KIIT University Student Death: ଏବେ ନିଆଁ ପରି ବ୍ୟାପିବାରେ ଲାଗିଛି କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା। ଏ ନେଇ କ୍ୟାମ୍ପସ୍ ପରିସରରେ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମୃତା ଛାତ୍ରୀ ପାଇଁ ପ୍ରଦର୍ଶନ ସମୟରେ କିଟ୍ ଛାତ୍ରଙ୍କୁ ସିକ୍ୟୁରିଟି କିପରି ଭାବେ ପିଟୁଛନ୍ତି। ଦେଖନ୍ତୁ ଏହି ଭିଡିଓ...