Advertisement

Weather forcast

alt
Jan 23,2025, 20:42 PM IST
alt
Weather Report: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ । ଶୀତ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ସ୍ବାଭାବିକ ଶୀତ ଅନୁଭୁତ ହେଉଛି । ସେହିପରି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ନୟାଗଡ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜରେ ବି ଜାଡ ଅନୁଭୁତ ହେଉଛି । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ
Jan 22,2025, 18:54 PM IST
alt
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ତେବେ, ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟରେ ଶୀତ କମିବ। ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। ଏହା ପ୍ରଭାବରେ କମ୍ ଶୀତ ଅନୁଭବ ହେବ। ଉଭୟ ପାଣିପାଗ ବିଭାଗ ଓ ବିଶେଷଜ୍ଞ  ଏଭଳି ପୂର୍ବାନୁମାନ କରିଛନ୍ତି। ସେହିପରି ତାମିଲନାଡୁ  ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଭୁବନେଶ୍ବର ସଂଲଗ୍ନ ଉପକୂଳ ଜିଲ୍ଲାରେ ଆଜି ରାତିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ବଢିବ। ୨ ତାରିଖ ଯାଏଁ ରାତି ତାପମାତ୍ରା  ଅଧିକ ରହିବ ଓ କମ୍ ଶୀତ ହେବ। ୩ ତାରିଖ ରାତି ତାପମାତ୍ରା ପୁଣି ୨ ଡିଗ୍ରୀ କମିଯିବ। ଆସନ୍ତାମାସ ୪,୫ ଓ ୬ ତାରିଖରେ ଏଭଳି ତାପମାତ୍ରା ରହିବ। 
Nov 28,2024, 18:11 PM IST
alt
Nov 21,2024, 15:47 PM IST
alt
Weather Update: ରାଜ୍ୟରେ ଏବେ ହାଲୁକା ଥଣ୍ତା ଅନୁଭବ ହେଉଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡି଼ଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେଉଛି। କିନ୍ତୁ ରାଜ୍ୟରେ ଏହାର ଅଧିକ ପ୍ରଭାବ ରହିବ ନାହିଁ। ବିଶେଷକରି ଆଜି କୋରାପୁଟ , ମାଲକାନଗିରି,  ପୁରୀ ,ଗଂଜାମ ,ଗଜପତି ଓ ରାୟଗଡାରେ ଗୋଟିଏ ଦୁଇଟି  ସ୍ଥାନରେ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବଂ ଆଗାମୀ ୭ ଦିନ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ କୁହାଯାଇଛି। ମଙ୍ଗଳବାର ଦିନ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ରାତିର ତାପମାତ୍ରା ୨୨.୮ ଡିଗ୍ରୀ ଥିବା ବେଳେ କଟକରେ ରାତିର ତାପମାତ୍ରା ୨୧ ଡିଗ୍ରୀ ରେ
Nov 13,2024, 16:41 PM IST
alt
Oct 24,2024, 17:04 PM IST
alt
Weather Update: ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା। ମଙ୍ଗଳବାର ସକାଳ ସକାଳ ସାଢେ ୫ଟା ମଧ୍ୟରେ ନୟାଗଡରେ ସର୍ବାଧିକ ବର୍ଷା ୧୫.୨ ମିମି ରେକର୍ଡ ହୋଇଥିବା ବେଳେ ଢେଙ୍କାନାଳ, ଦାରିଙ୍ଗିବାଡି, ଫୁଲବାଣୀ ,କୋରାପୁଟ୍, କେନ୍ଦୁଝର, ଝାରସୁଗୁଡା, ଅନୁଗୁଳ,ଭୁବନେଶ୍ବର, କଟକ ଏବଂ ଚାନ୍ଦବାଲିରେ ବର୍ଷା ହୋଇଛି।  ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର,  ଭଦ୍ରକ, ମାଲକାନଗିରି, କୋରାପୁଟ୍ , ରାୟଗଡା ଓ ଗଜପତିରେ  ବିଜୁଳି ଘଡ଼଼ଘଡି ସହ ବର୍ଷା ହେବାର ସମ୍ଭାବନା 
Oct 9,2024, 18:45 PM IST
alt
Sep 28,2024, 19:41 PM IST
alt
Sep 19,2024, 19:04 PM IST
alt
Aug 27,2024, 17:46 PM IST
alt
Aug 5,2024, 19:51 PM IST
alt
Jul 17,2024, 18:12 PM IST
alt
Mar 21,2024, 17:10 PM IST
View More

Trending news