Prakruti Mishra Video: ଚୁଲବୁଲି ନାୟିକା ପ୍ରକୃତି ମିଶ୍ର। ଏକାଧିକ ଓଡି଼ଆ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି। କେବଳ ଓଡିଆ ନୁହେଁ ବଲିଉଡ୍ ରେ ମଧ୍ୟ ସେ ପାଦ ଥାପିସାରିଲେଣୀ। କେତେକ ହିନ୍ଦୀ ସିରିଏଲ୍ ରେ ଲିଡ୍ ରୋଲ୍ ରେ ନଜର ଆସନ୍ତି ସେ। ତେବେ, ଏହାରି ଭିତରେ ପ୍ରକୃତିଙ୍କ ଏକ ଭିଡିଓ ଗାଧୁଆଘର ବାର୍ଥ ଟବ୍ ଭିତରରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...