Shocking Video: ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭର୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମୋହନା ଥାନା ଅନ୍ତର୍ଗତ ମଳାସପଦର ପଞ୍ଚାୟତ ରୁଝାଙ୍ଗି ଗ୍ରାମର ଲୋକନାଥ ଗମାଙ୍ଗ। ମିଳିଥିବା ସୂଚନା ଅନୁଯାୟୀ ଲୋକନାଥ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ କୈାଣସି ଦୂରାରୋଗ୍ୟ ରେ ପିଡିତ ଥିଲେ। ରୋଗରୁ ଭଲ ହେବା ପାଇଁ ପରିବାର ଲୋକେ ବିଭିନ୍ନ ମେଡିକାଲ ଠାରୁ ଆରମ୍ଭ କରି ବିଭିନ୍ନ ଦେବା ଦେବୀକୁ ପୂଜା କରିବା ସହ ପାଞ୍ଚ ମାସ ଧରି ପ୍ରାର୍ଥନା କରିଆସୁଥିଲେ। ଏଥିପାଇଁ ସେ ହିନ୍ଦୁରୁ ଖ୍ରୀଷ୍ଟଧର୍ମକୁ ପରିବର୍ତ୍ତନ କରିଥିଲେ ତଥାପି ରୋଗ ଭଲ ନହେବାରୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଲୋକନାଥଙ୍କ ପରିବାର ଲୋକେ କହିଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.