Advertisement
Photo Details/zeeodisha/odisha2628654
photoDetails0hindi

Weather News: ଫେବୃଆରୀ ଆରମ୍ଭରୁ ଅସମ୍ଭାଳ ! ବଲାଙ୍ଗିରରେ ୩୬ ଟପିଲା ପାରଦ

Weather Update: ଏବେଠୁ ଗ୍ରୀଷ୍ମକୁ ନେଇ ଲୋକଙ୍କ ମନରେ ପଶିଲାଣି ଛନକା । କାରଣ ଆଜି ଫେବୃଆରୀ ୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି ।

1/6

ସେହିପରି ଟିଟିଲାଗଡ଼ରେ ୩୬ ଡିଗ୍ରୀ ଏବଂ ପାରଳାଖେମୁଣ୍ଡି ୩୫.୮ ଡିଗ୍ରୀ C ତାପମାତ୍ରା ରହିଛି ।

2/6

ଝାରସୁଗୁଡ଼ାରେ ୩୫.୬ ଡିଗ୍ରୀ, ସମ୍ବଲପୁରରେ ୩୫.୧ ଡିଗ୍ରୀ ଏବଂ ଭବାନୀପାଟଣା ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

3/6

ରାଜଧାନୀ ଭୁବନେଶ୍ବରରେ ୩୪.୯ ଡିଗ୍ରୀ ଏବଂ କଟକରେ ତାପମାତ୍ରା ୩୩ ଡିଗ୍ରୀ ଛୁଇଁଛି ।

4/6

ଅନ୍ୟପଟେ, ଆଗାମି ୨ ଦିନରେ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।

5/6

ଫେବୃଆରୀ ୪ରୁ ୭ ତାରିଖ ମଧ୍ୟରେ କୌଣସି ଚେତାବନୀ ଦିଆଯାଇ ନାହିଁ ।

6/6

ରାଜ୍ୟ ପାଇଁ ବର୍ଷାର ପୂର୍ବାନୁମାନ କରି ପାଣିପାଗ ବିଭାଗ କହିଛି ଯେ, ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।