Padmapur Bypoll
Padmapur Bypoll: ରହିଲାନି ଚାଷୀଙ୍କ ମାନ, ମାଣବସା ଗୁରୁବାରରେ ଚାରି ପ୍ରାର୍ଥୀ କଲେ ନାମାଙ୍କନ
Padmapur Bypoll: ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ନାମାଙ୍କନ ଭରିଥିଲେ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ୧୩ଟି ପ୍ରାର୍ଥୀ ପତ୍ର କିଣାଯାଇଥିଲା । କିନ୍ତୁ ତଥ୍ୟ ଅନୁଯାୟୀ, ଶେଷ ଦିନରେ ୪ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି ।
Nov 17,2022, 20:28 PM IST
Kathua Gangrape
କଠୁଆ ଗଣଦୁର୍ଷ୍କମ ମାମଲା : ନାବାଳକ ନୁହେଁ କଠୁଆ ଗଣଦୁର୍ଷ୍କମ ଅଭିଯୁକ୍ତ କହିଲେ ସୁପ୍ରିମକୋର୍ଟ
Kathua: କଠୁଆ ଗଣଦୁର୍ଷ୍କମ ଘଟଣା। କଠୁଆ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏବଂ ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ । ଅପରାଧ ସମୟର ଉଦାହରଣ ସହ ଅଭିଯୁକ୍ତ ବିରୋଧରେ ସାବାଳକ ଭଳି ମୋକଦ୍ଦମା ଚଳାଇବାକୁ ଦେଲେ ନିର୍ଦ୍ଦେଶ ।
Nov 17,2022, 0:07 AM IST
Odisha Chit Fund Ccam
Odisha: ଚିଟ୍ ଫଣ୍ଡ ସ୍କାମ ମାମଲା; ସୁପ୍ରିମକୋର୍ଟ ନିଯୁକ୍ତ କଲେ ଆମିକସ୍ କ୍ୟୁରୀ
Odisha Chit Fund Scam: ଚିଟ୍ ଫଣ୍ଡ ବିନିଯାଗକାରୀଙ୍କ ମନରେ ସୃଷ୍ଟିହେଲା ନୂତନ ଆଶା। ସରକାର ତଦନ୍ତ କରି ବିନିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ କରି ପାରିନଥିବାବେଳେ ନ୍ୟାୟାଳୟଙ୍କ ଉଦ୍ୟମ ଆଶ୍ୱାସନା ଦେଇଛି। ସିବିଆଇକୁ ତଦନ୍ତ କରି ରିପୋର୍ଟ ଦେବାପାଇଁ ସମୟ ଦେବା ସହିତ ମାମଲାରେ ସାହାଯ୍ୟ କରିବାପାଇଁ ଆମିକସ୍ କ୍ୟୁରୀ ନିଯୁକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
Nov 16,2022, 0:09 AM IST
Odia Raw Officer
Odia Raw Officer: କାହିଁକି ମୁଖ୍ୟାଳୟର ୧୦ ମହଲାରୁ ଡେଇଁପଡିଲେ ଓଡ଼ିଆ RAW ଅଫିସର?
Odia Raw Officer: ଦିଲ୍ଲୀ ଲୋଧୀ ରୋଡସ୍ଥିତ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।
Nov 15,2022, 14:51 PM IST
Padampur Byelection 2022
Padampur Fight: ନବୀନଙ୍କୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ,କାମଦେବନି ସୁପ୍ରିମୋଙ୍କ ଯାଦୁକରୀ
Padampur Election 2022: ପଦ୍ମପୁର ଉପନିର୍ବାଚନ ପାଇଁ ମୈଦାନ ପ୍ରସ୍ତୁତ । ପ୍ରାର୍ଥୀ ଦେଲେଣି ରଣହୁଙ୍କାର । ବିଜେପି ପ୍ରାର୍ଥୀଙ୍କ ଖୋଲା ଚ୍ୟାଲେଞ୍ଜ । କହିଲେ ଗୃହଶତ୍ରୁ ବିଭୀଷଣଙ୍କର ରହିଛି ସମର୍ଥନ । ଯାହାଫଳରେ କାମଦେବନି କୌଣସି ଯାଦୁକରୀ ।
Nov 15,2022, 0:19 AM IST
Shraddha Murder Case
Shraddha murder case: ପ୍ରେମିକାକୁ ୩୫ ଖଣ୍ତ କଲା ପ୍ରେମିକ, ସବୁ ଦିନ ରାତିରେ କରୁଥିଲା...
Shraddha murder case: ପ୍ରେମିକାକୁ ହାଣି ୩୫ ଖଣ୍ଡ କରିଲା ପ୍ରେମିକ' ଏହି ଖବର ପ୍ରଚାର ହେଲାପରେ ଆରମ୍ଭ ହୋଇଛି । ଦିଲ୍ଲୀ ମେହେରୌଲି ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ସହ ମାମଲାର ଅଧିକ ତଦନ୍ତ କରିଛି ।
Nov 14,2022, 17:59 PM IST
RBI
Indian Inflation: ବଢୁଥିବା ମହଙ୍ଗାକୁ ନେଇ ଚେତାବନୀ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର
Indian Inflation: ନିୟନ୍ତ୍ରଣ ହେଉନି ମୁଦ୍ରାସ୍ଫୀତି । ୬ ପ୍ରତିଶତରୁ ଅଧିକ ମୁଦ୍ରାସ୍ଫୀତି ଭାରତର ଅଭିବୃଦ୍ଧିରେ ସାଜିପାରେ ବାଧକ । ଚେତାବନୀ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମୁଦ୍ରାସ୍ଫୀତିର ମୁକାବିଲା କରିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଜାରି ରଖିଛି ପ୍ରୟାସ ।
Nov 12,2022, 22:53 PM IST
air quality of delhi
କିଛିଦିନର ବ୍ୟବଧାନ ପରେ ପୁଣି ବିଗିଡ଼ିଲା ରାଷ୍ଟ୍ରୀୟ ରାଜଧାନୀରେ ବାୟୁର ମାନ, ୩୦୦ ପାର ହେଲା AQI
Air Quality Index: ପୁଣି ବିଗିଡ଼ିଲା ରାଷ୍ଟ୍ରୀୟ ରାଜଧାନୀରେ ବାୟୁର ମାନ। କିଛିଦିନ ବ୍ୟବଧାନ ପରେ ପୁଣି ଖରାପ ସ୍ତରକୁ ଆସିଛି ବାୟୁ ଗୁଣବତ୍ତା ସୂଚକାଙ୍କ। ଏଠାରେ AQI ୩୦୦ ଡେଇଁଥିବାବେଳେ ବଢିଛି ସରକାରଙ୍କ ଚିନ୍ତା।
Nov 11,2022, 23:58 PM IST
COP27 summit
COP27: ଜଳବାୟୁ ପ୍ରସଙ୍ଗରେ ଜାତିସଂଘର ଚେତାବନୀ
COP27 ଶିଖର ସମ୍ମିଳନୀ। ଶର୍ମ-ଏଲ୍-ଶେଖ୍ ରେ ଆରମ୍ଭ ହୋଇଛି ୨୭ ତମ ଜଳବାୟୁ ସମ୍ମିଳନୀ କୋପ-୨୭ । । ଯେଉଁଥିରେ ଜଳବାୟୁ ସ୍ଥିତି କୁ ନେଇ ସାଂଘାତିକ ଚେତାବନୀ ଦେଇଛନ୍ତି ଜାତିସଂଘ ମହାସଚିବ ।
Nov 10,2022, 23:54 PM IST
Himachal Pradesh election 2022
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡିଲେ ୨୬ ନେତା
Himachal Pradesh: ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ବଡ଼ ଝଟକା। ଦେଶରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ସମୟରେ ଦଳ ଛାଡ଼ୁଛନ୍ତି ନେତା। ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ବିଜେପିରେ ମିଶିଲେ ୨୬ ନେତା।
Nov 9,2022, 0:07 AM IST
T20 World Cup Semifinal 2022
T20 World Cup: ବର୍ଷା ଯୋଗୁଁ ସେମିଫାଇନାଲ ଧୋଇଗଲେ ଜାଣନ୍ତୁ କିଏ ଖେଳିବ ଫାଇନାଲ?
T20 World Cup 2022: ଆସନ୍ତା କାଲିଠାରୁ T-20 ବିଶ୍ୱକପର ସେମିଫାଇନାଲ ମ୍ୟାଚ । ଆସନ୍ତାକାଲି ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମ୍ୟାଚ ଥିବାବେଳେ ୧୦ ତାରିଖରେ ଭାରତ ସହିତ ଇଂଲଣ୍ଡର ମ୍ୟାଚ ରହିଛି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ,ଯଦି ବର୍ଷାଯୋଗୁଁ ସେମିଫାଇନାଲ ଧୋଇଯାଏ ତେବେ କେଉଁ ଦଳ ଖେଳିବେ ଫାଇନାଲ?
Nov 8,2022, 23:51 PM IST
Supreme Court
EWS reservation: କାହାକୁ ଓ କିପରି ମିଳିବ ୧୦% ସଂରକ୍ଷଣ? ଜାଣନ୍ତୁ ପୂରା ତଥ୍ୟ
EWS reservation: ସୁପ୍ରିମକୋର୍ଟଙ୍କ ସୁପ୍ରିମ ଶୁଣାଣୀ । EWS ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମକୋର୍ଟ । ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ କୋଟାକୁ ମିଳିଲା ମଞ୍ଜୁରୀ ।
Nov 7,2022, 16:25 PM IST
Gujarat Assembly Election 2022
Arvind Kejriwal: 'ମୁଁ ଲେଖିଦେଉଛି, କଂଗ୍ରେସ ପାଇବ ୫ରୁ କମ୍ ଆସନ'
Gujarat Assembly Election 2022: ଗୁଜରାଟରେ ରାଜନୈତିକ ଦଳର ବୟାନବାଜି ବଢିବାରେ ଲାଗିଛି। କେଜ୍ରିୱାଲ ଭବିଷ୍ୟତବାଣୀ କରି କହିଛନ୍ତି କଂଗ୍ରେସକୁ ମିଳିବନି ୫ରୁ ଅଧିକ ଆସନ ।
Nov 5,2022, 23:52 PM IST
Capital in toxic airspace
Delhi: ବିଷାକ୍ତ ବାୟୁ ବଳୟରେ ରାଷ୍ଟ୍ରୀୟ ରାଜଧାନୀ, ଆହୁରି ବିଗିଡି ପାରେ ସ୍ଥିତି
Air Quality Index: ବିଷାକ୍ତ ହେବାରେ ଲାଗିଛି ରାଜଧାନୀ। ଧିରେ ଧିରେ ରେକର୍ଡ ଭାଙ୍ଗୁଛି ବାୟୁ ପ୍ରଦୂଷଣ ମାତ୍ରା। AQI ରିପୋର୍ଟ ଦେଖିଲେ ଛାତିରେ ଛନକା ପଶୁଛି। ଅନଲାଇନ ମାଧ୍ୟମରେ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କମ ଗାଡି ବ୍ୟବହାର କରିବାକୁ ଏବଂ ଯଥା ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରାଯାଇଛି।
Nov 4,2022, 23:46 PM IST
Indian railways
Indian Railways: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, କମିଲା ପ୍ଲାଟଫର୍ମ ଟିକେଟ ଦର
Indian Railways: ଉତ୍ତର ରେଳବାଇର ବାଣିଜ୍ୟ ବିଭାଗୀୟ ବରିଷ୍ଠ ପରିଚାଳକ ରେଖା ଶର୍ମା କହିଛନ୍ତି ଯେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ଉତ୍ସବ ପାଳନ ପୂର୍ବରୁ ଯାହା ରହିଥିଲା ତାକୁ ପୁନଃସ୍ଥାପିତ କରାଯାଇଛି ।
Nov 4,2022, 20:11 PM IST
RBI MPC Meeting Updates
India: ଚିନ୍ତାଜନକ ଦେଶର ମୁଦ୍ରାସ୍ଫୀତି! ସରକାରଙ୍କ ପାଖରେ ଉତ୍ତର ରଖିବାକୁ ଆରବିଆଇର ବୈଠକ
Retail Inflation in India: ଚଳିତ ବର୍ଷ ଜାନୁଆରୀରୁ ଲଗାତାର ତିନୋଟି ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତିକୁ ୬ ପ୍ରତିଶତର ସନ୍ତୋଷଜନକ ସୀମାରେ ରଖିବାରେ କାହିଁକି ବିଫଳ ହୋଇଛନ୍ତି ସେ ବାବଦରେ ରିପୋର୍ଟରେ ଉଲ୍ଲେଖ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।
Nov 3,2022, 23:43 PM IST
Hindu minority
Hindu Minority: ସଂଖ୍ୟାଲଘୁର ମାନ୍ୟତା ପାଇବେ ହିନ୍ଦୁ! SC କୁ ସମୟ ମାଗିଲା କେନ୍ଦ୍ର
Hindu Minority: ହିନ୍ଦୁମାନଙ୍କ ପାଇଁ ସଂଖ୍ୟାଲଘୁ ମାନ୍ୟତା ଦାବି ଉପରେ ବିଚାର ବିମର୍ଶ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କଠାରୁ ସମୟ ମାଗିଛନ୍ତି । କେନ୍ଦ୍ର କହିଛି ଯେ ଏହି ବିଷୟ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିବ।
Nov 3,2022, 20:52 PM IST
Digital currency's first pilot
ଆସନ୍ତାକାଲି ଠାରୁ ଭାରତରେ ପ୍ରଚଳନ ହେବ ଡିଜିଟାଲ୍ ମୁଦ୍ରା : RBI
ପାଇଲଟ୍ ପ୍ରୋଜେକ୍ଟରେ ଅଂଶଗ୍ରହଣ ପାଇଁ ନଅଟି ବ୍ୟାଙ୍କ ମନୋନିତ କରାଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)(State Bank of India), ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡ଼ିଏଫସି ବ୍ୟାଙ୍କ(HDFC Bank), ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ୟେସ୍ ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଏବଂ ଏଚଏସବିସି କୁ ଚିହ୍ନଟ କରାଯାଇଛି ।
Oct 31,2022, 22:36 PM IST
Gujarat Bridge Tragedy
Gujarat Bridge Tragedy: ଗୁଜରାଟରେ ଟ୍ରାଜେଡି,ଓଡ଼ିଶାରେ ଛନକା !
Gujarat Bridge Tragedy: ଘୁଜୁରାଟର ମୋରବୀ ଅଘଟଣ ପରେ ସଜାଗ ହୋଇଛି କଟକ ଜିଲ୍ଲା ପ୍ରଶାସନ । ଟ୍ରାଜେଡିର ଭୟାବହତା କୁ ଦେଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଆଠଗଡ଼ ଉପ-ଜିଲ୍ଲାପାଳ । ସ୍ଥିତିକୁ ନଜରରେ ରଖି ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା ।
Oct 31,2022, 21:05 PM IST
comedian Manibhadra
ବୃଦ୍ଧବେଳେ ସାହା ହେଲେନି ଆତ୍ମୀୟ, ଜରାଶ୍ରମରେ ହାସ୍ୟ ଅଭିନେତା
ମୁହଁରେ ପାଉଡର ମାଖି ଲୋକଙ୍କୁ ହସାଉଥିବା ମଣିଷ ଆଜି ନିଜେ ଲୁହ ଦରିଆରେ ଉବୁଟୁବୁ । ସେହି ରସିକିଆ କମେଡ଼ି ମାଷ୍ଟର୍ ,ହାସ୍ୟ ସମ୍ରାଟ୍ ମଣିଭଦ୍ର ବିଶ୍ୱାଳ ଆଜି ଏକା ଆଉ ଅଲୋଡା । ଶେଷ ଠିକଣା ଖୋଜି ଖୋଜି ପହଞ୍ଚିଛନ୍ତି ବନ୍ଦର ନଗରୀ ପାରାଦ୍ୱୀପର ଜରାଶ୍ରମରେ ।
Oct 30,2022, 23:21 PM IST
Delhi's Air Quality Worsens
Air Pollution: ରାଜଧାନୀରେ ଭୟଙ୍କର ହେଲା ବାୟୁ ପ୍ରଦୂଷଣ ; ସରକାର ଲଗାଇଲେ ପ୍ରତିବନ୍ଧକ
ରାଜଧାନୀରେ ଲାଗିଲା ପ୍ରତିବନ୍ଧକ । ଭୟଙ୍କର ବାୟୁ ପ୍ରଦୂଷଣକୁ ନଜରରେ ରଖି ସରକାର କଠୋର ହୋଇଛନ୍ତି । କୌଣସି ନିର୍ମାଣ କି ଉଚ୍ଛେଦ କାର୍ଯ୍ୟ କରିବା ଉପରେ ଲାଗିଛି ପ୍ରତିବନ୍ଧକ । ଅତ୍ୟାବଶ୍ୟକ ପ୍ରକଳ୍ପ ନିର୍ମାଣ ବ୍ୟତୀତ ଅନ୍ୟସମସ୍ତ କାର୍ଯ୍ୟରେ ଲାଗିଛି ପ୍ରତିବନ୍ଧକ ।
Oct 29,2022, 22:06 PM IST
Edible oil price
Oil Price: ଗୃହିଣୀଙ୍କ ପାଇଁ ଖୁସି ଖବର : ଶସ୍ତା ହେଲା ଖାଇବା ତେଲ
ଖାଇବା ତେଲର ମୂଲ୍ୟ ହ୍ରାସ ପାଇଛି। ବ୍ୟବସାୟୀଙ୍କ କହିବା ଅନୁସାରେ,ଖାଇବା ତେଲର ଡିମାଣ୍ଡ କିଛିମାତ୍ରାରେ ପ୍ରଭାବିତ ହୋଇଛି କାରଣ ସିପିଓ ଏବଂ ପାଲମୋଲେନ୍ ତେଲର ଆମଦାନୀ ମୂଲ୍ୟ କାଣ୍ଡଲା ବନ୍ଦରରେ ପୁର୍ବାପେକ୍ଷା ମହଙ୍ଗା ପଡିଛି, ଯେଉଁ କାରଣରୁ ସିପିଓ ଏବଂ ପାଲମୋଲେନ୍ ତୈଳ ମୂଲ୍ୟ ହ୍ରାସ ପାଇଛି।
Oct 29,2022, 21:31 PM IST
Gujrat
Gujrat Election 2022: ନିର୍ବାଚନ ପୂର୍ବରୁ ଗୁଜରାଟରେ ୟୁନିଫର୍ମ ସିଭିଲ କୋଡ୍!
Gujrat Election 2022, ଗାନ୍ଧିନଗର: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟର ବିଜେପି ସରକାର ୟୁନିଫର୍ମ ସିଭିଲ କୋଡ କିମ୍ବା ୟୁସିସି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେପି ସୂତ୍ରରୁ ପ୍ରକାଶ । ଗୁଜୁରାଟ ସରକାର ମତଦାନ ପୂର୍ବରୁ ୟୁସିସି କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେବା ଉପରେ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ।
Oct 29,2022, 15:13 PM IST
US mid-term elections 2022
ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ : ଚିନ୍ତାରେ ବାଇଡେନ
ଏହି ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ କଂଗ୍ରେସର ଦୁଇଟି ଶାଖା ପ୍ରତିନିଧି ସଭା ଏବଂ ସିନେଟ ପାଇଁ ହୋଇଥାଏ । ପ୍ରତି ଦୁଇ ବର୍ଷରେ ନିର୍ବାଚନ ହୁଏ, ଯାହା ରାଷ୍ଟ୍ରପତିଙ୍କ ଚାରି ବର୍ଷର କାର୍ଯ୍ୟକାଳ ମଧ୍ୟରେ ହୋଇଥିବାରୁ 'ମଧ୍ୟ-ନିର୍ବାଚନ'(mid-term elections) ଭାବରେ ଜଣାଶୁଣା ।
Oct 29,2022, 14:58 PM IST
US elections
US Midterm Elections: ଆମେରିକାରେ ପୁଣି ପଡ଼ିବ ଭୋଟ, ଚିନ୍ତାରେ ରାଷ୍ଟ୍ରପତି ବାଇଡେନ୍
US Midterm Elections 2022: ନଭେମ୍ବର ୮ରେ ନୂତନ କଂଗ୍ରେସ ସଦସ୍ୟ ବାଛିବା ପାଇଁ ଆମେରିକୀୟମାନେ ଭୋଟ୍ ଦେବେ । ସର୍ଭେରେ କରାଯାଇଥିବା ଆକଳନ ଅନୁଯାୟୀ, ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଉପର ସଦନ ସିନେଟରେ ମଧ୍ୟ ରିପବ୍ଲିକାନ ପାର୍ଟି ବହୁମତ ପାଇପାରେ ।
Oct 29,2022, 12:31 PM IST
Maid Servant
'ବିବାହିତା ମହିଳାଙ୍କୁ ଘର କାମ କରିବାକୁ କୁହାଯିବା ଅର୍ଥ ଚାକରାଣୀ ପରି ବ୍ୟବହାର ନୁହେଁ'
Maharashtra: ବୋହୂଙ୍କୁ ଘର କାମ କରିବାକୁ କହିବା କୃରତା ନୁହେଁ। ଘର କାମ କରିବାକୁ କୁହାଯିବା ଅର୍ଥ ଚାକରାଣୀ ସହ ତୁଳନା କରାଯାଇପାରିବ ନାହଁ। ଏ ସମ୍ପର୍କିତ ଜଣେ ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି ବମ୍ୱେ ହାଇକୋର୍ଟ।
Oct 27,2022, 23:43 PM IST
Warning of Election Commission
ECଙ୍କ ଚେତାବନୀ, ପ୍ରମାଣ ମିଳିଲେ ୧୦୦ ମିନିଟ୍ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଧାମନଗର ଉପନିର୍ବାଚନ(Dhamnagar by-poll) ପାଇଁ ମଡ଼େଲ କୋଡ଼ ଅଫ କଣ୍ଡକ୍ଟ (MCC) ଉଲ୍ଲଂଘନ ନେଇ ବହୁତ ଅଭିଯୋଗ ଆସିବା ଏବେ ଆରମ୍ଭ ହୋଇଛି। ସବୁ ଦଳର ନେତାଙ୍କୁ ଆଦର୍ଶ ଆଚରଣ ବିଧି ପାଳନ କରିବାକୁ ତାଗିଦ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
Oct 27,2022, 19:44 PM IST
Jeypore Airport
UDAN: ଜୟପୁର ବିମାନବନ୍ଦରରୁ ଉଡ଼ିବ ବିମାନ; DGCA ପକ୍ଷରୁ ମିଳିଲା ଲାଇସେନ୍ସ
UDAN Scheme: କୋରାପୁଟ ଜୟପୁରରୁ ଏଥର ଉଡ଼ିବ ବିମାନ। ଉଡାନ ଯୋଜନାରେ ଉଡ଼ିବାନେଇ ଅନୁମତି ଦେଇଛି DGCA । ଏହା ସହିତ ଅଞ୍ଚଳର ବାଣିଜ୍ୟିକ ବିକାଶ ହୋଇପାରିବାନେଇ ଆଶାବାଦୀ ସରକାର ।
Oct 21,2022, 23:53 PM IST
health ministry of india
Corona: ନୂଆ ଶୀତକାଳୀନ ଭାରିଏଣ୍ଟକୁ ନେଇ ସତର୍କ କଲା କେନ୍ଦ୍ର
Corona SOP: ନୂଆ ଶୀତକାଳୀନ କୋରୋନା ଭାରିଏଣ୍ଟକୁ ନେଇ ସତର୍କତା ଜାରି କରିଛି କେନ୍ଦ୍ର। ଅନ୍ୟପଟେ ଦିପାବଳୀକୁ ନେଇ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।
Oct 18,2022, 23:57 PM IST
Adani Defence and Aerospace
ADSTL: ପ୍ରତିରକ୍ଷା ସେକ୍ଟରରେ ଆଗରେ ଆଦାନୀ ଗ୍ରୁପ୍ : ୪୦୦ କୋଟିର ବଡ଼ ଡିଲ୍
Adani Group: ଆଦାନୀ ଗ୍ରୁପ୍ ର ଆଉ ଏକ ବଡ଼ ଡିଲ୍। ଆଦାନୀ ଗ୍ରୁପର ଶାଖା କମ୍ପାନୀ ଡିଫେନ୍ସ ସିଷ୍ଟମ ଆଣ୍ଟ ଟେକ୍ନୋଲଜି ଲିମିଟେଡ୍ ସଫଳତା କ୍ଷେତ୍ର ରେ ଆଉ ପାଦେ ଆଗକୁ ଯାଇ ଏୟାର ୱାର୍କ ଗ୍ରୁପ୍ ର ଅଂଶଧନ କିଣିବ। ଏହାଦ୍ୱାରା ଆତ୍ମନିର୍ଭର ଭାରତରେ ପ୍ରତିନିଧିତ୍ୱ କରିବା ନେଇ ଆଶାବାଦୀ।
Oct 18,2022, 23:44 PM IST
Jharkhand ias officer
Jharkhand: ଯୌନ ଉତ୍ପୀଡନ ପଡ଼ିଲା ମହଙ୍ଗା; ନିଲମ୍ୱିତ ହେଲେ IAS ଅଧିକାରୀ
Sexually Harassing Case: ଝାଡ଼ଖଣ୍ଡ ସରକାରଙ୍କ କଠୋର ନିଷ୍ପତ୍ତି। ଯୌନ ଉତ୍ପୀଡନ ମାମଲାରେ ନିଲମ୍ୱିତ ହେଲେ IAS ଅଧିକାରୀ। ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଯୌନଶୋଷଣ କରିବାର ଅଭିଯୋଗ ଆସିଛି।
Oct 17,2022, 23:56 PM IST
Diwali gifts
Diwali Gifts: ସରପ୍ରାଇଜ୍ ଗିଫ୍ଟ ଦେଖି ଚମକି ପଡ଼ିଲେ କର୍ମଚାରୀ, ଘରକୁ ଆସିଲା କାର ଓ ବାଇକ୍
Diwali gifts: ଆଲୋକର ପର୍ବ ଦୀପାବଳିକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଅଛି । ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କ କର୍ମଚାରୀ ଏବଂ ସହକର୍ମୀଙ୍କୁ ଉପହାର ସ୍ୱରୂପ ୧.୨ କୋଟି ମୂଲ୍ୟର କାର ଏବଂ ବାଇକ୍ ସରପ୍ରାଇଜ୍ ଉପହାର ଦେଇଛନ୍ତି । ସୁରଟର ବିଶିଷ୍ଟ ହୀରା ବ୍ୟବସାୟୀ ଶିବାଜୀ ଢୋଲକିଆ କିଛିବର୍ଷ ପୂର୍ବରୁ ତାଙ୍କ କର୍ମଚାରୀଙ୍କୁ ଦିୱାଲୀ ଭେଟି ଦେଇ ଚର୍ଚ୍ଚାକୁ ଆସିଥିଲେ । ଢୋଲକିଆ ୨୦୧୮ରେ ଭଲ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ମଧ୍ୟରୁ ୬୦୦ ଜଣଙ୍କୁ କାର ଉପହାର ଦେଇଥିଲେ ।
Oct 17,2022, 15:46 PM IST
T20 World commentary panel
ଆରମ୍ଭ ହେଲା ଟି-୨୦ ବିଶ୍ୱକପ୍ : ଜାଣନ୍ତୁ କମେଣ୍ଟାରୀ ପ୍ୟାନେଲ ରେ ଅଛନ୍ତି କିଏ ?
ବିଶ୍ୱକପ୍ ଟି-୨୦ ଆରମ୍ଭ ହୋଇଥିବାବେଳେ ଭାଷ୍ୟକାର କମିଟିର ମଧ୍ୟ ଘୋଷଣା କରାଯାଇଛି । ୨୯ ଭାଷ୍ୟକାରଙ୍କୁ ନେଇ ଗଠିତ ପ୍ୟାନେଲରେ ୩ ଭାରତୀୟଙ୍କୁ ମିଳିଛି ସୁଯୋଗ । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -20 ବିଶ୍ୱକପ ପାଇଁ କମେଣ୍ଟାରୀ ପ୍ୟାନେଲ ଘୋଷଣା କରିଛି ।
Oct 16,2022, 22:55 PM IST
Naveen Patnaik
ନବୀନ@77: ଜଣେ ବିଚକ୍ଷଣ ଏବଂ ଅପ୍ରତିଦ୍ୱନ୍ଦୀ ଅପରାଜେୟ ରାଜନେତା
ନିଜର ନିର୍ମଳ ଭାବମୂର୍ତ୍ତୀ,ସେବା,ବିକାଶ ଓ ସୁଶାସନ ପାଇଁ ସାଢେ ଚାରିକୋଟି ଓଡିଆଙ୍କ ଅତିପ୍ରୀୟ ମୁଖ୍ୟମନ୍ତ୍ରୀ...ବନ୍ୟା ହେଉକି ବାତ୍ୟା...ସବୁଠି ଆଗରେ...ସେହି ମହାନ ବ୍ୟକ୍ତିତ୍ୱ...ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ...ଆଜି ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି...ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଓ ଜ୍ଞାନ ଦେବୀଙ୍କ ସୁପୁତ୍ର ନବୀନ ୧୬ ଅକ୍ଟୋବର ୧୯୪୬ରେ କଟକ ଠାରେ ଜନ୍ମଗ୍ରହଣ କରିଥିଲେ।
Oct 16,2022, 0:18 AM IST
Bail Hearing of Blackmail Queen
ବ୍ଲାକମେଲ୍ କୁଇନଙ୍କ ଜାମିନ୍ ଶୁଣାଣି ମାମଲା; ରାୟ ସଂରକ୍ଷିତ ରଖିଲେ କୋର୍ଟ
Bail Appeal of Archana Nag: ଅର୍ଚ୍ଚନା କରିଥିବା ଜାମିନ୍ ଆବେଦନ ଉପରେ ହେଲା ଶୁଣାଣି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ। ସେପଟେ ଘଟଣାରେ ଇଡି ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କଲା ଭାରତୀୟ ବିକାଶ ପରିଷଦ।
Oct 14,2022, 23:55 PM IST
assembly election 2022
Assembly Election 2022: ହିମାଚଳ ଫାଇନାଲ, ଗୁଜରାଟ ଝୁଲିଲା
Assembly Election 2022: ନଭେମ୍ବରରେ ହିମାଚଳରେ ବିଧାନସଭା ନିର୍ବାଚନ। ଖୁବଶୀଘ୍ର ଗୁଜରାଟ ପାଇଁ ତାରିଖ ଘୋଷଣା। ଦୁଇ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ମଧ୍ୟରେ ୪୦ ଦିନର ବ୍ୟବଧାନ ଅଛି ବୋଲି କହିଲେ ମୁଖ୍ୟ ନିର୍ବାଚନ ଆୟୋଗ।
Oct 14,2022, 16:47 PM IST
Bhubaneswar
Archana Nag Blackmailing Case: ଏତଲାରେ ଲେଖା ହୋଇଛି ଅର୍ଚ୍ଚନାଙ୍କ 'ରଚନା', କୋର୍ଟରେ...
Archana Nag Blackmailing Case: ଖୋଲିଲା ନାଗିନଙ୍କର କଳାଖେଳର କଳା କାରନାମା । କାହାକୁ କେତେ କୋଟି , କାହାକୁ ଗାଡି ଏବଂ ଜାଗା ଦେବା ପାଇଁ ବ୍ଲାକମେଲିଂ କରାଯାଉଥିଲା । ଏହାର ଏକ ତଥ୍ୟ ପୋଲିସ ହାତରେ ଲାଗିଥିବା କୁହାଯାଉଛି । ଏହା ସହିତ କେଉଁ ରାଜ୍ୟରୁ କେତେ ଜଣ ଝିଅ ଏବଂ ସେଲିବ୍ରେଟି ଏହି କଳା ଖେଳରେ ସାମିଲ ଥିଲେ। ତାହାର ମଧ୍ୟ ତଥ୍ୟ ପୋଲିସ ହାତରେ ଲାଗିଛି ।
Oct 11,2022, 18:36 PM IST
Nobel Prize 2022
Royal Swedish Academy: ୩ ଆମେରିକୀୟ ଅର୍ଥନୀତିଜ୍ଞ ପାଇବେ ନୋବେଲ୍
Nobel Prize for Economics: ଅର୍ଥନୀତିଜ୍ଞଙ୍କୁ ଅର୍ଥନୀତିରେ ନୋବେଲ । 'ବ୍ୟାଙ୍କ ଉପରେ ଗବେଷଣା, ଆର୍ଥିକ ସଙ୍କଟ' ପାଇଁ ପୁରସ୍କାର ବେନ୍ ବର୍ନାନକେ, ଡଗଲାସ ଡାଇମଣ୍ଡ, ଫିଲିପ୍ ଡିଭିଗଙ୍କୁ ଅର୍ଥନୀତିରେ ନୋବେଲ୍ ପ୍ରଦାନ କରାଯିବ । ଏନେଇ ରୟାଲ ସ୍ୱିଡିସ୍ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ।
Oct 10,2022, 23:29 PM IST
Prime Minister Narendra Modi
ଦେଶର ପ୍ରଥମ ୨୪ ଘଣ୍ଟା ସୌରଶକ୍ତି ଚାଳିତ ଗାଁ ହେଲା ମୋଧେରା ; ବିଜୁଳି ବିଲ୍ ରୁ ମିଳିବ ନିସ୍ତାର
ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧିଲାଭ କରିଥିବା ମୋଧେରା ଝଲସିବ ସୌରଶକ୍ତିରେ । ମୋଧେରାକୁ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମ ଭାବେ ମାନ୍ୟତା ମିଳିଛି । ପ୍ରଧାନମନ୍ତ୍ରୀ ଆଜି ଏହାର ଘୋଷଣା କରିଥିବାବେଳେ ଆତ୍ମନିର୍ଭର ଭାରତର ଏକ ନମୁନା ବୋଲି କହିଛନ୍ତି ।
Oct 9,2022, 23:12 PM IST
NCP Chief Sharad Pawar
Sharad Pawar: 'ସିଂହଭାଗ ଅବଦାନ ସତ୍ତ୍ୱେ ମୁସଲମାନ ପାଇପାରୁ ନାହାଁନ୍ତି ଉଚିତ ଭାଗ'
NCP Chief on Muslim: ମୁସଲିମଙ୍କ ପାଖରେ “ଗୁଣବତ୍ତା ଏବଂ ସାମର୍ଥ୍ୟ” ରହିଛି। ହେଲେ “ସମର୍ଥନ ଏବଂ ସମାନ ସୁଯୋଗ” ରହିବା ଆବଶ୍ୟକ।
Oct 8,2022, 23:39 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.