Maha Shivratri 2025 Lucky Zodiac: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ପ୍ରତ୍ୟକ ବର୍ଷ ଫାଲଗୁନ ମାସ କୃଷ୍ଣପକ୍ଷରେ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପାଳନ ହୋଇଥାଏ। ଚଳିତ ମାସ ୨୬ ତାରିଖରେ ମହା ଶିବରାତ୍ରୀ ପାଳନ କରାଯିବ। ଏହି-ଦିନ ଶ୍ରାବଣ ନକ୍ଷତ୍ରରେ ପରିଗ୍ରହ ଯୋଗ ବା ଦୁର୍ଲଭ ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବ। ମହାଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହିତ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ ହେବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଭାଗ୍ୟ ମହାଶିବରାତ୍ରୀ ଠାରୁ ଚମକିବାକୁ ଯାଉଛି।....
ALSO READ: ବାର୍ଥ ଟବ୍-ରୁ ଭାଇରାଲ୍ ହେଲା ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ, ଦେଖନ୍ତୁ
ट्रेन्डिंग फोटोज़