Viral Video: ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଝିଅ ହେଉଛନ୍ତି ପଲ୍ଲବୀ ମହାରଥୀ। ପଲ୍ଲବୀ ପେଶାରେ ଜଣେ ଡାକ୍ତର। କିନ୍ତୁ ସୁନ୍ଦରତାରେ କୌଣସି ହିରୋଇନ୍ ଙ୍କ ଠାରୁ ସେ ଦେଖିବାକୁ କମ୍ ନୁହଁନ୍ତି। ସେ ଅଭିନେତା ଅର୍ଦ୍ଦେନ୍ଦୁ ସାହୁଙ୍କୁ ବିବାହ କରିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...
ALSO READ: Asima Panda Viral Video: ଜୟଦେବ ବାଟିକାରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡି଼ଓ, ଦେଖନ୍ତୁ
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.