ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି
Advertisement
Article Detail0/zeeodisha/odisha2542272

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି

ଆଜି ସନ୍ଧ୍ୟାରେ ବିମାନ ବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ସ୍ୱାଗତ ଜଣାଇଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଏବଂ ଭୁବନେଶ୍ୱର ମେୟର ।

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୫ ଦିନ ପାଇଁ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି (ବୁଧବାର) ପୁରୀରେ ନୌସେନା ଦିବସରେ ଯୋଗଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଆଜି ସନ୍ଧ୍ୟାରେ ବିମାନ ବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ସ୍ୱାଗତ ଜଣାଇଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଏବଂ ଭୁବନେଶ୍ୱର ମେୟର । ତାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାରକେଡ୍ କଡା ସୁରକ୍ଷା ବଳୟ ମଧ୍ୟରେ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଅଭିମୁଖେ ବାହାରିଥିଲା । ଓଡ଼ିଶା ଗସ୍ତର ପ୍ରଥମ ଦିନରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ।

Also Read- ସାବରମତୀ ରିପୋର୍ଟ ଫିଲ୍ମ ଦେଖିବେ ମୁଖ୍ୟମନ୍ତ୍ରୀ ! ନିମନ୍ତ୍ରଣ କଲେ ଏକତା କପୁର

Also Read- Donkey Milk: ଗାଈ ମଇଁଷି ଅପେକ୍ଷା ଅଧିକ ଶକ୍ତିଶାଳୀ ଗଧ କ୍ଷୀର ! ବାବା ରାମଦେବ କହିଲେ ବଡ଼ କଥା