Viral Video: ଅନେକ ସମୟରେ ଯାତ୍ରା ଗ୍ରିନ୍ ରୁମର ଭିଡିଓ ଭାଇରାଲ ହୋଇ ଦର୍ଶକଙ୍କ ସାମ୍ନାକୁ ଆସୁଛି । ବର୍ତ୍ତମାନ ଯେଉଁ ଭିଡିଓଟି ସାମ୍ନାକୁ ଆସିଛି ସେଥିରେ ଦେଖିବାକୁ ମିଳିଛି ଯାତ୍ରା ଜଗତର ଅନେକ ସୁନାମଧନ୍ୟ କଳାକାରମାନଙ୍କୁ । ଯାତ୍ରା ମଞ୍ଚସ୍ଥ ହେବା ପୂର୍ବରୁ ସହକଳାକାରମାନେ ମେକଅପ ରୁମରେ ସଜବାଜ ହେଉଥିବା ସମୟରେ ଅଭିନେତା ଦୈତାରୀ ପଣ୍ଡା ଚୁପଚାପ ସବୁ ଦେଖୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଅଭିନେତା ଦୈତାରୀ ପଣ୍ଡା ଜଣେ ଖୁବ ମେଳାପି ମଣିଷ । ସହକଳାକାରମାନଙ୍କ ସହ ହସଖୁସିରେ ସମୟ ବିତାଇବାକୁ ସେ ଖୁବ ପସନ୍ଦ କରନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.