Video: ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରୟାସ କରୁଛନ୍ତି । ଏହି ଭିଡିଓଟିରେ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ଘର ଛାତ ଉପରେ ଜଣେ ଯୁବତୀ ଡ୍ୟାନ୍ସ କରୁଥିବା ସମୟରେ ଅନ୍ୟ ଏକ ଛାତରେ ଜଣେ ଯୁବକ ତାଳରେ ତାଳ ମିଶାଇ ଡ୍ୟାନ୍ସ କରୁଛନ୍ତି । କେହି ଜଣା ବ୍ୟକ୍ତି ଏହି ଦୃଶ୍ୟଟିକୁ ନିଜ ମୋବାଇଲ କ୍ୟାମେରା ମାଧ୍ୟମରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ନିଆଁ ପରି ଭାଇରାଲ୍ ହେଉଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.