Naveen angry on Sanatan: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡି ସୁପ୍ରିମୋଙ୍କ ତାଗିଦ୍। ବିଧାନସଭା କରିଡରରେ ତାଗିଦ୍ କଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ବିରୋଧୀ ଦଳର ବୈଠକରେ ଯୋଗ ଦେବାକୁ ଆସି ନଥିଲେ ସନାତନ। ଆଜି ଗାଡ଼ିରୁ ଓହ୍ଲାଇବା ବେଳେ ବିଧାନସଭା ପୋର୍ଟିକୋରେ ନବୀନ ତାଙ୍କୁ କାରଣ ପଚାରିଲେ। ଆଉ ସେ ଏହାର ଜଚବାବରେ ତାଙ୍କ ଦେହ ଖରାପ ଥିଲା ବୋଲି କହୁଥିବା ଭିଡିଓ ଭାଇରାଲ ହେଉଛି। ଏପରିକି ନବୀନ ତାଙ୍କୁ ଜବାବରେ ‘ଆପଣଙ୍କ ଦେହ ସବୁବେଳେ ଖରାପ ରହୁଛି, ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିବା ଲାଗି। ବିଧାନସଭା ସାଇରନ୍ ଭିତରେ ନବୀନଙ୍କ ଏପରି ତାଗିଦ୍ ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ପରିସର ସୃଷ୍ଟି କରିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.