ଆପଣ ହ୍ୱାଟ୍ସଆପ ମାଧ୍ୟମରେ ଟାଇପ୍ ନକରି ମଧ୍ୟ ଆପଣଙ୍କ ପ୍ରିୟଜନଙ୍କୁ ପଠାଇ ପାରିବେ ବାର୍ତ୍ତା
Trending Photos
ଆମେ ଆପଣଙ୍କୁ ଏପରି ଟ୍ରିକ ଜଣାଇବାକୁ ଯାଉଛୁ, ଯାହାଦ୍ୱାରା ଆପଣ ହ୍ୱାଟ୍ସଆପ (WhatsApp)ରେ ଟାଇପ୍ ନକରି ବି ଆପଣଙ୍କ ପ୍ରିୟଜନଙ୍କୁ ପଠାଇ ପାରିବେ ବାର୍ତ୍ତା । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏପରି ସୁବିଧା ଉବଲବ୍ଧ ହୋଇସାରିଛି । ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଆପଣଙ୍କ ମୋବାଇଲରେ କିଛି ସାଧାରଣ ସେଟିଂ କରିବାକୁ ପଡ଼ିବ । ଏହାପରେ ଆପଣ ଟାଇପ ନକରି ବି ଟେକ୍ସଟ ମେସେଜ ପଠାଇପାରିବେ । ଏଥପାଇଁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ଭଏସ୍ ସ୍ୱୀକୃତି ସହିତ ଗୁଗୁଲ୍ ଆସିଷ୍ଟାଣ୍ଟର ସାହାଯ୍ୟ ନେବାକୁ ପଡ଼ିବ । ଏବେ ଆପଣ ନିଶ୍ଚିତ ଭାବରେ ଚିନ୍ତା କରୁଥିବେ କିପରି ସେଟିଂ କରିବେ ଓ ବିନା ଟାଇପ କରି ଆପଣଙ୍କ Text ମେସେଜ ପ୍ରେରଣ କରିପାରିବେ । ଆସନ୍ତୁ ସବୁକିଛି ବିସ୍ତୃତ ଭାବରେ ଜାଣି ନିଅନ୍ତୁ ।
ଟାଇପ୍ ନକରି WhatsAppରେ ମେସେଜ୍ ପଠାଇବାକୁ, ଆପଣଙ୍କୁ କେବଳ ଏହି ଷ୍ଟେପ୍ସକୁ ଫଲୋ କରିବାକୁ ପଡିବ...