Duplicate Voter ID Card: ଯଦି ଆପଣଙ୍କର ଭୋଟର ଆଇଡ଼ି କାର୍ଡ ହଜିଯାଏ କିମ୍ବା ତୋରି ହୋଇଯାଏ ତାହେଲେ ଆପଣ ଏହାର ଡୁପ୍ଲିକେଟ କପି ମଧ୍ୟ ପାଇପାରିବେ।
Trending Photos
how to apply for duplicate voter id card: ଭୋଟର ପରିଚୟ ପତ୍ର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ। ବିଭିନ୍ନ ସରକାରୀ କାର୍ଯ୍ୟରେ ଏହାର ଅନେକ ମହତ୍ତ୍ୱ ରହିଛି। ଯଦି କୌଣସି କାରଣରୁ ଭୋଟର ଆଇଡ଼ି କାର୍ଡ ହଜିଯାଏ, ତାହେଲେ ଆପଣ ଏହାର ଡୁପ୍ଲିକେଟ କପି ମଧ୍ୟ ପାଇପାରିବେ। ଯାହା ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଜାରି ହୋଇଥାଏ। ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କିପରି ଆପଣ କିପରି ଭୋଟର ଆଇଡ଼ି କାର୍ଡ ନକଲ କପି ପାଇପାରିବେ।
ଭୋଟର ଆଇଡ଼ି କାର୍ଡ ନକଲ କପି ପାଇବା ପାଇଁ ଅନଲାଇନ୍ ପ୍ରକ୍ରିୟା
ଭୋଟର ଆଇଡ଼ି କାର୍ଡ ପାଇଁ ଅନଲାଇନ୍ ଆବେଦନ କରିବାକୁ ହେଲେ ଆପଣ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରନ୍ତୁ।
ଭୋଟର ପରିଚୟ ପତ୍ର ଆବଶ୍ୟକୀୟ ଦସ୍ତାବିଜ
କିପରି ଯାଞ୍ଚ କରିବେ ଆବେଦନ ସ୍ଥିତି?
ଆପଣ ଆପଣଙ୍କ ଆବେଦନର ସ୍ଥିତି ଯାଞ୍ଚ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ୱେବସାଇଟ୍ ପରିଦର୍ଶନ କରିପାରିବେ।
ଆବେଦନ ପାଇଁ ଦେବାକୁ ପଡ଼ିବ କେତେ ଶୁଳ୍କ?
ଭୋଟର ଆଇଡ଼ି କାର୍ଡ ଡୁପ୍ଲିକେଟ କପି ପାଇବା ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ଆବେଦନ ସମୟ
ଭୋଟର ଆଇଡ଼ି କାର୍ଡ ଡୁପ୍ଲିକେଟ କପି ସାଧାରଣତଃ ୧୫-୨୦ ମଧ୍ୟରେ ଜାରି ହୋଇଥାଏ।
ଭୋଟର ଆଇଡ଼ି କାର୍ଡ ଡୁପ୍ଲିକେଟ କପି ପାଇଁ ଆବେଦନ କରିବା ବେଳେ ନିମ୍ନଲଖିତ କଥା ଉପରେ ଧ୍ୟାନ ଦିଅନ୍ତୁ।