Mo Bus Accident CCTV Video: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ବିଡିଏ ଛକରେ ଏକ ମୋ ବସ୍ ଦୁର୍ଘଟଣାରେ ଦୁଇ ଜଣ ମହିଳା ଗୁରୁତର ଆହତ ହେବା ପରେ ଶୁକ୍ରବାର ଦିନ ସକାଳେ କଟକର ଖାନ ନଗରରେ ଏକ ଦ୍ରୁତଗାମୀ ମୋ ବସ୍ ଧକ୍କା ଦେବାରୁ ଜଣେ ପରିବା ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ଏହାର CCTV ଭିଡିଓ ଭାଇରାଲ୍ ହେଉଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.