Video: ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଗୋଟେ ହାତୀ ଜଣେ ଛୋଟ ପିଲାକୁ ଶୁଣ୍ଢରେ ଟେକି ଧରୁଛି । ମାତ୍ର କିଛି ସମୟ ମଧ୍ୟରେ ସୁରକ୍ଷିତ ଭାବରେ ତାକୁ ତଳେ ଓହ୍ଲାଇ ଦେଉଛି । ପୋଷା ହାତୀ ହୋଇଥିଲେ ମଧ୍ୟ ଏପରି ବିପଜ୍ଜନକ କାର୍ଯ୍ୟଠାରୁ ଦୂରେଇ ରହିବାକୁ ସୋସିଆଲ ମିଡିଆ ୟୁଜର୍ସମାନେ କମେଣ୍ଟ ବକ୍ସରେ ମତ ଦେଇଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.