Advertisement

Video Goes Viral

alt
ହାଇଦ୍ରାବାଦର କୁକଟପଲ୍ଲୀ ଅଞ୍ଚଳରେ ରାସ୍ତା ମଝିରେ ଜଣେ ଯୁବକ ଆକାଶରେ ଟଙ୍କା ଫିଙ୍ଗୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଆଲୋଡ଼ନ ସୃଷ୍ଟି କରିଛି। ଭିଡିଓରେ କଣ୍ଟେଣ୍ଟ କ୍ରିଏଟର ପାୱାର ହର୍ଷ ଓରଫ ମହାଦେବ-ଯାହାକୁ ଅନଲାଇନରେ ଇଟ୍ ସ ମି ପାୱାର ନାମରେ ବି ବୋଲି ମଧ୍ୟ କୁହାଯାଏ- ଟ୍ରାଫିକ୍ ମଝିରେ ଠିଆ ହୋଇ କିଛି ଟଙ୍କା କୁ ଆକାଶରେ ଫିଙ୍ଗିଥିବାର ଦେଖିବାକୁ ମିଳିଛି। ରାସ୍ତାରେ ପଡ଼ିଥିବା ଟଙ୍କା ସଂଗ୍ରହ କରିବା ପାଇଁ ଲୋକମାନେ କାର୍ ରୁ ଓହ୍ଲାଇ ଯାଉଛନ୍ତି। ଆଉ ଏକ ଭିଡିଓରେ ସେ ବାଇକ୍ ପଛରେ ବସି ଆକାଶରେ ଟଙ୍କା ଫିଙ୍ଗୁଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପାଇଁ କରାଯାଇଥିବା ଏହି ଷଡ଼ଯନ୍ତ୍ରକୁ ଲୋକମାନେ ସମାଲୋଚନା କରିବା ସହ ୟୁଟ୍ୟୁବର ଓ ଇନଷ୍ଟାଗ୍ରାମରଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍
Aug 23,2024, 12:02 PM IST
alt
Jul 30,2024, 12:10 PM IST
alt
Jan 29,2024, 20:09 PM IST
alt
Dec 28,2022, 14:59 PM IST
Read More

Trending news