Viral Video: ଓଡିଆ ଅଭିନେତ୍ରୀ ଅନିଶା ମହାକୁଡ୍ । ଏକାଧିକ ଓଡିଆ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳିଛି। ତେବେ, ତାଙ୍କ ସ୍ବାମୀ ଶୁଭଶିଷଙ୍କ ସହ ତାଙ୍କର ପ୍ରସିଦ୍ଧ ଆଲବମ୍ ନିଶ୍ବାସ ତୋ ବିନା ଚାଲେନା ଗୀତରେ ଉଭୟଙ୍କ ଜବରଦସ୍ତ ଅଭିନୟ ସମସ୍ତଙ୍କ ମନ କିଣିଥିଲା । ତେବେ, ଏହାରି ଭିତରେ ଅନିଶାଙ୍କର ଏକ ଭିଡିଓ ଜଙ୍ଗଲ୍ ଭିତରୁ ଭାଇରାଲ୍ ହୋଇଛି ।ଦେଖନ୍ତୁ...