ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ । ପ୍ରତିଦିନ କିଛି ନୂଆ ଶିଖିବା, ଲେଖିବା, ପଢ଼ିବାରେ ରହିଛି ଅଭ୍ୟାସ ।
Journalist
Champions Trophy 2025
ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ଚୟନ ହେବ ନାହିଁ ଏହି ଦୁଇ ଖେଳାଳି, ଆସିଲା ବଡ଼ ଅପଡେଟ୍
India squad: ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଜାନୁଆରୀ ୧୮ ତାରିଖରେ ଘୋଷଣା କରାଯିବ। ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ପାଇଁ ଖେଳାଳିଙ୍କ ନାମ ଘୋଷଣା କରିବେ।
Jan 17,2025, 22:48 PM IST
actor died
ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଏକ ଦୁଃଖଦ ଖବର, ୨୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଅଭିନେତା
Actor Died: ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। 'ଧରତୀପୁତ୍ର ନନ୍ଦିନୀ' ଅଭିନେତା ଅମନ ଜୟସୱାଲଙ୍କ ୨୨ ବର୍ଷ ବୟସରେ ଯୋଗେଶ୍ୱରୀ ହାଇୱେରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଟିଭି ଶୋ’ ସହିତ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।
Jan 17,2025, 22:06 PM IST
Top 10 news
ଶିକ୍ଷକଙ୍କ ବୃଦ୍ଧି ହେଲା ଦରମା, ସିଙ୍ଗାପୁର ସହ ୮ଟି ବୁଝାମଣା ସ୍ୱାକ୍ଷର, ପଢ଼ନ୍ତୁ ୧୦ ବଡ଼ ଖବର
Top 10 News Headlines: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ସ୍କିମାଟିକ କନିଷ୍ଠ ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jan 17,2025, 21:58 PM IST
IIT Baba Dance Video
IIT Baba ମହା କୁମ୍ଭମେଳାରେ କଲେ ଜବରଦସ୍ତ ଡ୍ୟାନ୍ସ, ଆଖି ପିଛୁଳାକେ ଭିଡିଓ ଭାଇରାଲ୍
Dance Video: ମହାକୁମ୍ଭ ଆରମ୍ଭ ହେବାର କିଛି ଦିନ ପରେ ଖବରରେ ଆସିଥିବା ଆଇଆଇଟି ବାବାଙ୍କ ବର୍ତ୍ତମାନ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଯେଉଁଥିରେ ସେ ଭଗବାନ ଭୋଳାନଥଙ୍କ ଏକ ଭଜନରେ ଜୋରଦାର ନାଚୁଥିବା ନଜର ଆସୁଛନ୍ତି।
Jan 17,2025, 20:52 PM IST
Justice Arindam Sinha
ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କଲେ ରାଷ୍ଟ୍ରପତି
Orissa High Court: କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ନିଯୁକ୍ତି ବିଭାଗ କହିଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରିଷ୍ଠ ବିଚାରପତି ଅରିନ୍ଦମ ସିହ୍ନାଙ୍କୁ କଟକରେ ଥିବା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି।
Jan 17,2025, 20:25 PM IST
russia ukraine war
ଋଷ ସେନାରେ ଲଢ଼ୁଥିବା ୧୨ ଜଣ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ
Randhir Jaiswal PC: ରୁଷ ସେନାରେ କାମ କରୁଥିବା ଭାରତୀୟଙ୍କ ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି। ବିଦେଶ ମନ୍ତ୍ରଣାଳୟ କହିଛି ଯେ ଋଷ ସେନାରେ କାର୍ଯ୍ୟରତ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬ ଜଣ ବର୍ତ୍ତମାନ ନିଖୋଜ ଅଛନ୍ତି।
Jan 17,2025, 20:05 PM IST
Horoscope 18 January 2025
୧୮ ଜାନୁଆରିରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Horoscope 18 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧୮ ଜାନୁଆରୀ ୨୦୨୫ ହେଉଛି ଶନିବାର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୮ ଜାନୁଆରୀ ଶନିବାର କିଛି ରାଶି ପାଇଁ ବହୁତ ଶୁଭ ହେବାକୁ ଯାଉଥିବାବେଳେ ଅନ୍ୟ କିଛି ରାଶି ମାନଙ୍କୁ ଜୀବନରେ ଛୋଟମୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଜାଣନ୍ତୁ ୧୮ ଜାନୁଆରୀ ୨୦୨୫ ରେ କେଉଁ ରାଶିର ଲୋକମାନେ ଲାଭ ପାଇବେ ଏବଂ କେଉଁ ରାଶିର ଲୋକମାନେ ସତର୍କ ରହିବାକୁ ପଡିବ।
Jan 17,2025, 19:27 PM IST
Priya Saroj
ପ୍ରିୟା ସରୋଜ କିଏ? ଭାରତୀୟ ଷ୍ଟାର କ୍ରିକେଟରଙ୍କ ସହ ନିର୍ବନ୍ଧକୁ ନେଇ ପାଲଟିଛନ୍ତି ହେଡଲାଇନ
Who Is Priya Saroj: ଉତ୍ତର ପ୍ରଦେଶର ମଛଲିସହର ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ପ୍ରିୟା ସରୋଜ ଏହି ସମୟରେ ସବୁଠୁ ଅଧିକ ଚର୍ଚ୍ଚାର ରହିଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ ୟୁପି ସାଂସଦ ପ୍ରିୟା ସରୋଜ ଏବଂ ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନ୍ ରିଙ୍କୁ ସିଂହ ନିର୍ବନ୍ଧ ହୋଇଛି। କିନ୍ତୁ ପ୍ରିୟା ସରୋଜଙ୍କ ବାପା ନିଜେ ଏପରି ଖବରକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ ଗଣମାଧ୍ୟମରେ ପ୍ରସାରିତ ଏପରି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ।
Jan 17,2025, 18:37 PM IST
Rinku Singh Engagement
ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁ ସିଂହ କଲେ ନିର୍ବନ୍ଧ! ଖୁବ୍ ଶିଘ୍ର କରିବେ ବିବାହ
Rinku Singh Engagement: ଭାରତୀୟ ଦଳର ଷ୍ଟାର ଖେଳାଳି ରିଙ୍କୁ ସିଂହ ନିର୍ବନ୍ଧ କରିଛନ୍ତି କରିଛନ୍ତି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ରିଙ୍କୁ ସିଂହ ଏସପି ସାଂସଦ ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ କରିଛନ୍ତି। କହି ରଖୁଛୁ ଯେ ପ୍ରିୟା ସରୋଜ ଉତ୍ତର ପ୍ରଦେଶର ମଛଲି ସହରରୁ ସାଂସଦ। ସେ ୨୦୨୪ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ।
Jan 17,2025, 18:02 PM IST
Weekly Horoscope
ଜାନୁଆରୀ ଚତୁର୍ଥ ସପ୍ତାହରେ ଚମକିବ ଏହିସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ସାପ୍ତାହିକ ରାଶିଫଳ
Saptahik Rashifal 20 To 26 January 2025: ଜାନୁଆରୀର ଚତୁର୍ଥ ସପ୍ତାହ ବହୁତ ଭଲ ହେବାକୁ ଯାଉଛି। ୨୦ ରୁ ୨୬ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହମାନଙ୍କର ସ୍ଥିତି ବିଷୟରେ କହିବାକୁ ଗଲେ ମଙ୍ଗଳ ୨୧ ଜାନୁଆରୀରେ ମିଥୁନ ରାଶିରେ ପ୍ରବେଶ କରିବେ ଏବଂ ବୁଧ ୨୪ ଜାନୁଆରୀରେ ମକର ରାଶିରେ ପ୍ରବେଶ କରିବେ। ଏହା ବ୍ୟତୀତ ସୂର୍ଯ୍ୟ ମଧ୍ୟ ମକର ରାଶିରେ ରହିବେ। ଅନ୍ୟ ଗ୍ରହମାନଙ୍କ ସ୍ଥିତି ବିଷୟରେ କହିବାକୁ ଗଲେ କୁମ୍ଭ ରାଶିରେ ଶୁକ୍ର ଏବଂ ଶନି ଅବସ୍ଥିତ। ଏହି କାରଣରୁ ଜାନୁଆରୀ ମାସର ଏହି ସପ୍ତାହ ଅନେକ ରାଶିର ଲୋକଙ୍କ ପାଇଁ ଭାଗ୍ୟକୁ ଚମକାଇପାରେ। ତେବେ ଜାଣନ୍ତୁ ଜାନୁଆରୀ ଚତୁର୍ଥ ସପ୍ତାହର ମେଷ, ବୃଷ, କର୍କଟ, ସିଂହ, ମିଥୁନ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଏବଂ ମୀନ ରାଶିର ସାପ୍ତାହିକ ରାଶିଫଳ।
Jan 17,2025, 16:54 PM IST
Painkiller Side Effects
ଯନ୍ତ୍ରଣା ହେବା ମାତ୍ରେ ପେନକିଲର ଖାଉଥିଲେ ସାବଧାନ! ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା
Painkiller side effects: ସାଧରଣତଃ ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ଥକ୍କାପଣ, ଜ୍ୱର, ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକମାନେ ପେନ କିଲର ଔଷଧର ସାହାଯ୍ୟ ନିଅନ୍ତି କିନ୍ତୁ ଏହା ଆପଣଙ୍କୁ କ୍ଷତି ମଧ୍ୟ ପହଞ୍ଚାଏ। ଏବଂ ଆପଣଙ୍କ ପାଇଁ ଅନେକ ପ୍ରକାରର ରୋଗ ଆଣିଥାଏ। ପେନକିଲର ଔଷଧ ଆପଣଙ୍କୁ ତୁରନ୍ତ ଆରାମ ଦିଏ ସତ କିନ୍ତୁ ଅସ୍ଥାୟୀ ଭାବରେ ଆପଣଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରେ।
Jan 17,2025, 15:58 PM IST
ପାକିସ୍ତାନ ଯିବେ କି ରୋହିତ ଶର୍ମା? ଜୟ ଶାହଙ୍କ ପରେ ବର୍ତ୍ତମାନ BCCI ର ସଚିବ ଦେଲେ ବଡ଼ ଅପଡେଟ୍
Champions Trophy 2025: ପିଟିଆଇ ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)କୁ ସ୍ପଷ୍ଟ କରିସାରିଛି ଯେ ଚମ୍ପିଆନ୍ସ ଟ୍ରଫି ୨୦୨୫ ର ଉଦଘାଟନୀ ଉତ୍ସବ ପାକିସ୍ତାନ ବାହାରକୁ ସ୍ଥାନାନ୍ତରିତ କରାଯିବ ନାହିଁ। ଏହି ସମାରୋହରେ ସମସ୍ତ ଦେଶର ଅଧିନାୟକମାନେ ଅଂଶଗ୍ରହଣ କରିବେ।
Jan 17,2025, 15:04 PM IST
Subhadra Yojana
କେବେ ଆସିବ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା? ଜାଣନ୍ତୁ ଡିଟେଲ୍ସ
Subhadra Yojana 4th phase money: ବର୍ତ୍ତମାନ ପ୍ରର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ କେୱାଇସି ଅପ୍ଡେଟ୍ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପଡେଟ୍ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରେ ବାଦ୍ ନପଡନ୍ତି, ସେଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।
Jan 17,2025, 14:23 PM IST
surya gochar 2025
ସୂର୍ଯ୍ୟ ଫେବ୍ରୁଆରି ମାସରେ କରୁଛନ୍ତି ଦୁଇଥର ଗୋଚର, ସମ୍ପୂର୍ଣ୍ଣ ବଦଳିଯିବ ଏହି ୩ ରାଶିର ଭାଗ୍ୟ
Surya Nakshatra Gochar Rashifal: ଗ୍ରହଗମନ ଦୃଷ୍ଟିକୋଣରୁ ଫେବ୍ରୁଆରି ମାସଟି ବହୁତ ସ୍ୱତନ୍ତ୍ର। କାରଣ ଏହି ସମୟରେ ଅନେକ ପ୍ରଭାବଶାଳୀ ଗ୍ରହର ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ ହେଉଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫେବ୍ରୁ ଆରୀ ମାସରେ ସୂର୍ଯ୍ୟ ଦେବତା ଦୁଇଥର ନକ୍ଷତ୍ର ପରିବର୍ତ୍ତନ କରିବେ, ଯାହା ଦ୍ଵାରା ତିନୋଟି ରାଶି ବିଶେଷ ଲାଭ ପାଇପାରିବେ। ତେବେ ଜାଣନ୍ତୁ ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ କେଉଁ ତିନୋଟି ରାଶି ବିଶେଷ ଲାଭ ପାଇବାକୁ ଯାଉଛନ୍ତି।
Jan 16,2025, 22:32 PM IST
ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, ଅଷ୍ଟମ ବେତନ କମିଶନକୁ ଅନୁମୋଦନ, ୧୦ ବଡ ଖବର
Top 10 News Headlines: ସିଙ୍ଗାପୁର ରାଷ୍ଟ୍ରପତି ଟି ସାନମୁଗରତ୍ନମ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏବଂ ଏହି ଗସ୍ତ ସମୟରେ ତାଙ୍କୁ ରାଜକୀୟ ସମ୍ମାନରେ ସମ୍ମାନିତ କରାଯିବ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jan 16,2025, 21:58 PM IST
Sitanshu Kotak
ଭାରତୀୟ ବ୍ୟାଟସମ୍ୟାନଙ୍କୁ ମିଳିଲା ନୂଆ ଗୁରୁ, ଏହି ପୂର୍ବତନ ଖେଳାଳି ହେଲେ ଭାରତର ବ୍ୟାଟିଂ କୋଚ୍
Sitanshu Kotak: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଏବଂ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଗୁରୁବାର ଦିନ ପୂର୍ବତନ ସୌରାଷ୍ଟ୍ର ବ୍ୟାଟସମ୍ୟାନ୍ ସୀତାଂଶୁ କୋଟକଙ୍କୁ ଭାରତର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ୫୨ ବର୍ଷୀୟ କୋଟାକ ଦୀର୍ଘ ସମୟ ଧରି ନେସନାଲ କ୍ରିକେଟ ଏକାଡେମୀରେ ବ୍ୟାଟିଂ କୋଚ୍ ଭାବରେ କାର୍ଯ୍ୟ କରିଆସୁଛନ୍ତି।
Jan 16,2025, 21:35 PM IST
8th pay commission
ଅଷ୍ଟମ ବେତନ କମିଶନ ସହିତ କେତେ ବୃଦ୍ଧି ହେବ ଦରମା ଏବଂ ପେନସନ୍, ଏଠାରେ ଜାଣନ୍ତୁ
8th Pay Commission: ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରାଯାଇଛି। ଏବେ ଏହା ୨୦୨୬ ପୂର୍ବରୁ ଗଠିତ ହେବ। ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଶେଷ ହେବା ପରେ ଏହାର ସୁପାରିଶଗୁଡ଼ିକ କାର୍ଯ୍ୟକାରୀ ହେବ। ବିଶେଷଜ୍ଞଙ୍କ ମତରେ ଯଦି ଏହା ହୁଏ ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମାରେ ଏକ ବଡ଼ ବୃଦ୍ଧି ହେବାର ସମ୍ଭାବନା ରହିଛି।
Jan 16,2025, 20:46 PM IST
Sukma encounter
ବିଜାପୁରରେ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୧୨ ନକ୍ସଲ ନିହତ
12 Naxalites killed: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷା କର୍ମୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ହୋଇଛି। ଏଥିରେ ୧୨ ଜଣ ନକ୍ସଲ ନିହତ ହୋଇଥିବା ଖବର ରହିଛି।
Jan 16,2025, 19:59 PM IST
Saif Ali Khan
ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍, ଏଠାରେ ଦେଖନ୍ତୁ
Saif Ali Khan Attacker Video: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଭିଡିଓ ସାମ୍ନାକୁ ଆସିଛି। ଏହା ବାନ୍ଦ୍ରାରେ ସୈଫଙ୍କ ଫ୍ଲାଟ୍ 'ସତଗୁରୁ ଶରଣ'ର ସିସିଟିଭି ଫୁଟେଜ୍ ଅଟେ। ଭିଡିଓ ସନ୍ଦିଗ୍ଧ ବ୍ୟକ୍ତି ବିଲ୍ଡିଂ ସିଡ଼ି ବ୍ୟବହାର କରୁଥିବାର ଦେଖାଯାଉଛି। ଏଠାରେ ଦେଖନ୍ତୁ ଭିଡିଓ।
Jan 16,2025, 19:26 PM IST
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଆସିଲା ନୂଆ ଅପଡେଟ୍, ସାମ୍ନାକୁ ଆସିଲା ସନ୍ଦିଗ୍ଧ ଫଟୋ
Saif ali khan update: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ସାମ୍ନାକୁ ଆସିଛି। ଏହା ବାନ୍ଦ୍ରାରେ ସୈଫଙ୍କ ଫ୍ଲାଟ୍ 'ସତଗୁରୁ ଶରଣ'ର ସିସିଟିଭି ଫୁଟେଜ୍ ରୁ ନିଆଯାଇଛି। ଫଟୋରେ ସନ୍ଦିଗ୍ଧ ବ୍ୟକ୍ତି ବିଲ୍ଡିଂର ସିଡ଼ି ବ୍ୟବହାର କରୁଥିବାର ଦେଖାଯାଉଛି।
Jan 16,2025, 18:55 PM IST
Horoscope 17 January 2025
୧୭ ଜାନୁଆରିରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 17 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଏକ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର ରାଶିଫଳ ନିର୍ଣ୍ଣୟ କରାଯାଏ। ୧୭ ଜାନୁଆରୀ ହେଉଛି ଶୁକ୍ରବାର। ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ସନ୍ତୋଷୀ ମାତାଙ୍କ ପୂଜା ପାଇଁ ସମର୍ପିତ କରାଯାଇଛି। ସନ୍ତୋଷୀ ମାତାଙ୍କୁ ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟର ଦେବୀ କୁହାଯାଏ। ତେବେ ଜାଣନ୍ତୁ କେଉଁ ରାଶି ୧୭ ଜାନୁଆରୀ ୨୦୨୪ ରେ କେଉଁ ରାଶି ଗୁଡିକ ଉପକୃତ ହେବେ ଓ କେଉଁ ମାନଙ୍କୁ ସତର୍କ ରହିବାକୁ ପଡିବ।
Jan 16,2025, 18:39 PM IST
Cabinet Decisions
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ “ତୃତୀୟ ଲଞ୍ଚ ପ୍ୟାଡ୍” ସ୍ଥାପନକୁ କେନ୍ଦ୍ର କ୍ୟାବିନେଟ ଦେଲା...
ISRO Third Launch Pad: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ISROର ସତୀଶ ଧାୱନ ମହାକାଶ କେନ୍ଦ୍ରରେ 'ତୃତୀୟ ଲଞ୍ଚ ପ୍ୟାଡ୍' ବା TLP ସ୍ଥାପନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସକୁ କହିଛନ୍ତି ଯେ କ୍ୟାବିନେଟର ଏହି ନିଷ୍ପତ୍ତି ନୂତନ ପିଢ଼ିର ଲଞ୍ଚ ଯାନ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସାହାଯ୍ୟ କରିବ। ଏହି ଲଞ୍ଚ ପ୍ୟାଡ୍ ୩୯୮୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯିବ।
Jan 16,2025, 17:08 PM IST
ସୈଫଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଷଷ୍ଠ ମହଲା CCTV ରେ କଏଦ, ପ୍ରଥମେ ସହାୟୀକା ସହିତ କରିଥିଲେ...
Saif ali khan attacked CCTV: ପୋଲିସ ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଫୁଟେଜ୍ ଷଷ୍ଠ ମହଲାରେ CCTV ରେ କଏଦ ହୋଇଛି। ପୋଲିସ ସୂତ୍ର କହିଛି ଯେ ଆକ୍ରମଣକାରୀ ଅପରାଧ କରିବା ପରେ ସିଡ଼ି ଦେଇ ତଳକୁ ପଳାଇ ଯାଇଥିଲା।
Jan 16,2025, 16:39 PM IST
୧ କୋଟି କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅଷ୍ଟମ ବେତନ କମିଶନକୁ ଅନୁମୋଦନ କଲେ ସରକାର
8th Pay Commission: ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ପ୍ରଧାନମନ୍ତ୍ରୀ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନକୁ ଅନୁମୋଦନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ସୂଚନା ଦେଇଛନ୍ତି। ଏହି କମିଶନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ନୂତନ ସାଲାରି ଷ୍ଟ୍ରକ୍ଚର ବିଷୟରେ ନିଷ୍ପତ୍ତି ନେବ।
Jan 16,2025, 15:54 PM IST
IIT Baba
IIT Baba ଅଭୟ ସିଂହଙ୍କ କେତେ ଥିଲା ଦରମା, ଲକ୍ଷାଧିକ ଟଙ୍କାର ଦରମା ଛାଡି କାହିଁକି ହେଲେ ବୈରାଗୀ?
IIT Baba Abhay Singh: ଅଭୟ ସିଂହ ହରିୟାଣାର ଝାଜ୍ଜରର ସସରୌଲି ଗାଁର ବାସିନ୍ଦା। ସେ ଆଇଆଇଟି ବମ୍ବେରୁ ପାଠପଢ଼ିଛନ୍ତି। କହିଛନ୍ତି ଯେ ସେ କାନାଡାରେ କିଛି ବର୍ଷ କାମ କରିବା ପରେ ଫେରି ଆସିଥିଲେ ଏବଂ ଏକ ପୁସ୍ତକ ମଧ୍ୟ ସେ ଲେଖିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ସେ ଲକ୍ଷାଧିକ ଟଙ୍କାର ଦରମା ଛାଡ଼ି ଭାରତ ଫେରି ଆସିଥିଲେ।
Jan 16,2025, 15:27 PM IST
Kuldeep Yadav
ଟିମ୍ ଇଣ୍ଡିଆକୁ ମିଳିଲା ଖୁସି ଖବର, ଚାମ୍ପିଅନ୍ସ ଟ୍ରଫି ପୂର୍ବର ଫିଟ୍ ହେଲେ ଏହି ଷ୍ଟାର ବୋଲର
Champions Trophy 2025 team india selection: ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି। ଏହି ମେଗା ଇଭେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ସ୍ପିନ ବୋଲର କୁଲଦୀପ ଯାଦବ ଆଘାତରୁ ସୁସ୍ଥ ହୋଇ ପଡ଼ିଆକୁ ଫେରିଛନ୍ତି।
Jan 16,2025, 14:44 PM IST
Grah Gochar 2025
୧ ଫେବ୍ରୁଆରିରୁ ସୁନା ପରି ଚମକିବ ଏହ ସବୁ ରାଶିର ଭାଗ୍ୟ, ମିଳିବ ଧନ ସମେତ ମାନ-ସମ୍ମାନ
Grah Gochar 2025 Rashifal:ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାର ସମସ୍ତ ନବ ଗ୍ରହ କେବଳ ରାଶି ପରିବର୍ତ୍ତନ କରି ନୁହେଁ ବରଂ ସମୟ ସମୟରେ ନକ୍ଷତ୍ର ପରିବର୍ତ୍ତନ କରି ଦେଶ ଏବଂ ବିଶ୍ୱ ଏବଂ ସମସ୍ତ ରାଶିର ଲୋକଙ୍କ ଜୀବନ ଉପରେ ବ୍ୟାପକ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୭ ଜାନୁଆରୀ ୨୦୨୫ ଶୁକ୍ରବାର ସକାଳ ୭:୫୧ ସମୟରେ ସୁଖ ଏବଂ ସମୃଦ୍ଧିର ଅଧିପତି ଶୁକ୍ର ଶତଭିଷା ନକ୍ଷତ୍ର ଛାଡି ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ରରେ ଶୁକ୍ରଙ୍କ ଗୋଚର ବ୍ୟକ୍ତିକୁ ଧନ, ସମୃଦ୍ଧି, ସୁଖ ଏବଂ ସାମାଜିକ ପ୍ରତିଷ୍ଠା ପ୍ରଦାନ କରେ। ତେବେ ଜାଣନ୍ତୁ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କେଉଁ ସବୁ ରାଶିର ଭାଗ୍ୟକୁ ଚମକାଇବ।
Jan 15,2025, 22:48 PM IST
ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ, ଆୟରଲ୍ୟାଣ୍ଡକୁ ୩୦୪ ରନର ପରାସ୍ତ କଲା ଭାରତ, ୧୦ ବଡ଼ ଖବର
Top 10 News Headlines: ବୁଧବାର ଦିନ ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଘଟିଛି। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jan 15,2025, 22:05 PM IST
UTTAR PRADESH
ସରକାରୀ ଚାକିରି ପାଇବା ମାତ୍ରେ ନିଜ ସ୍ୱାମୀଙ୍କୁ ଛାଡିଲେ ସ୍ତ୍ରୀ, ଶ୍ୱଶୁର ଘରେ ରହିବା ପାଇଁ ଦାବି
Marriage and money issues: ସରକାରୀ ଚାକିରିକୁ ସାଧାରଣତଃ ଖୁସିର ମୂଳଦୁଆ ବୋଲି ବିବେଚନା କରାଯାଏ କିନ୍ତୁ ୟୁପିର କାନପୁରରେ ଏହା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ଏବଂ ପରିବାର ଭାଙ୍ଗିବାର କାରଣ ପାଲଟି ଯାଇଛି। ଖବର ଅନୁସାରେ ଚାକିରି ପାଇବା ପରେ ବିବାହିତ ମହିଳା ଜଣକ ତାଙ୍କ ଶ୍ୱଶୁର ଘର ଛାଡି ତାଙ୍କ ବାପଘରକୁ ଚାଲିଯାଇଥିଲେ।
Jan 15,2025, 21:33 PM IST
gautam gambhir
ଗମ୍ଭୀର କଲେ ଏକ ବଡ଼ ଖୁଲାସା! କହିଲେ ଡ୍ରେସିଂ ରୁମ୍ 'ସିକ୍ରେଟ୍' ଲିକ୍ କରିଥିବା ଖେଳାଳିଙ୍କ ନାମ
Gautam Gambhir latest news: ଡ୍ରେସିଂ ରୁମ୍ ଖବର ଆସିବା ପରେ ଗମ୍ଭୀର କହିଥିଲେ ଯେ ଯଦି ଖେଳାଳି ଏବଂ କୋଚ୍ ଙ୍କ ମଧ୍ୟରେ ଆଲୋଚନା କେବଳ ସେମାନଙ୍କ ମଧ୍ୟରେ ସୀମିତ ରହେ ତେବେ ଏହା ଦଳରେ ସଠିକ୍ ପରିବେଶ ପାଇଁ ଭଲ ହେବ।
Jan 15,2025, 20:13 PM IST
Unmarried couples hotel rights
ହୋଟେଲରେ ରହିପାରିବେ କି Unmarried Couple? ଜାଣନ୍ତୁ ଆପଣଙ୍କ ଅଧିକାର
Hotel rules for unmarried couples: ଆପଣ ଯଦି ଭାବୁଛନ୍ତି ଯେ ଏହା ଏକ ଆଇନଗତ ଅପରାଧ ତେବେ ଏହା ଆଦୌ ସତ୍ୟ ନୁହେଁ। ପ୍ରକୃତରେ ବିଶେଷଜ୍ଞ (ଆଇନଜୀବୀ) ମଧ୍ୟ ସମାନ କଥା କୁହନ୍ତି। ଆଇନଜୀବୀଙ୍କ ଅନୁସାରେ ଭାରତରେ ଅବିବାହିତ କପଲ୍ ଙ୍କ ହୋଟେଲରେ ରହିବା ଉପରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। କେବଳ ଉଭୟ ବ୍ୟକ୍ତି ପ୍ରାପ୍ତବୟସ୍କ (୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ) ହୋଇଥିବା ଆବଶ୍ୟକ।
Jan 15,2025, 19:42 PM IST
Crazy Crocodile Stunt
Vira Video: କୁମ୍ଭୀର ମୁଁହକୁ ଡେଇଁ ପଡିଲା କୁନି ପୁଅ! ଆଉ ତା' ପରେ...
Crazy Crocodile Stunt: ଆଜିକାଲି ସୋସିଆଲ୍ ମିଡିଆରେ ଏକ କୁନନ ପିଲାର ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଯେଉଁଥିରେ ସେ ଶତାଧିକ କୁମ୍ଭୀର ଥିବା ସ୍ଥାନକୁ ଡେଇଁପଡୁଥିବା ଏବଂ ସେମାନଙ୍କ ସହ ପହଁରୁଥିବା ନଜର ଆସୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହି ଭିଡିଓ ଦେଖି ସମେସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
Jan 15,2025, 19:13 PM IST
Horoscope 16 January 2025
୧୬ ଜାନୁଆରିରେ ଦେବୀ ଲକ୍ଷ୍ମୀ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 16 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଏକ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର ରାଶିଫଳ ନିର୍ଣ୍ଣୟ କରାଯାଏ। ୧୬ ଜାନୁଆରୀ ହେଉଛି ଗୁରୁବାର। ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବୀ ଲକ୍ଷ୍ମୀଙ୍କ ପୂଜା ପାଇଁ ସମର୍ପିତ କରାଯାଇଛି। ମା' ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି। ତେବେ ଜାଣନ୍ତୁ କେଉଁ ରାଶି ୧୬ ଜାନୁଆରୀ ୨୦୨୪ ରେ କେଉଁ ରାଶି ଗୁଡିକ ଉପକୃତ ହେବେ ଓ କେଉଁ ମାନଙ୍କୁ ସତର୍କ ରହିବାକୁ ପଡିବ।
Jan 15,2025, 18:31 PM IST
Indira Bhawan
୨୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଦିରା ଭବନ, ବର୍ତ୍ତମାନ କଂଗ୍ରେସର ନୂତନ ମୁଖ୍ୟାଳୟ
Congress New Headquarter: ଦିଲ୍ଲୀର 9A କୋଟଲା ରୋଡରେ କଂଗ୍ରେସ ଦଳର ନୂତନ ମୁଖ୍ୟାଳୟ ଇନ୍ଦିରା ଭବନ ଉଦଘାଟନ ହୋଇଛି। ଏହି ଅତ୍ୟାଧୁନିକ କୋଠାକୁ ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଉଦଘାଟନ କରିଛନ୍ତି। ଇନ୍ଦିରା ଭବନ ଉଦଘାଟନ ସମୟରେ ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି କୋଠାଟି ପ୍ରାୟ ୨୪୨ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଛି।
Jan 15,2025, 16:53 PM IST
Punjab and Haryana High Court
ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ମହିଳା କରିପାରିବେ ଗର୍ଭପାତ: ହାଇକୋର୍ଟ
Abortion Right: ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ତିୱାରୀ ସୁପ୍ରିମକୋର୍ଟର ଏକ ରାୟକୁ ଉଦ୍ଧୃତ କରି ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଯଦିଓ ଆବେଦନକାରୀ "ବିଧବା କିମ୍ବା ଛାଡପତ୍ରପ୍ରାପ୍ତ" ବର୍ଗରେ ଆସୁନାହାଁନ୍ତି, ତଥାପି ଆଇନଗତ ଭାବରେ ଛାଡପତ୍ର ନ ପାଇ ମଧ୍ୟ ସେ ତାଙ୍କ ସ୍ୱାମୀଙ୍କଠାରୁ ପୃଥକ ଭାବରେ ରହିବାର ଅଧିକାର ରଖିଛନ୍ତି।
Jan 15,2025, 15:26 PM IST
Zee Real Heroes Awards 2024
Zee Real Heroes Awards 2024: 'ମେଗା ପରଫର୍ମର ଅଫ ଦି ଇୟର'ରେ ସମ୍ମାନିତ ହେଲେ ପଙ୍କଜ ତ୍ରିପାଠୀ
Zee Real Heroes Awards 2024: ପଙ୍କଜ ତ୍ରିପାଠୀଙ୍କୁ 'ମେଗା ପରଫର୍ମର ଅଫ୍ ଦି ଇୟର' ପୁରସ୍କାର ଦିଆଯାଇଥିଲା। ଏହି ସମ୍ମାନ ପାଇବା ପରେ ପଙ୍କଜ ତ୍ରିପାଠୀ କୃତଜ୍ଞତା ପ୍ରକାଶ କରି କହିଥିଲେ, 'ଏହା ଏକ ମହାନ ସମ୍ମାନ।'
Jan 15,2025, 14:43 PM IST
Helpline number
ସହରାଞ୍ଚଳ ଆଶ୍ରସ୍ଥଳୀ ପାଇଁ ନୂଆ ସହାୟତା ନମ୍ବର, ୪୫ ଆଶ୍ରୟସ୍ଥଳୀ ବାବଦରେ ମିଳିବ ସୂଚନା
New Helpline number for Urban homeless: ବିଜ୍ଞପ୍ତି ଅନୁସାରେ ଜାରି ହୋଇଥିବା ସହାୟତା ନମ୍ବରଟି ହେଉଛି- ୯୭୭୭୬୬୮୦୭୧। ଏହା ଏକ ମୋବାଇଲ୍ ନମ୍ବର। ୧୩ତମ ରାଜ୍ୟସ୍ତରୀୟ ସହରାଞ୍ଚଳ ଆଶ୍ରୟସ୍ଥଳୀ ମନିଟରିଂ କମିଟିର ରିପୋର୍ଟ ଅନୁସାରେ ଏହି ସହାୟତା ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ସମ୍ପୃକ୍ତ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ ବାବଦରେ ସୂଚନା ମିଳିପାରିବ।
Jan 15,2025, 14:18 PM IST
Horoscope 14 January 2025
ମକର ସଂକ୍ରାନ୍ତିରେ ଭଗବାନ ହନୁମାନ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ
Rashifal 14 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଏକ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତିବିଧି ଉପରେ ଆଧାର ରାଶିଫଳ ନିର୍ଣ୍ଣୟ କରାଯାଏ। ୧୪ ଜାନୁଆରୀ ହେଉଛି ମଙ୍ଗଳବାର। ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନ ହନୁମାନ ଭଗବାନଙ୍କ ପୂଜା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ କେଉଁ ରାଶି ୧୪ ଜାନୁଆରୀ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶି ଗୁଡିକୁ ସତର୍କ ରହିବାକୁ ପଡିବ।
Jan 13,2025, 23:20 PM IST
ବରଗଡ଼ ସହରରେ ହେବ ଏକ ସ୍ଥାୟୀ ରାଜମହଲ, ଟ୍ରମ୍ପଙ୍କ ଶପଥ ସମାରୋହକୁ ଭାରତକୁ ନିମନ୍ତ୍ରଣ, ୧୦ ଖବର..
Top 10 News Headlines: ବରଗଡ଼ ସହରରେ ଏକ ସ୍ଥାୟୀ ରାଜମହଲ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଏହାକୁ ନେଇ ଘୋଷଣା କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Jan 12,2025, 22:06 PM IST
SBI PO Recruitment
SBI ୬୦୦ ପଦବୀରେ କରୁଛି ବମ୍ଫର ନିଯୁକ୍ତି, ପାଖେଇ ଆସୁଛି ଶେଷ ତାରିଖ, ଶୀଘ୍ର କରନ୍ତୁ ଆବେଦନ
SBI PO Recruitment 2024: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପ୍ରୋବେସନରୀ ଅଫିସର (PO) ପଦବୀରେ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି SBI ନିଯୁକ୍ତି ପାଇଁ ୨୭ ଡିସେମ୍ବରରୁ ଆବେଦନ ହୋଇଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ SBI ର ଅଫିସିଆଲ୍ ୱେବସାଇଟ୍ sbi.co.in ଭିଜିଟ୍ କରି ଆବେଦନ କରିପାରିବେ।
Jan 12,2025, 21:20 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.