Viral Video: ଯାଜପୁର ସୁକିନ୍ଦା ଶିଳ୍ପ ମହୋତ୍ସବ ୨୦୨୫ରେ ଯୋଗ ଦେଇଥିଲେ ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲା । ନିଜ ଲୁକ୍, ଡ୍ୟାନ୍ସ ସହ ନିଆରା ଝଲକରେ ମତୁଆଲା କରିଥିଲେ ଦର୍ଶକଙ୍କୁ । ଏହି କାର୍ଯ୍ୟକ୍ରମର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.