Video: ଓଲିଉଡ ଜଗତରେ ଗୁଡୁ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଛନ୍ତି । ହାସ୍ୟ ଅଭିନୟ ମାଧ୍ୟମରେ ସେ ସଭିଙ୍କ ମନୋରଞ୍ଜନ କରିବାରେ ଖୁବ୍ ମାହିର । ତେବେ ଗୁଡୁ କେବଳ ଅଭିନୟକୁ ପେଶା କରିନାହାନ୍ତି ବରଂ ଏହାକୁ ଏକ ପ୍ୟାସନ ଭାବେ ଗ୍ରହଣ କରିଛନ୍ତି । ବାସ୍ତବରେ ଗୁଡୁ ଜଣେ ସଫଳ ବ୍ୟବସାୟୀ । ନିଜ ପ୍ରଶଂସକଙ୍କ ସହ ଯୋଡି ରହିବା ପାଇଁ ଗୁଡୁ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ ରୁହନ୍ତି । ନିକଟରେ ଟ୍ରେଣ୍ଡିଂ ହୋଇଥିବା 'ଛି ଛି ଛିରେ ନନୀ' ଗୀତରେ ଗୁଡୁ ଦୀପା ମିଶ୍ରଙ୍କ ସହ ଏକ ରିଲ୍ସ ସୁଟ୍ କରିଛନ୍ତି ଯାହା ଖୁବ ଭାଇରାଲ୍ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.