Bank Holiday 2025: ୨୦୨୫ ମସିହାରେ କେତେ ଦିନ ରହିବ ବ୍ୟାଙ୍କ ଛୁଟି, ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି
Advertisement
Article Detail0/zeeodisha/odisha2511503

Bank Holiday 2025: ୨୦୨୫ ମସିହାରେ କେତେ ଦିନ ରହିବ ବ୍ୟାଙ୍କ ଛୁଟି, ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି

Bank Holiday 2025: ଓଡ଼ିଶା ସରକାର NI (Negotiable Instrument)Act, 1881ର ଧାରା ୨୫ ଯାହାକି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ନଂ-20-25-26  Public-I Dated 8th June 1957 ଅନୁସାରେ ଅଟେ, ଆଗ୍ରହର ସହିତ ବର୍ଷ ୨୦୨୫(ଶାକ ବର୍ଷ-୧୯୪୬-୪୭) ପାଇଁ ପରିଶିଷ୍ଟ କ ରେ ତାଲିକାଭୁକ୍ତ ଦିବସ ଗୁଡିକରେ ଓଡ଼ିଶାର ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ପାଇଁ ଛୁଟି ଘୋଷଣା କରିଛନ୍ତି। 

ତେବେ ଆସନ୍ତୁ ଜାଣିବା ୨୦୨୫ ମସିହାରେ କେତେଦିନ ବ୍ୟାଙ୍କ ଛୁଟି ରହିବ। 
1-ଜାନୁଆରୀ -୧୪.୦୧.୨୫- ମକର ସଂକ୍ରାନ୍ତି (ମଙ୍ଗଳବାର)
2-ଜାନୁଆରୀ -୨୩.୦୧.୨୫ -ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ/ବୀର ସୁରେନ୍ଦ୍ର ସାଏ ଜୟନ୍ତୀ (ଗୁରୁବାର)
3-ଫେବୃଆରୀ -୨୬.୦୨.୨୫- ମହା ଶିବରାତ୍ରୀ (ବୁଧବାର)
4-ମାର୍ଚ୍ଚ-୧୫.୦୩.୨୫-ହୋଲି-(ଶନିବାର)
5-ମାର୍ଚ୍ଚ-୩୧.୦୩.୨୫- ଇଦ୍ ଉଲ୍ ଫିତର୍ -(ସୋମବାର)
6-ଏପ୍ରିଲ-୧.୦୪.୨୫-ବାର୍ଷିକ ଭାବେ ବ୍ୟାଙ୍କ ଖାତା ବନ୍ଦ-(ମଙ୍ଗଳବାର)
7-ଏପ୍ରିଲ-୧୪.୦୪.୨୫- ମହାବିଷୁବ ସଂକ୍ରାନ୍ତି/ଡ଼ ଆମ୍ବେଦକର ଜୟନ୍ତୀ -(ସୋମବାର)
8-ଏପ୍ରିଲ-୧୮.୦୪.୨୫- ଗୁଡ୍ ଫ୍ରାଇଡେ-(ଶୁକ୍ରବାର)
9-ଜୁନ୍-୭.୦୬.୨୫-ଇଦ୍ ଉଲ ଜୁହା-(ଶନିବାର)
10-ଜୁନ୍- ୨୭.୦୬.୨୫- ରଥଯାତ୍ରା-(ଶୁକ୍ରବାର)
11-ଅଗଷ୍ଟ-୧୫.୦୮.୨୫- ସ୍ୱାଧିନତା ଦିବସ/ଜନ୍ମାଷ୍ଟମୀ-(ଶୁକ୍ରବାର)
12-ଅଗଷ୍ଟ- ୨୭.୦୮.୨୫-ଗଣେଶ ପୂଜା (ବୁଧବାର)
13-ଅଗଷ୍ଟ-୨୮.୮.୨୫- ନୂଆଁଖାଇ-(ଗୁରୁବାର)
14-ସେପ୍ଟେମ୍ବର-୩୦.୦୯.୨୫-ମହାଷ୍ଟମୀ-(ମଙ୍ଗଳବାର)
15-ଅକ୍ଟୋବର- ୧.୧୦.୨୫-ମହାନବମୀ-(ବୁଧବାର)
16-ଅକ୍ଟୋବର-୨.୧୦.୨୫-ଗାନ୍ଧୀ ଜୟନ୍ତୀ-(ଗୁରୁବାର)
17-ଅକ୍ଟୋବର-୭.୧୦.୨୫-କୁମାର ପୂର୍ଣ୍ଣିମା-(ମଙ୍ଗଳବାର)
18-ଅକ୍ଟୋବର-୨୧.୧୦.୨୫-ଦୀପାବଳି-(ମଙ୍ଗଳବାର)
19-ନଭେମ୍ବର-୫.୧୧.୨୫-ରାହାସ ପୂର୍ଣ୍ଣିମା-(ବୁଧବାର)
20-ଡିସେମ୍ବର-୨୫.୧୨.୨୫- ବଡ଼ ଦିନ-(ଗୁରୁବାର)

ସେହିପରି ସପ୍ତାହର ରବିବାର ପଡ଼ୁଥିବା ଛୁଟି ଗୁଡ଼ିକ ହେଲା
1- ଜାନୁଆରୀ- ୨୬.୦୧.୨୫- ସାଧାରଣତନ୍ତ୍ର ଦିବସ (ରବିବାର)
2-ଫେବୃଆରୀ-୨.୦୨.୨୫- ସରସ୍ୱତୀ ପୂଜା (ରବିବାର)
3-ଏପ୍ରିଲ-୦୬.୦୪.୨୫- ଶ୍ରୀରାମ ନବମୀ (ରବିବାର)
4-ଜୁନ୍-୧୫.୦୬.୨୫- ରଜ ସଂକ୍ରାନ୍ତି (ରବିବାର)
5-ଅଗଷ୍ଟ-୯.୦୮.୨୫- ଝୁଲଣ ପୂର୍ଣ୍ଣିମା (୨ୟ ଶନିବାର) 

Also Read: EPFO Hike Update: କୋଟି କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର, EPFOକୁ ନେଇ ମିଳିବ ଏବେ ଡବଲ ଫାଇଦା

Also Read: CJI Sanjiv Khanna: ସଞ୍ଜୀବ ଖାନ୍ନା ହେଲେ ମୁଖ୍ୟ ବିଚାରପତି, ନେଇଛନ୍ତି ଏହିସବୁ ଐତିହାସିକ ନିଷ୍ପତ୍ତି