Viral Video: ଓଡିଆ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା। ଏକାଧିକ ଓଡିଆ ଆଲବମ୍ ଓ ଭଜନ ଗାଇ ଲୋକଙ୍କ ହୃଦୟ ଜିତିଛନ୍ତି। କେତେକ ରିୟଲିଟି ସୋରେ ମଧ୍ୟ ତାଙ୍କୁ ଜଜ୍ ଭାବରେ ଦେଖିବାକୁ ମିଳେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ସୂର୍ଯ୍ୟମୁଖି କ୍ଷେତରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...