Advertisement
Photo Details/zeeodisha/odisha1626337
photoDetails0hindi

Dangerous Jail: ଏହିସବୁ ହେଉଛି ଦୁନିଆର ସବୁଠାରୁ ବିପଦଜ୍ଜନକ ଜେଲ, ଦେଖନ୍ତୁ ଫଟୋ

Dangerous Jail: ଦୁନିଆର ପ୍ରତ୍ୟେକ ଦେଶରେ ଅପରାଧ କଲେ ଦଣ୍ତ ବିଧାନର ବ୍ୟବସ୍ଥା ରହିଛି । ତେବେ କିଛି ଏପରି ଜେଲ ଅଛି ଯାହାକୁ ଦୁନିଆର ସବୁଠାରୁ ଭୟାନକ ଜେଲ ବୋଲି କୁହାଯାଇଥାଏ ।

1/5

ବ୍ରାଜିଲର କାରାଣ୍ଡିରୁ କାରାଗାର ହେଉଛି ବିଶ୍ୱର ସବୁଠାରୁ ହିଂସାତ୍ମକ ଓ ଘାତକ କାରାଗାର । ୧୯୯୨ ମସିବାରେ ଏଠାରେ ୧୦୨ ଜଣ କଏଦୀଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିଲା।

2/5

ସାନ କ୍ୱେଣ୍ଟିନ୍ କାରାଗାର ୧୮୫୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହା କାଲିଫର୍ନିଆର ସର୍ବ ପୁରାତନ କାରାଗାର ଅଟେ । ଜେଲରେ ଏକ ଗ୍ୟାସ୍ ଚାମ୍ବର ଅଛି, କିନ୍ତୁ ସେଠାରେ ଜୀବନରୁ ମାରିବା ପାଇଁ ଇଞ୍ଜେକ୍ସନ ସାହାଯ୍ୟରେ ଫାଶୀ ଦଣ୍ଡ ଦିଆଯାଉଛି ।

3/5

ନ୍ୟୁୟର୍କର ରିକର୍ସ ଦ୍ୱୀପ ଜେଲରେ ଅନ୍ତେବାସୀ ହିଂସା ହେବାର ଇତିହାସ ରହିଛି । ଏହି କାରଣରୁ ଏହା ଦୁନିଆର ସବୁଠାରୁ କୋଠୋର କାରାଗାର ମଧ୍ୟରୁ ଅନ୍ୟତମ। ଏଠାରେ ଥିବା ସିକ୍ୟୁରିଟି ମାନେ ମଧ୍ଯ ବେଳେବେଳେ ଜେଲ ଯିବାକୁ ଭୟ କରନ୍ତି ।

4/5

ସିରିଆର ପାଲମିରେ ଥିବା ଟଡମୋର ମିଲିଟାରୀ କାରାଗାର କଏଦୀ ମାନଙ୍କ ପାଇଁ ସବୁଠାରୁ ବିପଜ୍ଜନକ କାରାଗାର ଅଟେ। ୧୯୮୦ରେ ଏଠାରେ ଥିବା ବନ୍ଦୀ ମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ ମରାଯାଇଥିଲା।

5/5

ତୁର୍କୀରେ ଥିବା ଡିଆରବାକିର ଜେଲର ଏକ କୁଖ୍ୟାତ ଜେଲ ଅଟେ। ଏଠାରେ ପିଲାମାନଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ ।