Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନ୍ ରେ ପକାଇଛି। ଯଦି ଆଜି ଆପଣ ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ?
ALSO READ: Viral Video: ଭାଲେନଟାଇନ୍ ଡେ' ରେ କାନ୍ଦିଲେ ଯାତ୍ରା ଅଭିନେତ୍ରୀ ନିଶା! ଭାଇରାଲ ହେଉଛି ବ୍ରକଅପ୍ ପରର ଭିଡିଓ
ट्रेन्डिंग फोटोज़