Rachna Banerjee Viral Video: ଓଡି଼ଆ ଅଭିନେତ୍ରୀ ରଚନା ବାନାର୍ଜୀ। ୯୦ ଦଶକର ଅଭିନେତ୍ରୀ ହେଉଛନ୍ତି ସେ। ଏକାଧିକ ଓଡ଼ିଆ ଫିଲ୍ମରେ ସେ ଅଭିନୟ କରି ଲୋକଙ୍କ ମନ କିଣିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ତାହା ପୁଣି କୁମ୍ଭମେଳାରୁ...