Dance Video: ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ମା' ନିଜର ଏକ ବର୍ଷର ପିଲାକୁ ଶାସ୍ତ୍ରୀୟ ନୃତ୍ୟ ଶିଖାଉଛି । ମାଆର ସ୍ୱର ଶୁଣି ପିଲାଟି ମଧ୍ୟ ତାଙ୍କ ମାଆଙ୍କୁ ଅନୁସରଣ କରିବାକୁ ଚେଷ୍ଟା କରୁଛି । ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଣେ ୟୁଜର ସେୟାର କରିଛନ୍ତି । ଏହି ଭିଡିଓକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.