Gold Rate Today: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ରେ ସାଧାରଣ ଲୋକଙ୍କ ପାଇଁ କେଉଁ ସବୁ ସାମଗ୍ରୀ ଶସ୍ତା ଓ ମହଙ୍ଗା ହେବ । ତାହା ଜଣା ପଡିବ। ହେଲେ ଏହା ପୂର୍ବରୁ , ସୁନା ପ୍ରେମୀଙ୍କୁ ଲାଗିଛି ଝଟକା। ଗତକାଲି ସୁନା ଦର ରେକର୍ଡ଼ ଭାଙ୍ଗିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖାଦେଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
ट्रेन्डिंग फोटोज़