Mamata Nanda Latest Viral Video: ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ଦ୍ୱିତୀୟ ପତ୍ନି ମମତା ନନ୍ଦ ସୋସିଆଲ୍ ମିଡିଆରେ ପ୍ରାୟତଃ ସକ୍ରିୟ ରହିଥାନ୍ତି ଏବଂ ସମୟ ସମୟରେ ନିଜର ରିଲ୍ସ ଓ ଡ୍ୟାନ୍ସ ଭିଡିଓ ସେୟାର କରଥାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ମମତା ନନ୍ଦଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହେଇଛି। ଯେଉଁଥିରେ ସେ 'କହିଲୁ ସଖି...' ଗୀତରେ ନଜର ଆସିଛନ୍ତି। ଦେଖନ୍ତୁ ଏହି ଭିଡିଓ-
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.