Jharkhand CM
Jharkhand Political Crisis: ଓଡ଼ିଆ ଝିଅ ହେବେ କି ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?
Jharkhand Political Crisis: କଳ୍ପନା ସୋରେନ ୭ ଫେବୃଆରୀ ୨୦୦୬ରେ ହେମନ୍ତ ସୋରେନଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ନିଖିଲ ଏବଂ ଅନଶ ଅଛନ୍ତି। କଳ୍ପନା ରାଞ୍ଚିରେ ଏକ ପ୍ଲେ ସ୍କୁଲ ଚଳାନ୍ତି। ଝାଡଖଣ୍ଡର ବୃହତ୍ତମ ତଥା ଶକ୍ତିଶାଳୀ ରାଜନୈତିକ ପରିବାରର ବୋହୂ ହୋଇଥିଲେ ମଧ୍ୟ କଳ୍ପନା ସୋରେନ ସକ୍ରିୟ ରାଜନୀତିରୁ ଦୂରେଇ ରୁହନ୍ତି।
Aug 28,2022, 10:29 AM IST
Kandhamal
ବାବୁଙ୍କ ପାଇଁ ବଦନାମ ଶିକ୍ଷା ବିଭାଗ! ବୁଝୁଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ କଥା
ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷାଅଧିକାରୀ ରସାନନ୍ଦ କରଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦୁର୍ନୀତିରେ ବୁଡ଼ି ରହିଛି। ସାଥି ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଭୟ ଓ ବିଭିନ୍ନ ଆଳ ଦେଖାଇ ଶିକ୍ଷାଅଧିକାରୀ ଲୁଟୁଛନ୍ତି। ଆଉ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଚୁପ କରାଇଦେଉଛନ୍ତି।
Jan 11,2022, 14:30 PM IST
ଫ୍ୟାମିଲି ଲୋନ୍ ଆବେଦନ କରି ଫସିଲେ ଛାତ୍ର, ତିନୋଟି ଆକାଉଣ୍ଟ ହେଇଗଲା ଗୋଲ୍
ଛାତ୍ର ଜଣକ ମୋବାଇଲ ପ୍ଲେ ଷ୍ଟୋରରୁ ଏକ ଫ୍ୟାମିଲି ଲୋନ ଆପ୍ ଡାଉନଲୋଡ୍ କରିଥିଲେ। ଅର୍ଥ ଆବଶ୍ୟକ ଥିବାରୁ ଉକ୍ତ ଆପ ମାଧ୍ୟମରେ ୬୦ ହଜାର ଟଙ୍କା ଲୋନ୍ ପାଇଁ ଆବେଦନ କରିଥିଲେ।
Jan 8,2022, 12:54 PM IST
ଟ୍ରାକ୍ଟର ନେଲା ବାଇକ ଚାଳକଙ୍କ ଜୀବନ
ରତ୍ନାକରଙ୍କ ପରିବାର ଲୋକେ ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେମାନେ ଦାରିଙ୍ଗବାଡି ମେଡିକାଲ ସମ୍ମୁଖ ୫୯ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଅଟକାଇ ରାସ୍ତାରେ ଧାରଣାରେ ବସିଥିଲେ।
Jan 8,2022, 6:54 AM IST
ହସ୍ପିଟାଲ ଯାଇ ପ୍ରସୂତି ହଟହଟା; ଅଟୋରେ ହେଲା ପ୍ରସବ, ଡାକ୍ତର ଦେଲେ ଭୟଙ୍କର ଉତ୍ତର
ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗୁରୁବାର ରାତିରେ ଅଟୋରେ ହିଁ ଜଣେ ପ୍ରସୂତି ସନ୍ତାନ ପ୍ରସବ କରିଛନ୍ତି। ପ୍ରସୂତି ଜଣକ ଅଟୋରେ ବସି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଡାକ୍ତର ଓ ନର୍ସଙ୍କୁ ଡ଼ାକିବାରୁ ଏହି ସମୟରେ କେହି ବି ଆସିଲେ ନାହିଁ।
Jan 7,2022, 12:24 PM IST
ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ଅନେତ୍ର ବଦଳିକୁ ନେଇ ଅସନ୍ତୋଷ
ଦାରିଙ୍ଗବାଡି ତହସିଲର ଗ୍ରୀନବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ କୁଳମଣି ସାହାଣୀ ଏବଂ ଦାରିଙ୍ଗବାଡି ସହକାରୀ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରିଙ୍କ ବ୍ୟବହାର ଓ କାର୍ଯ୍ୟରେ ଲୋକେ ଖୁସି ରହିଥିବା ବେଳେ ସେମାନଙ୍କ ବଦଳିକୁ ରଦ୍ଧ କରିବାକୁ ଲୋକେ ଦାବି କରୁଛନ୍ତି ।
Jan 5,2022, 18:06 PM IST
ମାଫିଆଙ୍କ କବ୍ଜାରେ ପ୍ରଶାସନ! ବେଆଇନ ଘୋଷଣା ସତ୍ତ୍ୱେ ମଧ୍ୟ କରୁଛନ୍ତି କୋଠା ନିର୍ମାଣ
ଦାରିଙ୍ଗବାଡି ବ୍ଲକ (Daringbadi Block) ପରିସରରେ ରହିଥିବା ଏକ ସରକାରୀ ଜମିରେ କିଛି ସ୍ଥାନୀୟ ପ୍ରଭାବ ଶାଳୀ ବ୍ୟକ୍ତି ବା ଜମି ମାଫିଆ ଏକ ବେଆଇନ କୋଠା ନିର୍ମାଣ (Illegal building) କରୁଛନ୍ତି । ହେଲେ ଏହାକୁ କିଛି ଦିନେ ତଳେ ସ୍ଥାନୀୟ ତହସିଲଦାର (Local Tahsildar) ଅବୈଧ ବେଆଇନ ନିର୍ମାଣ ବୋଲି ଘୋଷଣା କରିବା ସହ କୋଠାକୁ ତାଲା ପକାଇ ସିଲ କରିଥିଲେ ।
Dec 23,2021, 15:32 PM IST
ଫିଲ୍ମ ଷ୍ଟାଇଲରେ ବାଲିଗୁଡ଼ା ଜେଲରୁ କଏଦୀ ଫେରାର, ଏମିତି କରିଥିଲା ପ୍ଲାନ୍
ସୋମବାର ସୁଯୋଗ ପାଇ ପୂର୍ବ ଯୋଜନା ଅନୁଯାୟୀ ଟୁକୁନା ଲୁହା ଗେଟରେ ରହିଥିବା ଲୁହା ରଡ଼ କୁ କାଡ଼ି ସେଠୁ ସଭିଙ୍କ ସମ୍ମୁଖରେ ଚମ୍ପଟ ମାରିଥିଲା। ସତେ ଯେମିତି ଫିଲ୍ମରେ କଏଦୀମାନେ ଫେରାର ହୁଅନ୍ତି, ଠିକ ସେଭଳି। ଆଉ ଏବେ ଲୋକହସାର ପାତ୍ର ସାଜିଥିବା ପୋଲିସ ସ୍ଥାନେ ସ୍ଥାନେ ଟୁକୁନାଙ୍କୁ ଖୋଜୁଛି।
Dec 14,2021, 7:14 AM IST
ଗର୍ଭବତୀଙ୍କୁ ଯତ୍ନ ନା'ରେ ଯାତନା!
ଦାରିଙ୍ଗିବାଡିସ୍ଥିତ 'ମା ଗୃହ'ରେ ଆନୁସଙ୍ଗିକ ସୁବିଧା ସୁଯୋଗ ନାହିଁ। ଏଠାକୁ ଆସୁଥିବା ଗର୍ଭବତୀ ମହିଳାମାନେ ଶୌଚାଳୟ ପାଇଁ ପ୍ରତିଦିନ ସକାଳୁ ବାହାରକୁ ଚାଲି ଚାଲି ଯାଉଛନ୍ତି।
Nov 27,2021, 8:00 AM IST
ମୋହରା ସାଜିଲେ ମହିଳା; ସ୍ୱାବାଲମ୍ବୀ ନାଁରେ ଦେଢ଼ କୋଟି ଟଙ୍କା ଠକେଇ
ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଭୁବନେଶ୍ୱରରୁ ଆସିଥିବା କିଛି ଲୋକ ନିଜକୁ ପ୍ରାଥମିକ ବୁଣାକାର ସମବାୟ ସମିତିର ପରିଚାଳନା ପରିଷଦର ଅଧିକାରୀ କହି ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକ ଗ୍ରୁପ୍ ଠାରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି।
Nov 21,2021, 6:39 AM IST
National Press Day 2021
ନିଆରା ଢଙ୍ଗରେ ଜାତୀୟ ପ୍ରେସ ଦିବସ ପାଳନ କଲେ ଦୁଇ ଯୁବ ସାମ୍ବାଦିକ
ଛୋଟ ଛୋଟ ପିଲାଙ୍କୁ ଏହି ଅବସରରେ ବହି, ଖାତା, ପେନ, ପେନସିଲ ଓ ବିସ୍କୁଟ ଆଦି ଅତିଥିଙ୍କ ଦ୍ଵାରା ପ୍ରଦାନ କରିଥିଲେ ।
Nov 17,2021, 11:54 AM IST
BJD worker
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନା ପ୍ରଧାନମନ୍ତ୍ରୀ?
ଭାଇରାଲ ଭିଡ଼ିଓଟିରୁ ସ୍ପଷ୍ଟଭାବେ ଜଣାପଡୁଛି ଯେ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକ୍ରମ ଚାଲିଛି। ଯେଉଁଠି ଜଣେ କର୍ମୀ ବୋଧ ହୁଏ ନୂଆରେ ଦଳରେ ଯୋଗ ଦେଇଥିଲେ।
Nov 6,2021, 14:29 PM IST
ଜୁଆ ଆଡ୍ଡାରେ ପୋଲିସ ରେଡ୍; ୧୭ ଗିରଫ, ବିପୁଳ ଟଙ୍କା ଜବତ
ଚଢଉ ବେଳେ ୧୭ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପୋଲିସ ନଗଦ ୬୨ ହଜାର ୮୬୦ ଟଙ୍କା ସମେତ ୯ ଟି ମୋବାଇଲ ଜବତ କରିଛି।
Nov 5,2021, 11:22 AM IST
ବିଜେଡି ନେତାଙ୍କୁ ସ୍ୱଚ୍ଛ ଭାରତର ପାଠ ପଢ଼ାଇଲେ କଲେଜ ଛାତ୍ର
ଦଳୀୟ ପର୍ବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଆଇନ ଓ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ।
Oct 31,2021, 15:58 PM IST
covid guideline
ଆଇନ ଭାଙ୍ଗିଲେ ଆଇନ ମନ୍ତ୍ରୀ
ଦୁଇ ଦିନିଆ ଦାରିଙ୍ଗବାଡି ଗ୍ରସ୍ତରେ ଆସିଥିଲେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଦାରିଙ୍ଗବାଡି ବ୍ଲକ ପରିସରରେ ଆୟୋଜିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Oct 30,2021, 7:30 AM IST
Odisha Minister
ଆଇନ ମନ୍ତ୍ରୀଙ୍କୁ ବିରୋଧ ଭୟ! କଂଗ୍ରେସ, ବିଜେପି କର୍ମୀ ଥାନାରେ ଅଟକ
ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ ଦାରିଙ୍ଗବାଡ଼ି ଗସ୍ତରେ ଆସିଛନ୍ତି। ସେ ଦୁଇ ଦିନ ଧରି ଦାରିଙ୍ଗବାଡ଼ି ଅଂଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।
Oct 29,2021, 10:58 AM IST
ରଙ୍ଗୀନ ରାତିରେ ଫିକା ପଡିଲା କୋରୋନା କଟକଣା
ଦାରିଙ୍ଗବାଡିରେ ଗଜଲଷ୍ମୀ ପୂଜା କମିଟି ତରଫରୁ ଆୟୋଜିତ ହୋଇଥିଲା ଏଭଳି କାର୍ଯ୍ୟକ୍ରମ। ସରକାର ନିରାଡ଼ମ୍ବର ଭାବେ ପୂଜା ପାର୍ବଣ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏଠି ପାଳନ ହୋଇନଥିବା ଦେଖିବାକୁ ମିଳିଥିଲା।
Oct 24,2021, 10:20 AM IST
ମାନବିକତାର ପରିଚୟ ଦେଇ ଅସହାୟର ସାହା ହେଲେ ଜଗନ୍ନାଥ
ଅସହାୟ ଯୁବକ ବିମଳ ନାୟକ ଦୀର୍ଘ ଦିନ ଅସୁସ୍ଥ ହେବା ପରେ ମାନସିକ ଭାବେ ଦୁର୍ବଳ ହୋଇ ପଡିଛନ୍ତି। ତାଙ୍କର ପ୍ରକୃତ ଘର ଦାରିଙ୍ଗବାଡ଼ି ବ୍ଲକ ବୁରାଙ୍ଗିଆ ଗାଁରେ ବୋଲି କହୁଥିବା ବେଳେ ତାଙ୍କୁ କିଛି ଦୁର୍ବୃର୍ତ୍ତ ଲିଙ୍ଗାଗଡ଼ ପଂଚାୟତ ବେଟିକଲା ଗାଁରେ ମାଡ ମାରିବା ସହ ବିଦ୍ୟୁତ ଖୁଣ୍ଟରେ ଚଢାଇ ତାଙ୍କ ହାତକୁ ଆଘାତ ପହଞ୍ଚାଇ ଥିଲେ।
Oct 13,2021, 6:50 AM IST
ବିଜେଡି ବିଧାୟକଙ୍କ ବିରୋଧରେ କଂଗ୍ରେସର ସାମ୍ବାଦିକ ସମ୍ବିଳନୀ
ଏହି ସାମ୍ବାଦିକ ସମ୍ବିଳନୀରେ ବ୍ଲକ ଅଧ୍ୟକ୍ଷା ରୁଦା ମଳିକ, ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ, ସମିତି ସଭ୍ୟ କରମସିଂ ନାୟକ, ପ୍ରଭଞ୍ଜନ ନାୟକ, ବିଦ୍ୟାଧର ମଳିକ, ପ୍ରମୁଖ ଉପସ୍ଥିତ ରହିଥିଲେ ।
Sep 22,2021, 10:36 AM IST
କିଏ ଦୁର୍ନୀତିଖୋର? ଆରୋପ ପ୍ରତ୍ୟାରୋପ ଜାଲରେ ଛନ୍ଦି ହୋଇଛନ୍ତି BJD-Congress
ଗତ ୪ ଦିନ ତଳେ ଅର୍ଥାତ ୧୭ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅଧ୍ୟକ୍ଷା ରୁଦା ମଲିକ, ବିଜୁ ଜନତା ଦଳର ବିଧାୟକ ଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ପ୍ରତିବାଦ କରି ସରପଞ୍ଚ ଓ ସମିତି ସଭ୍ୟ-ସଭ୍ୟାଙ୍କୁ ନେଇ ଆମରଣ ଅନଶନ କରିଥିଲେ।
Sep 21,2021, 6:41 AM IST
ଅଧିକାର ପାଇଁ ଆମରଣ ଅନଶନ; ବିଧାୟକ-ଯନ୍ତ୍ରୀ ମଧୁଚନ୍ଦ୍ରିକାକୁ ଜନପ୍ରତିନିଧିଙ୍କ ବିରୋଧ
ସରକାରୀ କାର୍ଯ୍ୟର କୌଣସି ସରକାରୀ ତଥ୍ୟ ନ ଥିବା ବେଳେ ଏଥିରେ ଚଞ୍ଚକତା କରି ବିଧାୟକ ସରକାରୀ ଜମିକୁ ହାତେଇଛନ୍ତି। ତେଣୁ ତୁରନ୍ତ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି ହୋଇଛି।
Sep 17,2021, 6:46 AM IST
MGNREGA
ମନରେଗା ଯୋଜନାରେ ମହାଘୋଟାଲା; ଅଙ୍ଗନବାଡି ଦିଦିଙ୍କ ଖାତାକୁ ଯାଉଛି ଟଙ୍କା, ଅଟକଳ ମୂଲ୍ୟଠୁ ବିଲ୍ ଅଧ
ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ମହକୁମାରେ ମନରେଗା ଯୋଜନାରେ ଏକ ଜମି ଉନ୍ନୟନ (Land Development) କାମ ଗତ ୩ ମାସ ତଳେ କରାଯାଇଛି। ଆଉ ଏଥିପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ଏଥିରେ ବୁଡ୍ରାପାଙ୍ଗା ଗ୍ରାମର ଅନେକ ଲୋକ କାମ କରିଛନ୍ତି।
Sep 1,2021, 9:11 AM IST
Odisha
ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ ଘଟଣାରେ ସରପଞ୍ଚ ସମେତ ୪ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍
ଶ୍ରାନିକେତା ସରପଞ୍ଚ ସୁପର୍ଣ୍ଣା ପ୍ରଧାନ, ବିଡ଼ିଓ ଦାରିଙ୍ଗବାଡି, କନ୍ଧମାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ପୂର୍ବତନ ଶ୍ରାନିକେତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଭୋଇ ୬ ସପ୍ତାହ ମଧ୍ୟରେ ଜବାବ ରଖିବେ ଲୋକାୟୁକ୍ତଙ୍କ ନିକଟରେ।
Aug 21,2021, 23:30 PM IST
corruption
ଦୁର୍ନୀତି ବଖାଣୁଛି ଆବାସ ଯୋଜନାର ଫଳକ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ସିକନବାଡ଼ି ଗ୍ରାମରେ ମିଳିଛି ଆବାସ ଯୋଜନା ଦୁର୍ନୀତିର ପ୍ରମାଣ। ବାଡ଼ାବାଙ୍ଗା ପଞ୍ଚାୟତର ସିକନବାଡ଼ି ଗ୍ରାମରେ ରହୁଥିବା ନରେଶ ପ୍ରଧାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି ବୋଲି ଏକ ଆବାସ ଯୋଜନାର ଫଳକ ପ୍ରଦାନ କରାଯାଇଛି।
Aug 17,2021, 12:57 PM IST
Daringbadi Govt Girls High School
ଛାତ୍ରୀ ଚିହ୍ନଟ ହେଲେ କୋରୋନା ସଂକ୍ରମିତ; ସପ୍ତାହେ ପାଇଁ ବନ୍ଦ ହେଲା ପାଠପଢ଼ା
କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ଛାତ୍ରୀଙ୍କୁ ସ୍ୱତନ୍ତ୍ର କଠୋରୀରେ ସଙ୍ଗରୋଧରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଛି।
Aug 10,2021, 18:27 PM IST
Fake Photo
କନ୍ଧମାଳର ଯୁବ IASଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା! ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ
ଦାରିଙ୍ଗବାଡି ଅଞ୍ଚଳର ଯାଜ୍ଞସେନ ପ୍ରଧାନ ନାମକ ଜଣେ ୨୩ ବର୍ଷୀୟ ଆଦିବାସୀ ଛାତ୍ର UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।
Aug 4,2021, 12:45 PM IST
pension money scam
ଗରିବ-ଅସହାୟଙ୍କ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ, ୫୦୦ ବଦଳରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରଖିଥିଲେ PEO
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଶ୍ରାନିକେତା ପଞ୍ଚାୟତରୁ ସଙ୍ଗୀନ ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ୨୦୧୭-୧୮ ଆର୍ଥିକ ବର୍ଷରେ ଶ୍ରାନିକେତା ପଞ୍ଚାୟତରେ ଯେଉଁ ସମୀକ୍ଷା ହୋଇଥିଲା ସେହି ରିପୋର୍ଟରେ ଦର୍ଶାଯାଇଛି ଯେ ଭତ୍ତା କ୍ୟାସବୁକରେ ସମ୍ପୂର୍ଣ୍ଣ ତଥ୍ୟ ରହୁନାହିଁ।
Jul 20,2021, 14:51 PM IST
ଜୀବନ ନେଲା ଏକତରଫା ପ୍ରେମ! କୀଟନାଶକ ପିଇ ଗାଈ ଚରାଇବାକୁ ଯାଇଥିଲେ ଯୁବକ
ଆଜି ସକାଳ ପ୍ରାୟ ୯ଟା ସମୟରେ ଘରେ ଥିବା କୋବି ପୋକ ମରା ଔଷଧକୁ କର୍ଣ୍ଣ ଖାଇଦେଇ ଗୋରୁ ଚରାଇବାକୁ ଚାଲିଯାଇଥିଲେ। ଆଉ କିଛି ସମୟ ପରେ ଘରକୁ ଫେରିଥିବା ବେଳେ କର୍ଣ୍ଣଙ୍କ ପାଟିରୁ ରକ୍ତ ଯାବ ଲାଳ ବାହାରୁଥିବା ଦେଖି ମାଆ ସନ୍ଦେହ କରିଥିଲେ।
Jul 17,2021, 16:06 PM IST
ଦୁଇ ପୁଅ-ଝିଅଙ୍କୁ କୂଅକୁ ଠେଲି ମାରିଲା ଜନ୍ମ କଲା ମା'
କୂଅରୁ ଉଦ୍ଧାର ୫ ବର୍ଷର ପୁଅ ଓ ୯ ବର୍ଷର ଝିଅକୁ ଡାକ୍ତର ମୃତ ଘୋଷଣା କଲେ। ସ୍ୱାମୀ ସହ ଝଗଡ଼ା କରି ସ୍ତ୍ରୀ ଦୁଇ ପିଲାଙ୍କୁ ନେଇ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି।
Jul 17,2021, 10:32 AM IST
ଗ୍ରାହକଙ୍କୁ ୧୬୦ ଟଙ୍କା ଠକି ୫୧୬୦ ଟଙ୍କା ଗଣିଲା ହିରୋ ସୋରୁମ
ବାଇକର OIL ବଦଳାଇବା ନାଁରେ ଆବଶ୍ୟକତା ଠାରୁ ଅଧିକ ଚାର୍ଜ କରି ୧୬୦ ଟଙ୍କା ନେଇଥିଲା। ଆଉ ଏନେଇ ସମାଜସେବୀ ଜଣକ ଜିଲ୍ଲା ଖାଉଟି ପରାମର୍ଶ କେନ୍ଦ୍ର (Consumer Counseling Center) ର ଦ୍ୱାରସ୍ତ ହୋଇ ଅଭିଯୋଗ କରିଥିଲେ।
Jul 17,2021, 7:54 AM IST
muklingia hill top
ଯୁବପିଢ଼ିଙ୍କ ନୂଆ ଠିକଣା ମୁକଲିଙ୍ଗିଆ ହିଲ୍ ଟପ୍
ଏଠାକୁ ଯିଏ ଥରୁଟିଏ ଆସୁଛି, ମନରେ ସାଇତି ନେଇଯାଇଛି ମୁକଲିଙ୍ଗିଆର ପ୍ରକୃତି ଭରା ଛବି। ଆଉ ପୁଣି ଥରେ ଆସିବାକୁ ମନ କରିଯାଉଛି।
Jul 16,2021, 15:29 PM IST
Dry Timber
ବିଫଳ ହେଲା ପ୍ରୟାସ; ଗଛ ବଦଳରେ ମାଟିରେ ଠିଆ ହୋଇଛି ଶୁଖିଲା କାଠ ଗଣ୍ଡି
ଯଦିଓ ବନ ବିଭାଗ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଥିବା ଗଛର ପୁନଃ ପ୍ରତିରୋପଣ କରାଯାଇଥିଲା ହେଲେ ଏହାର ଯତ୍ନ ନିଆଯାଇ ପାରିନଥିଲା କିମ୍ବା ଏହାକୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରାଯାଇ ପାରିନଥିଲା।
Jun 30,2021, 22:11 PM IST
Father Son Land Mafia
ଦାରିଙ୍ଗବାଡ଼ିରେ ଜମି ମାଫିଆଙ୍କ ରାଜୁତି; ଗିରଫ ହେଲେ ବାପା ପୁଅ
ଜମି ମାଫିଆ ବାପା ପୁଅ ଉକ୍ତ ମହିଳାଙ୍କ ଘର ଭାଙ୍ଗିଦେବା ସହ ସମସ୍ତ ଘରକରଣ ସାମଗ୍ରୀ ଚୋରି କରି ନେଇଯାଇଥିଲେ।
Jun 28,2021, 20:56 PM IST
odisha lokayukta
ସରକାରୀ ଯୋଜନା ହଡପ କରି ହରଡ଼ଘଣାରେ GRS
ଜିଆର ଏସ ନଳିନୀକାନ୍ତ ସାହୁ, ସିଆଙ୍ଗବାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଦାରିଙ୍ଗବାଡି ବ୍ଲକର ପୂର୍ବତନ ବିଡ଼ିଓ ତଥା ପିଏ ଆଇଟିଡିଏ (PA ITDA) କରଞ୍ଜିଆର ସୁନାକର ଶର୍ମା ଏବଂ ନଳିନୀକାନ୍ତ ସାହୁଙ୍କ ସ୍ତ୍ରୀ ସେସନ୍ତି ପ୍ରେରଣା ତୁଲ ୬ ସପ୍ତାହ ମଧ୍ୟରେ ରଖିବେ ଜବାବ।
Jun 26,2021, 7:19 AM IST
corona kit
ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଶା କର୍ମୀଙ୍କୁ କୋରୋନା କିଟ୍ ବଣ୍ଟନ
ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଆଶା କର୍ମୀଙ୍କୁ ପ୍ରଦାନ କରାଯିବ କୋରୋନା କିଟ।
Jun 25,2021, 21:39 PM IST
Political Talk War
ଟିକାକରଣ କେନ୍ଦ୍ରରେ ଟିକା ଅଭାବକୁ ନେଇ ରାଜନୈତିକ ବାକ ଯୁଦ୍ଧ
ଟିକାକେନ୍ଦ୍ରରେ ଦିଆଯାଉଥିବା ଚିରିକୁଟିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବାକୁ ନେଇ ତେଜିଥିଲା ରାଜନୀତି।
Jun 22,2021, 23:15 PM IST
ମାଷ୍ଟର ମାଇଣ୍ଡ ବଣୁଆ ସହ ୪ ନକଲି ମାଓବାଦୀ ଗିରଫ
ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହ ୬ଟି ଧାରୁଆ ଅସ୍ତ୍ର, ଖଣ୍ଡା ଓ ଛୁରୀ ଆଦି ସାଙ୍ଗକୁ ୧୦,୫୦୦ ନଗଦ ଟଙ୍କା, ଦୁଇଟି ମୋବାଇଲ ଓ ସୁନା କିଛି ଜବତ ହୋଇଛି। ଆଉ ଜବତ ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ୪୦ ଟଙ୍କା ହେବ ବୋଲି ଜଣାପଡ଼ିଛି।
Jun 17,2021, 0:20 AM IST
ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ଗତ ୧୨ ତାରିଖ ଦିନ ରାତି ପ୍ରାୟ ୮ଟା ସମୟରେ ପୀଡ଼ିତା ଜଣକ ଶୌଚ କରିବାକୁ ବାହାରକୁ ଆସିଥିବା ସମୟରେ ବିନୟ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ବଳ ପୂର୍ବକ ଟେକିନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା।
Jun 16,2021, 20:30 PM IST
National Dignity
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
କାର୍ଯ୍ୟସ୍ଥଳରେ ତାଙ୍କର ହୃତଘାତରେ ମୃତ୍ୟୁ ହୋଇଥିବାର ଖବର ଆସିଥିଲା
Jun 15,2021, 16:42 PM IST
Odia Army Jawan
ହୃତଘାତରେ ଓଡ଼ିଆ ସେନା ଯବାନ ମୃତ
ଆଜକୁ ୧୪ ବର୍ଷ ତଳେ ଅର୍ଥାତ ୨୦୦୭ ମସିହାରେ ସେନାରେ ଯୋଗ ଦେଇଥିଲେ ଓଡ଼ିଆ ଯବାନ।
Jun 14,2021, 23:18 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.