Plus two Result Live Update: ପୁଣି ଥରେ ପୁଅଙ୍କୁ ପଛରେ ପକାଇଲେ ଝିଅ
Advertisement
Article Detail0/zeeodisha/odisha1729762

Plus two Result Live Update: ପୁଣି ଥରେ ପୁଅଙ୍କୁ ପଛରେ ପକାଇଲେ ଝିଅ

Plus two Result: ନମସ୍କାର ବନ୍ଧୁଗଣ। ଏହି ଲାଇଭ ବ୍ଲଗରେ ଆମେ ଆପଣଙ୍କୁ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳର ଟିକିନିକି ଖବର ଦେବାକୁ ଚେଷ୍ଟା କରିବୁ। ପରୀକ୍ଷା ଫଳାଫଳ ସମ୍ପର୍କିତ ଖବର ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

Plus two Result Live Update: ପୁଣି ଥରେ ପୁଅଙ୍କୁ ପଛରେ ପକାଇଲେ ଝିଅ
LIVE Blog

Plus two Result: ନମସ୍କାର ବନ୍ଧୁଗଣ। ଏହି ଲାଇଭ ବ୍ଲଗରେ ଆମେ ଆପଣଙ୍କୁ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳର ଟିକିନିକି ଖବର ଦେବାକୁ ଚେଷ୍ଟା କରିବୁ। ପରୀକ୍ଷା ଫଳାଫଳ ସମ୍ପର୍କିତ ଖବର ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

08 June 2023
16:42 PM

Plus two Result Live Update

ଫାର୍ଷ୍ଟ ଡିଭିଜନ: 32,782
ସେକେଣ୍ଡ ଡିଭିଜନ: 32,461
ଥାର୍ଡ଼ ଡିଭିଜନ: 116,179

16:15 PM

Plus two Result Live Update: ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ। ପାସର ହାର ରହିଛି ୬୭.୪୮। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି। ପ୍ରଥମ ଶ୍ରେଣୀରେ ୮୪୩ ଜଣ ପାସ କରିଛନ୍ତି।

16:13 PM

Plus two Result Live Update: ଆଜି ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହା ପୂର୍ବରୁ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। 

16:12 PM

Plus two Result: ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ ୨ ଲକ୍ଷ ୧୯ ହଜାର ୧୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାର ୫ ହଜାର ପରୀକ୍ଷାର୍ଥୀ ରହିଥିଲେ।