ନviral video:ବିଶାଖାପାଟଣା: କେରଳ ରାଜ୍ୟର କୁରୁବାନଗଡ଼ ଠାରେ ଥିବା କୋଇଲାଣ୍ଡି ମାନାକୁଳାଙ୍ଗାର ମନ୍ଦିରରେ ଆଜି ଏକ ପୂଜା ଉତ୍ସବ ଚାଲିଥିବା ସମୟରେ ମନ୍ଦିର କମିଟି ପକ୍ଷରୁ ଦୁଇଟି ହାତୀକୁ ମନ୍ଦିର ପକ୍ଷରୁ ପୂଜା କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଅଣାଯାଇଥିଲା। ପୂଜା କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବାଣ ଫୁଟାଯିବା ଯୋଗୁଁ ହାତୀମାନେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ଏବଂ ମନ୍ଦିର ପରିସରରେ ଭଙ୍ଗାରୁଜା କରିବା ସହ ଉପସ୍ଥିତ ଜନତାଙ୍କୁ ଆକ୍ରମଣ କରିଥିଲେ। ଏହି ଅଘଟଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୧ ଜଣା ଗୁରୁତର ଆହତ ହୋଇଛନ୍ତି. ତେବେ ଏହି ଘଟଣାକୁ ନେଇ କେରଳ ଫରେଷ୍ଟ ମନ୍ତ୍ରୀ ମନ୍ଦିର କମିଟିକୁ ସ୍ପଷ୍ଟୀକରଣ ମାଗିଛନ୍ତି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.