Viral Video: ୯୦ ଦଶକର ହିରୋଇନ୍ ମିଠି। ଏକାଧିକ ଓଡିଆ ଫିଲ୍ମ ଓ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳେ। ତେବେ, ଏବେ ସେ ଅଭିନୟ ଛାଡି ନିଜ ସ୍ବାମୀ ଓ ପିଲାଙ୍କ ସହ ବିଦେଶରେ ରହୁଛନ୍ତି। ତେବେ, ଏହାରି ଭିତରେ ମିଠିଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ...
ALSO READ: Viral Video: ଧର୍ମ ବଦଳାଇଲେ କି ଓଡି଼ଆ ଅଭିନେତ୍ରୀ ଶିବାନୀ ସଙ୍ଗୀତା , ଭାଇରାଲ୍ ହେଉଛି ଏହି ଭିଡିଓ
ALSO READ: Viral Video: ସାହୁ ଭାଉଜଙ୍କ ପରେ ମଞ୍ଚ ପଛପଟୁ ଭାଇରାଲ୍ ହେଲା ଅଭିନେତ୍ରୀ ସୋନାଲିଙ୍କ ଏହି ଭିଡିଓ
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.