Advertisement

Malkangiri News

alt
ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ରେ ନିୟୋଜିତ ଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତକାଲି ଠାରୁ ନିଖୋଜ ରହିଥିବା ନେଇ ସ୍ୱାସ୍ତ୍ୟ ବିଭାଗ ତରଫରୁ କାଲିମେଳା ଥାନାରେ ସୂଚନା ଦେଇଛନ୍ତି । ଏହି ସୂଚନା ଆଧାର ରେ କାଲିମେଳା ଥାନା ପୋଲିସ ନିଖୋଜ ଡାକ୍ତର ରହୁଥିବା କ୍ୱାଟର କୁ ଯାଇ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଏକ ପୁରୁଣା ମୋବାଇଲ ରହିଥିବା ବେଳେ ସିପିଆଇ ମାଓବାଦୀ ଙ୍କ ନାମରେ ଏକ ପୋଷ୍ଟର ଡାକ୍ତର ଙ୍କ କ୍ୱାଟର ମଧ୍ୟରୁ ଜବତ କରିଛି । ମାଲକାନଗିରି ଏସ ପି ଙ୍କ ସୂଚନା ଅନୁଯାୟୀ ପୋଷ୍ଟର ରେ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଏବଂ ରୋଗୀସେବା ବ୍ୟାହତ ହୋଇଥିବା ଉଲେଖ ରହିଥିବା ସୂଚନା ଦେଇଛନ୍ତି । ତେବେ ପୋଲସ ପାରିପାଶ୍ୱ ପରସ୍ଥିତି କୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ନ
Jun 3,2024, 15:00 PM IST
Read More

Trending news