Video: ନିଜ ହାସ୍ୟ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ହସି ହସି ବେଦମ କରୁଥିବା ପପୁ ପମ୍ ପମ୍ ସବୁବେଳେ କିଛି ଭିନ୍ନ କରିବାକୁ ପ୍ରୟାସ କରିଥାନ୍ତି । ଟିଭି ଶୋ ହେଉ ଅବା ସିନେମା ସବୁଥିରେ ପପୁଙ୍କ ଜଲୱା ଖୁବ ଖାସ୍ ଥାଏ । ପପୁଙ୍କ ୟୁଟୁବ ଚ୍ୟାନେଲରେ ମଧ୍ୟ ଅନେକ ନୂଆ ନୂଆ କଣ୍ଟେଣ୍ଟ ଦେଖିବାକୁ ମିଳିଥାଏ । ନିକଟରେ ପପୁଙ୍କ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ପପୁଙ୍କୁ ଏକାଧିକ ଯୁବକ ଟେକି ଧରିଛନ୍ତି ଏବଂ ସେ କ୍ୟାମେରାମ୍ୟାନ ସାଜିଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.