PM Modi Jk Visit: ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଆଜି ହେଉଛି ଖୁସିର ଦିନ। କାହିଁକିନା କେନ୍ଦ୍ର ସରକାର ସେମାନଙ୍କୁ ଦେବେ ବଡ଼ ଭେଟି। ଆଜି ଜମ୍ମୁ -କାଶ୍ମୀର ଗସ୍ତର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ଜନସଭାକୁ ପ୍ରଥମେ ଦିନ ୧୧ଟା ୩୦ ମିନିଟ୍ ସମୟରେ ଉଦବୋଧନ ଦେବେ।
Trending Photos
PM Modi Jk Visit: ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଆଜି ହେଉଛି ଖୁସିର ଦିନ। କାହିଁକିନା କେନ୍ଦ୍ର ସରକାର ସେମାନଙ୍କୁ ଦେବେ ବଡ଼ ଭେଟି। ଆଜି ଜମ୍ମୁ -କାଶ୍ମୀର ଗସ୍ତର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ଜନସଭାକୁ ପ୍ରଥମେ ଦିନ ୧୧ଟା ୩୦ ମିନିଟ୍ ସମୟରେ ଉଦବୋଧନ ଦେବେ। ଏହାସହ ୩୦ ,୫୦୦ କୋଟିରୁ (₹30,500 crore)ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।
Delighted that AIIMS Jammu will be inaugurated tomorrow. This will cater to the healthcare needs of the region and will benefit several people. https://t.co/yF3DQpwMVz
— Narendra Modi (@narendramodi) February 19, 2024
A big boost to all-round development! I look forward to being in Jammu tomorrow, 20th February to inaugurate key development works which will boost ‘Ease of Living.’
It will also be a landmark day for the education sector as various institutions including IITs and IIMs will get… https://t.co/Msf1BY4lVp
— Narendra Modi (@narendramodi) February 19, 2024
ALSO READ: Trigrahi Yog: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ତ୍ରିଗ୍ରାହୀ ଯୋଗ, ଧନ ବର୍ଷା କରିବେ ଶନି-ଶୁକ୍ର-ମଙ୍ଗଳ!
ବିଶେଷ କରି, ଜାମ୍ମୁ ଏମ୍ସର ଉଦଘାଟନ ସହ ତିନୋଟି ଆଇଆଇଏମ୍ (IIM) ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ୨୦୧୯ ରେ ଜମ୍ମୁ ଏମ୍ସର ଶିଳାନ୍ୟାସ କରିଥିଲେ ମୋଦି । ଏହା ବ୍ୟତିତ ମୋଦି ସେଠାରେ ୧୫୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତ ପତ୍ର ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ, ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୦ଟି କୋଠା ସହ ୧୩ଟି ନୂତନ ନବୋଦୟ ବିଦ୍ୟାଳୟ କୋଠାର ମଧ୍ୟ ଉଦଘାଟାନ କରାଯିବ ।