Advertisement
Videos Details/odisha/zeeodisha2102400
Video ThumbnailPlay icon

Odisha Weather: ଆସନ୍ତାକାଲି ପାଗ ଶୁଖିଲା, ୧୧ ତାରିଖରୁ ଆରମ୍ଭ ହେବ ବର୍ଷା

ଖସୁଛି ପାରଦ ଥରୁଛି ଉତ୍ତର ଆଭ୍ୟନ୍ତର ଓଡ଼ିଶା । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଆସୁଛି ଶୁଷ୍କ ଓ ଥଣ୍ଡା ବାୟୁ ଯାହାର ପ୍ରଭାବରେ ରାତିରେ ପାରଦ ଖସୁଛି। ଝାରସୁଗୁଡ଼ାରେ 9.1 ଡିଗ୍ରୀ , ସୁନ୍ଦରଗଡ଼ ରେ 9.2 ଡିଗ୍ରୀ ରାଉରକେଲା ରେ 9.9 ଡିଗ୍ରୀ ଏବଂ କରେଇ ଠାରେ 6.7 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଏହି ଭଳି ପାଗ ଲାଗିରହିବ । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆଜି ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ରେ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଗ ଶୁଖିଲା ରହିବ । 11 ତାରିଖ ରେ ଉତ୍ତର ଆଭ୍ୟାନ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତି କିଛି ଜିଲ୍ଲା ଓ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବ।
Netri Suniti Mund: ଲଣ୍ଡା ହୋଇ ବୁଲିଲେ ପୂର୍ବତନ ବିଜେପି ପ୍ରାର୍ଥିନୀ, ଭିଡିଓ ହେଲା ଭାଇରାଲ
Play icon02:10
Video: ଛାତ ଉପରେ ଏମିତି ହରକତ କରୁଥିଲେ ଯୁବକ ଯୁବତୀ, ଭିଡିଓ ଭାଇରାଲ
Play icon00:43
Video: GYMରେ ଚାଲିଛି ଏମିତି କିଛି, ଅଭିନେତ୍ରୀ ରିୟାଙ୍କ ଭିଡିଓ ଭାଇରାଲ୍
Play icon00:45
Video: ଯାତ୍ରା ମଞ୍ଚରେ ମୋବାଇଲ୍ ମାଡ, ଥରକରେ ଦିଫାଳ, ଭିଡିଓ ଭାଇରାଲ୍
Play icon00:35
Jatra Dancer Rani: ଖଣ୍ଡଗିରି ମେଳାରୁ ବିଦା ହେବା ପରେ କୋଉଠୁ ଭାଇରାଲ ହେଲା ରାନୀଙ୍କ ଭିଡିଓ
Play icon01:08
Odia Actress Maina: ଭାଇରାଲ ହେଲା ମୋ ଦେହରେ ଓଢଣୀ ପଡିଛି ନୂଆ ନୂଆ ଗୀତର ହିରୋଇନ୍ ଙ୍କ ଭିଡିଓ
Play icon00:51
Viral Video: ପୁଣି ଥରେ କାହା ପ୍ରେମରେ ପଡି଼ଲେ ଅଭିନେତ୍ରୀ ମିଠି, ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:43
 Viral Video: ଧର୍ମ ବଦଳାଇଲେ କି ଓଡି଼ଆ ଅଭିନେତ୍ରୀ ଶିବାନୀ ସଙ୍ଗୀତା , ଭାଇରାଲ୍ ହେଉଛି ଏହି ଭିଡିଓ
Play icon01:18
Viral Video: ସାହୁ ଭାଉଜଙ୍କ ପରେ ମଞ୍ଚ ପଛପଟୁ ଭାଇରାଲ୍ ହେଲା ଅଭିନେତ୍ରୀ ସୋନାଲିଙ୍କ ଏହି ଭିଡିଓ
Play icon00:59
Asima Panda viral Video: କୁମ୍ଭାର ଖଳାରୁ ଅସୀମା ପଣ୍ଡାଙ୍କ ୩୦ ସେକେଣ୍ଡର ଭିଡିଓ ଭାଇରାଲ
Play icon00:30
Jayshree Sarangi viral Video: ପଶ୍ଚିମ ଓଡ଼ିଶାର ଜଣାଶୁଣା ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ
Play icon00:28
Viral Video: ଖଣ୍ତଗିରି ଗଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା, ବିରୋଧିଙ୍କୁ ଦେଲେ ଏମିତି ଝଟକା
Play icon01:05
Viral Video: ବେଡରୁମ୍ ରୁ ଭାଇରାଲ୍ ହେଲା ପୁରୀ ବୋହୂଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:59
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Item Girl Rani priyadarshini: ଖଣ୍ଡଗିରିରେ ଆଇଟମ ଗାର୍ଲ ରାଣୀଙ୍କ ଶିବ ତାଣ୍ଡବ, ଭାଇରାଲ ହେଉଛି ଭିଡିଓ
Play icon01:45
Video: ନାଚ ଛାଡି ଯାତ୍ରା ମଞ୍ଚରେ ଏମିତି କିଛି କଲେ ସାହୁ ଭାଉଜ, ସମସ୍ତେ କାବା !
Play icon00:33
Viral Video: ଖଣ୍ଡିଗିରିରେ ଯାତ୍ରା ଆଇଟମ ଡ୍ୟାନସର ଅଭିନେତ୍ରୀ ରାଣୀଙ୍କୁ ବିରୋଧ
Play icon02:43
Road accident: ଟାୟାର ଫାଟିବାରୁ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେଲା ବସ୍, ୮ ଜଣଙ୍କ ମୃତ୍ୟୁ, ୬ ଆହତ
Play icon00:15
Viral Video: ପାର୍କରୁ ଭାଇରାଲ ହେଲା ଯୁବକ-ଯୁବତୀଙ୍କ ଭିଡିଓ
Play icon00:17
Video: ପାଣି ପିଉଥିଲା ହାତୀ, ହଠାତ୍ ଆକ୍ରମଣ କଲା କୁମ୍ଭୀର, ଦେଖନ୍ତୁ କିଏ ଜିତିଲା ମୃତ୍ୟୁର ବାଜି? ଭିଡିଓ ଭାଇରାଲ୍
Play icon00:28
Viral Video: ମନାଲୀରୁ ଭାଇରାଲ ହେଲା ରୁପାପିଣ୍ଟୁଙ୍କ ଭିଡିଓ
Play icon00:19
Viral Video: ପୁଣି ଥରେ କଲେଜ ଛାତ୍ରୀଙ୍କର ନିଛାଟିଆ ଅଞ୍ଚଳରୁ ଭାଇରାଲ ହେଲା ୩୦ ସେକେଣ୍ଡର ଭିଡିଓ
Play icon00:30
କୁମ୍ଭ ମେଳାରୁ ଭାଇରାଲ୍ ହେଲା ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଏହି ଭିଡିଓ, ଦେଖନ୍ତୁ...
Play icon02:33
 ବାର୍ଥ ଟବ୍-ରୁ ଭାଇରାଲ୍ ହେଲା ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:50
ଲିଫ୍ଟରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:55
Anu Choudhury Viral Video: ହୋଟେଲରୁ ଭାଇରାଲ୍ ହେଲା ଅନୁ ଚୌଧୁରୀଙ୍କ ଏହି ଭିଡିଓ, ସାଙ୍ଗରେ ଅଛନ୍ତି...
Play icon00:55
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Dance Video: ରୂପା-ପିଣ୍ଟୁଙ୍କ ଆଉ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍, ଦେଢ଼ ଲକ୍ଷରୁ ଅଧିକ କରି ସାରିଲଣି ଲାଇକ୍
Play icon00:33
Video: ପୋଲିସ ଡ୍ରେସରେ ଏମିତି ରିଲ୍ସ, ଦେଖିଲେ କହିବେ ୱା ୱା...
Play icon00:47
Rourkela Train Derails: ଟ୍ରାକରୁ ଖସି ରାଉରକେଲା ଜନବସତି ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ
Play icon00:48