Accident News: ଏୟାର ପ୍ରେସର ଟାଙ୍କି ଫାଟି ଜଣେ ମୃତ
Advertisement
Article Detail0/zeeodisha/odisha2465836

Accident News: ଏୟାର ପ୍ରେସର ଟାଙ୍କି ଫାଟି ଜଣେ ମୃତ

Accident News: ମୃତକଙ୍କ ଘର ଖୋର୍ଦ୍ଧା ନିକଟସ୍ଥ କଦଳୀବାଡି ଗ୍ରାମ । ଛତ୍ରପଡା ଗ୍ରାମର ଦୁଇ ଭାଇ ଦେବ ମାନସିଂହ ଏବଂ ଦିପକ ମାନସିଂହ ଆହତ ହୋଇ ଖୋର୍ଦ୍ଧା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଖୋର୍ଦ୍ଧା ସଦର ପୋଲିସ ଘଟଣା ସ୍ଥଳ କୁ ଯାଇ ତଦନ୍ତ ଜାରି ରଖିଛି।

Accident News: ଏୟାର ପ୍ରେସର ଟାଙ୍କି ଫାଟି ଜଣେ ମୃତ

Accident News: (ସୁର୍ଯ୍ୟ ମହାନ୍ତି) ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡିଆ ଛକ ଏକ ଢାବା ନିକଟରେ ଅଘଟଣ। ଏୟାର ପ୍ରେସର ଟାଙ୍କିଫାଟି ଜଣେ ମୃତ ଦୁଇ ଗୁରୁତର।
ଏୟାର ପ୍ରେସର ଟାଙ୍କିରେ ଏୟାର ଅଧିକ ହେବାରୁ ଟାଙ୍କି ଫାଟି ଯାଇଥିବା ସୂଚନା। ଘଟଣା ସ୍ଥଳରେ ଟାୟାର ମିସ୍ତ୍ରୀ ନବ କିଶୋର ବରାଡ ଙ୍କର ମୃତ୍ଯୁ ହୋଇଛି। ମୃତକଙ୍କ ଘର ଖୋର୍ଦ୍ଧା ନିକଟସ୍ଥ କଦଳୀବାଡି ଗ୍ରାମ । ଛତ୍ରପଡା ଗ୍ରାମର ଦୁଇ ଭାଇ ଦେବ ମାନସିଂହ ଏବଂ ଦିପକ ମାନସିଂହ ଆହତ ହୋଇ ଖୋର୍ଦ୍ଧା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଖୋର୍ଦ୍ଧା ସଦର ପୋଲିସ ଘଟଣା ସ୍ଥଳ କୁ ଯାଇ ତଦନ୍ତ ଜାରି ରଖିଛି।