KIIT University Hostel Video: ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଅଶାନ୍ତ କିଟ୍ କ୍ୟାମ୍ପସ, ପୁଣି ଭାଇରାଲ ହେଲା ନୂଆ ଭିଡିଓ । ଘନେଇବାରେ ଲାଗିଛି କିଟ୍ ବିଶ୍ୱବିଦ୍ୟାଳୟ ଟ୍ରାଜେଡି । ନେପାଳ ଦେଶର ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଅଶାନ୍ତ ପୂରା କିଟ୍ କ୍ୟାମ୍ପସ । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ କିଟ୍ କର୍ତ୍ତୃପକ୍ଷଙ୍କ ମନମାନୀ କୁ ନେଇ ଚାଲିଛି ଘମାଘୋଟ ଆଲୋଚନା ପର୍ଯ୍ୟାଲୋଚନା। ଆଉ ଏହାସହ ଏବେ ବିଧାନସଭା ମଧ୍ୟ ହୁଲୁସ୍ତୁଲୁ ହୋଇଛି। ତେବେ ଏହାରି ମଧ୍ୟରେ ଏକ ଭିଡିଓ ପୁଣି ହଷ୍ଟେଲ ପରିସରରୁ ଭାଇରାଲ ହୋଇଛି।
ଆପଣଙ୍କ ନିକଟରେ ପ୍ରତିଟି ଖବର ପହଞ୍ଚାଇବର ଏହା ଏକ ମାଧ୍ୟମ...ତଳକୁ ତଳ ସ୍କ୍ରଲ କରିବା ପରେ ଉପରୋକ୍ତ ଭିଡିଓକୁ ଆପଣ ଦେଖି ପାରିବେ...