Odisha Police: ୨୬ ଅତିରିକ୍ତ ଏସ୍‍ପିଙ୍କୁ ଏସ୍‍ପି ଭାବେ ପଦୋନ୍ନତି
Advertisement
Article Detail0/zeeodisha/odisha2221048

Odisha Police: ୨୬ ଅତିରିକ୍ତ ଏସ୍‍ପିଙ୍କୁ ଏସ୍‍ପି ଭାବେ ପଦୋନ୍ନତି

Promotion in Odisha Police: ରାଜ୍ୟ ପୋଲିସ ସେବାର ୨୬ ଅଧିକାରୀଙ୍କୁ ଏସ୍‍ପି ଭାବେ ମିଳିଛି ପଦୋନ୍ନତି।

Odisha Police: ୨୬ ଅତିରିକ୍ତ ଏସ୍‍ପିଙ୍କୁ ଏସ୍‍ପି ଭାବେ ପଦୋନ୍ନତି

Odisha Police Promotion 2024: ଭୁବନେଶ୍ୱର: ଓଡ଼ିଶା ପୁଲିସ ସେବାର ୨୬ ଅଧିକାରୀଙ୍କୁ ଏସ୍‍ପି ଭାବେ ପଦୋନ୍ନତି କରିଛି ରାଜ୍ୟ ଗୃହ ବିଭାଗ। ଏହି ଅଧିକାରୀ ଅତିରିକ୍ତ ଏସ୍‍ପି ଭାବେ କାର୍ଯ୍ୟ କରୁଥିଲେ। ସେମାନେ ଏସ୍‍ପି ଭାବେ ଯୋଗଦେବା ଦିନ ଠାରୁ ଏକ ବର୍ଷ ଯାଏ ଆଡ୍‍ହକ୍‍ ଭାବେ କାର୍ଯ୍ୟ କରୁଛନ୍ତି। ଓପିଏସ୍‍ସି ଅନୁମୋଦନ ମିଳିଲା ଯାଏ କିମ୍ବା ଅବସର ଯାଏ ସେମାନେ ଏହିପରି କାର୍ଯ୍ୟ କରିବେ। 

ପଦୋନ୍ନତି ପାଇଥିବା ଏହି ଅଧିକାରୀ ହେଉଛନ୍ତି ଦେବନାରାୟଣ ଦାସ, ସୁଯୋଗ୍ୟକୁମାର ମିଶ୍ର, ଜିତେନ୍ଦ୍ର କୁମାର ପଣ୍ଡା, ବିଜୟ କୁମାର ନନ୍ଦନ, ବୃନ୍ଦାବନ ଘଡ଼େଇ, ନାରାୟଣଚନ୍ଦ୍ର ବାରିକ, ବିକ୍ରମ କେଶରୀ ଭୋଇ, ପ୍ରଫୁଲ୍‍ ଚନ୍ଦ୍ର ବଡ଼ଜେନା, ଅନୀଲ କୁମାର ପ୍ରଧାନ, ସଂଗ୍ରାମ କେଶରୀ ବେହେରା, ଭବାନୀ ଶଙ୍କର ଉଦ୍‍ଗାତା, ବାଙ୍କବିହାରୀ ମୁର୍ମୁ, ଅଟକୋ କୁଜୁର, ସୁରେଶକୁମାର ନାୟକ, ବିଜୟ ରଞ୍ଜନ କେରକେଟା, ରବୀନ୍ଦ୍ର କୁମାର ରାଉତ, ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବାମଦେବ ସିଂହ, ପ୍ରଦୀପ କୁମାର ଦଳାଇ, ଅନୀଲ କୁମାର ମିଶ୍ର, ସୁରେଶଚନ୍ଦ୍ର ପାତ୍ର, ଉଦୟଭାନୁ ମିଶ୍ର, ଦିଲ୍ଲୀପ କୁମାର ତ୍ରିପାଠୀ ଏବଂ ସୁମେଶ କୁମାର ପଣ୍ଡା।