Advertisement
Photo Details/zeeodisha/odisha2642823
photoDetails0hindi

Valentine’s Day 2025: ପ୍ରେମ ସପ୍ତାହରେ ରାଶି ଅନୁସାରେ ପିନ୍ଧନ୍ତୁ ପୋଷାକ, ପାର୍ଟନରଙ୍କ ସହ ଅଧିକ ମଜଭୁତ ହେବ ସମ୍ପର୍କ!


Valentine’s Day 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହ ମାନଙ୍କର ଚଳନ ରାଶିଚକ୍ର ଉପରେ ପ୍ରଭାବ ପକାଇଥାଏ। ତେବେ, ଫେବୃଆରୀ ୭ ତାରିଖ ଠାରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ଆଉ ୧୪ ଫେବୃଆରୀରେ ପାଳନ କରାଯିବ ଭାଲେନଟାଇନ୍ସ ଡେ।  ଏହି ଦିନ ନିଜ ମନର ମଣିଷକୁ ପାଖରେ ପାଇ ମନର କଥା କହିଥାଆନ୍ତି ସାଥୀ। ତେବେ, ଏମିତି କିଛି ରଙ୍ଗ ରହିଛି । ଯାହାର ପ୍ରଭାବ ପ୍ରେମ ସମ୍ପର୍କକୁ ଆହୁରି ମଜବୁତ୍ କରିଥାଏ। ତେବେ, ଭାଲେନଟାଇନ୍ସ ଡେ ରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଆପଣଙ୍କ ପ୍ରେମ ସମ୍ପର୍କ ଅଧିକ ମଜବୁତ୍ ହେବା ସହିତ ସମ୍ପର୍କରେ କେବେ ଫାଟ ସୃଷ୍ଟି ହେବନି। ତେବେ, ଆସନ୍ତୁ ଜାଣିବା ଏନେଇ କଣ କହୁଛନ୍ତୁ ଜ୍ୟୋତିଷ  ହିତେନ୍ଦ୍ର କୁମାର ଶର୍ମା...

 

1/12

ମେଷ : ପ୍ରେମ ଦିବସ ବା 'ଭାଲେନଟାଇନ୍ସ ଡେ' ଦିନ କେଶର ରଙ୍ଗର ପୋଷାକ ପିନ୍ଧି ନିଜ ସାଥୀଙ୍କୁ ଦେଖା କରନ୍ତୁ। ଦେଖିବେ ପ୍ରେମ ସମ୍ପର୍କ ଆହୁରି ମଜବୁତ୍ ହେବେ। 

ALSO READ: Gold Rate Today: ଆଜି ସୁନା ଦରରେ ବୃହତ ହ୍ରାସ, ଭରି ପିଛା ଏତେ ଶହ ଖସିଲା ରେଟ୍

ALSO READ: Magh Purnima 2025: ମାଘ ପୂର୍ଣ୍ଣିମାରେ ଦୁର୍ଲଭ ଯୋଗ, ଶନି-ସୂର୍ଯ୍ୟଙ୍କୁ କୃପାରୁ ଏହିସବୁ ରାଶି ଉପରେ ହେବ ଟଙ୍କା ବର୍ଷା!

2/12

ବୃଷ : ଏହି ରାଶିର ଲୋକମାନେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ବେଶ୍ ଶୁଭ ରହିବ। 

 

 

 

3/12

ମିଥୁନ : ଏହି ରାଶିର ଲୋକମାନେ କେଶର ବା ହଳଦିଆ ରଙ୍ଗର ପୋଷାକ ପିନ୍ଧି ନିଜ ସାଥୀଙ୍କ ସହ ଡେଟ୍ ରେ ଗଲେ ବେଶ୍ ଶୁଭଫଳ ପାଇବେ। 

 

 

4/12

କର୍କଟ : 'ଭାଲେନଟାଇନ୍ସ ଡେ' ଦିନ ଲାଲ୍ ରଙ୍ଗର ପୋଷାକ ପିନ୍ଧିବା ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ।

 

5/12

ସିଂହ : ଏହି ରାଶିର ଲୋକମାନ ହଳଦିଆ ପୋଷାକ ପୋଷାକ 'ଭାଲେନଟାଇନ୍ସ ଡେ' ଦିନ ପିନ୍ଧିବା ଭଲ।  

 

6/12

କନ୍ୟା : 'ଭାଲେନଟାଇନ୍ସ ଡେ' ରେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍। 

 

7/12

ତୁଳା :  'ଭାଲେନଟାଇନ୍ସ ଡେ' ରେ ଲାଲ୍ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍। 

 

8/12

ବିଛା : 'ଭାଲେନଟାଇନ୍ସ ଡେ' ରେ କେଶର ରଙ୍ଗର ପୋଷାକ ପିନ୍ଧିବା ଭଲ। 

9/12

ଧନୁ : ଲାଲ୍ କିମ୍ବା ସବୁଜ ରଙ୍ଗର ପୋଷାକ ପିନ୍ଧିବା ଶୁଭ ହେବ।

 

10/12

ମକର : କ୍ରିମ୍ ରଙ୍ଗର ପୋଷାକ ପିନ୍ଧିବା ଭଲ। 

11/12

କୁମ୍ଭ  : ଗାଢ୍ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଖାସ୍ ହେବ। 

12/12

ମୀନ : ଏହି ରାଶିର ଲୋକମାନେ ଧଳା ପୋଷାକ ପିନ୍ଧିବା ଦ୍ବାରା ପରପ୍ପର ପ୍ରେମୀଙ୍କ ମଧ୍ୟରେ ଉତ୍ତମ ବୁଝାବଣା ଭଲ ରହିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)