୪ ମାର୍ଚ୍ଚ, ୨୦୨୫ ପୂର୍ବରୁ କେବେ ଏବଂ କେଉଁ ରାଶିରେ ବୁଧ ଏବଂ ସୂର୍ଯ୍ୟଙ୍କ ସଂଯୋଗ ହେବ।
Jan 16,2025, 9:15 AM IST
Jan 16,2025, 8:33 AM IST
ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ପୂର୍ବରୁ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଆସୁଥିଲା। ମାତ୍ର ଆଜି ସୈଫଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି।
Jan 16,2025, 8:26 AM IST
Hindenberg Shuts Down
Hindenberg Shuts Down: ବନ୍ଦ ହେଲା ହିଣ୍ଡନବର୍ଗ ରିସର୍ଚ୍ଚ !
ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଏବେ ବନ୍ଦ ହୋଇଯାଇଛି। କମ୍ପାନୀର ପ୍ରତିଷ୍ଠାତା ନାଟ୍ ଆଣ୍ଡରସନ୍ ଏହି ଘୋଷଣା କରିଛନ୍ତି। ଏହା ସେହି ହିଣ୍ଡେନବର୍ଗ ରିସର୍ଚ୍ଚ ଯାହା ଜାନୁଆରୀ ୨୦୨୩ରେ ଆଦାନୀ ଗ୍ରୁପ୍ ବିରୁଦ୍ଧରେ ଏକ ଗବେଷଣା ରିପୋର୍ଟ ପ୍ରକାଶ କରିଥିଲା, ଯାହା ପରେ ଆଦାନୀ ଗ୍ରୁପ୍ ର ସେୟାରରେ ତୀବ୍ର ହ୍ରାସ ଘ
Jan 16,2025, 8:07 AM IST
Sadhwi Harsha Richaria
Sadhwi Harsha Richhariya: ବିବାହ କରିବେ ମହାକୁମ୍ଭର ସୁନ୍ଦରୀ ସାଧୁ !
ଟ୍ରୋଲ ବିଷୟରେ ସେ କହିଥିଲେ, "ଲୋକେ ତାଙ୍କୁ ଟ୍ରୋଲ୍ କଲେ ବହୁତ କଷ୍ଟ ହୁଏ। ସେ ଧାରାବାହିକରେ କାମ କରିଛନ୍ତି ଏବଂ ଆଙ୍କରିଂ ମଧ୍ୟ କରିଛନ୍ତି। ଆଙ୍କରିଂରେ, ଆପଣଙ୍କୁ ସେମାନଙ୍କ ଅନୁସାରେ ପୋଷାକ ପିନ୍ଧିବାକୁ ପଡିବ। ଆପଣ କି ପ୍ରକାରର ପୋଷାକ ପିନ୍ଧିବେ? ଆପଣ କିପରି ପିନ୍ଧିବେ?" କଥାବାର୍ତ୍ତା କିପରି କରିବେ ତାହା ଉପରେ ଅନୁଷ୍ଠାନ ନିଷ୍ପତ୍ତି ନେଇଥାଏ ବୋଲି ସେ କହିଥିଲେ।
Jan 16,2025, 7:39 AM IST
Today Petrol Diesel Price: ଜାରି ହେଲା ନୂତନ ତୈଳଦର, ଜାଣି କେତେ ରହିଛି ଲିଟର ପିଛା ମୂଲ୍ୟ
ନୂଆଦିଲ୍ଲୀ: ଆଜି ଗୁରୁବାର ଜାନୁଆରୀ ୧୬ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍
Jan 16,2025, 7:19 AM IST
Weather Forecast: ଖସୁଛି ପାରଦ, ବଢୁଛି ତାତି
ରାଜ୍ୟରେ ଧିରେ ଧିରେ ଶୀତର ମାତ୍ରା କମିବାରେ ଲାଗିଛି। ତାପମାତ୍ରାରେ ମଧ୍ୟ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରଭାବ କମ ରହିବ। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ରାତି ତାପମାତ୍ରା ଏବେ ୧୫ ଡିଗ୍ରୀ ଉପରେ ରହୁଛି। ସେପଟେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡି ଦେଖାଦେବ
Jan 16,2025, 6:54 AM IST
ମାତା ଲକ୍ଷ୍ମୀଙ୍କ କୃପାରୁ ଆଜି ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ
Horoscope Today 16 january 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୧୬ ହେଉଛି ଗୁରୁବାର। ଗ୍ରହ ମାନଙ୍କର ଚଳନ ହେତୁ ବୁଧବାର ରାଜଯୋଗ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ମାତା ଲକ୍ଷ୍ମୀଙ୍କ ଆଶିର୍ବାଦରୁ ବୃଷ, ମିଥୁନ ସହିତ ୫ଟି ରାଶି ଚମକିବାକୁ ଯାଉଛି। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Jan 16,2025, 6:29 AM IST
Indian Navy
Indian Navy:ଭାରତୀୟ ନୌସେନାକୁ ମିଳିଲା 'ତ୍ରିଦେବ'
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ନୌସେନା ଡକୟାର୍ଡରେ ଦୁଇଟି ନୌସେନା ଯୁଦ୍ଧଜାହାଜ ଏବଂ ଗୋଟିଏ ବୁଡ଼ାଜାହାଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏଗୁଡ଼ିକ ହେଉଛି ଯୁଦ୍ଧଜାହାଜ INS ସୁରତ ଏବଂ INS ନୀଳଗିରି ଏବଂ ବୁଡ଼ାଜାହାଜ INS ଭାଗଶୀର। ଭାରତୀୟ ନୌସେନାରେ ଏହି ତିନି ଜାହାଜ ସାମିଲ ହେବା ପରେ ନୌସେନାର ଶକ୍ତ
Jan 15,2025, 13:42 PM IST
puri news
Puri News: ଶ୍ରୀନହରରେ ମହାରାଜଙ୍କ ରାଜ୍ୟାଭିଷେକ ନୀତି, ବନକଲାଗି ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ
ପୁରୀ: ଶ୍ରୀନହରରେ ଆଜି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ଅନୁଷ୍ଠିତ କରାଯିବ। ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ନିମନ୍ତେ ଶ୍ରୀନିହରରେ ବିଶେଷ ନୀତି ଅନୁଷ୍ଠିତ ହେବ । ଅଭିଷକ ନୀତି ପୂର୍ବରୁ ଶ୍ରୀନହରର
Jan 15,2025, 12:08 PM IST
ECIL Vacancy
ECILରେ ବାହାରିଲା ବମ୍ପର ନିଯୁକ୍ତି, ୭୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ମିଳିବ ଦରମା
ECIL ଅର୍ଥାତ୍ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ୫୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ECIL ମ୍ୟାନେଜର ସ୍ତରରେ ବିଭିନ୍ନ ପଦବୀ ପାଇଁ ଏହି ଖାଲି ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି।
Jan 15,2025, 11:51 AM IST
EPFO Updates
ଟଙ୍କା ଉଠାଣକୁ ନେଇ EPFO ଦେଲା ବଡ଼ ସୂଚନା, ଜାଣନ୍ତୁ କେବେ ଓ କେତେ ଟଙ୍କା ଉଠାଇ ପାରିବେ
EPFO Updates:ନୂଆଦିଲ୍ଲୀ: ଯଦି ଆପଣ କୌଣସି କମ୍ପାନୀ କିମ୍ବା କାରଖାନାରେ କାମ କରନ୍ତି ଏବଂ ଆପଣଙ୍କର ରୋଜଗାରର କିଛି ଅଂଶ ଆପଣଙ୍କ PF ଆକାଉଣ୍ଟରେ ଜମା ହୁଏ। ସେହି ଟଙ୍କା ଆପଣଙ୍କ ଅସୁବିଧା ସମୟରେ ଉପଯୋଗୀ ହୋଇପାରେ। ପିଏଫ୍ ଆକାଉଣ୍ଟର ତଦାରଖ ଏବଂ ଏହା ସହିତ ଜଡିତ ସମସ୍ତ ନିୟମ EPFO ଦ୍ୱାରା କରାଯାଏ।
Jan 15,2025, 10:56 AM IST
Terrorist attack threat
କେଜରିୱାଲଙ୍କ ଉପରେ ହୋଇପାରେ ଆତଙ୍କୀ ଆକ୍ରମଣ, ଗୁଇନ୍ଦା ଦେଲା ସୂଚନା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି। ଗୁଇନ୍ଦା ସଂସ୍ଥା ଏହି ସୂଚନା ପ୍ରଦାନ କରିଛି। ଗୁଇନ୍ଦା ସଂସ୍ଥାକୁ ଏହି ସୂଚନା ମିଳିବା ପରେ କେଜରିୱାଲଙ୍କ ସୁରକ୍ଷା ବୃଦ୍ଧି କରିବା ଉପରେ ବିଚାର କରାଯାଉଛି। ଦିଲ୍ଲୀ
Jan 15,2025, 10:12 AM IST
Gold Rate:ମୁଣ୍ଡ ବିନ୍ଧାଇଲାଣି ସୁନା ଦର, ୮୦ ହଜାର ଡେଇଁଲା ଭରି ପିଛା ମୂଲ୍ୟ
Jan 15,2025, 9:51 AM IST
Mahakumbha Graha Gochar 2025
ମହାକୁମ୍ଭ ସମୟରେ ସୃଷ୍ଟି ହେଉଛି ଦ୍ୱୈତ ରାଜଯୋଗ, ଚମକିବ ୫ ରାଶିର ଭାଗ୍ୟ
Mahakumbha Graha Gochar 2025 Horoscope:୨୦୨୫ ମସିହା ଆରମ୍ଭ ହେବା ପୂର୍ବରୁ ଜ୍ୟୋତିଷମାନେ ଭବିଷ୍ୟବାଣୀ କରିଥିଲେ ଯେ ୨୦୨୫ ଜାନୁଆରୀ ମାସ ଗ୍ରହ କାର୍ଯ୍ୟକଳାପ, ଗତି, ସଂଯୋଗ ଏବଂ ଯୋଗ-ସଂଯୋଗର ଏକ ଅତ୍ୟନ୍ତ ବିଶେଷ ମାସ ପ୍ରମାଣିତ ହେବ। ଏହାର ଏକ ଝଲକ ଗୁରୁବାର, ଜାନୁଆରୀ ୧୬ରେ ଦେଖିବାକୁ ମିଳିବ। ଏହି ଦିନ ୪ଟି ଗ୍ରହ ଦୁଇଟି ଯୋଡ଼ିରେ ଦ୍ୱୈତ ଯୋଗ ସୃଷ୍ଟି କରୁଛନ୍ତି, ଯାହା ସମସ୍ତ ରାଶି ଉପରେ ବ୍ୟାପକ ଏବଂ ଗଭୀର ପ୍ରଭାବ ପକାଇବ।
Jan 15,2025, 9:35 AM IST
Viral Video: ପୁଣି ଥରେ ପାର୍କରୁ ଭାଇରାଲ ହେଲା ଆଉ ଜଣେ କଲେଜ ଛାତ୍ରୀଙ୍କ ୨୮ ସେକେଣ୍ଡର ଭିଡିଓ
Viral Video: ପୁଣି ଥରେ ପାର୍କରୁ ଭାଇରାଲ ହେଲା ଆଉ ଜଣେ କଲେଜ ଛାତ୍ରୀଙ୍କ ୨୮ ସେକେଣ୍ଡର ଭିଡିଓ Disclaimer: ଉପରୋକ୍ତ ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସାରଣ କରାଯାଇଛି। କୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବା ସମ୍ମାନହାନୀ କରିବା ଲକ୍ଷ୍ୟରେ ଏହା କରାଯାଇନାହିଁ। ଯଦି କେହିଁ ଏହାକୁ ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ତେବେ ଏଥିପାଇଁ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Jan 15,2025, 9:13 AM IST
Weather Forecast: ଘନ କୁହୁଡିରେ ଲୁଚିଗଲା ଦିଲ୍ଲୀ, ବର୍ଷା ନେଇ ପାଣିପାଗର ସତର୍କ ସୂଚନା ଜାରି
Weather Forecast:ଗୋଟିଏ ପଟେ, ଦିଲ୍ଲୀ-ଏନସିଆରର ଲୋକମାନେ ପ୍ରବଳ ଥଣ୍ଡାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ, କୁହୁଡ଼ିର ତାଣ୍ଡବ ମଧ୍ୟ ଦେଖିବାକୁ ମିଳୁଛି। ସକାଳ ଠାରୁ ଦିଲ୍ଲୀ-ଏନସିଆରରେ ଏତେ ଘନ କୁହୁଡ଼ି ରହିଛି ଯେ ମାତ୍ର ଦଶ ମିଟର ଦୂରରେ ମଧ୍ୟ କିଛି ଦେଖାଯାଉନାହିଁ।
Jan 15,2025, 8:52 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.