Viral Video: ଖଣ୍ଡିଗିରିରେ ଯାତ୍ରା ଅଭିନେତ୍ରୀ ରାଣୀଙ୍କୁ ବିରୋଧ ଆଜି ରାତିରୁ ଦୁଲୁକିବ ଖଣ୍ଡଗିରି । ଆଉ ଯାତ୍ରା ପୂର୍ବରୁ ଡ୍ରାମା କଲେ ଆଇଟମ୍ ଗାର୍ଲ ରାଣୀ ପ୍ରିୟଦର୍ଶିନୀ । ଦୟା ନଦୀରେ ବୁଡ଼ ପକାଇବା ସହ ଖଣ୍ଡଗିରିରେ ପହଞ୍ଚି ଶିବ ତାଣ୍ଡବ ନୃତ୍ୟ କରିଛନ୍ତି ରାଣୀ । ସାଧୁଙ୍କ ଆଶୀର୍ବାଦ ନେବା ସହ ଠେଙ୍ଗାର ଜବାବ ଡମ୍ବରୁରେ ଦେବେ ବୋଲି କହିଛନ୍ତି । ଆଉ ଖଣ୍ଡଗିରିରେ ରାଣୀଙ୍କ ଏଭଳି ‘ଯାତ୍ରା’କୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.