Advertisement
Videos Details/odisha/zeeodisha1978785
Video ThumbnailPlay icon

Video: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ, ମଙ୍ଗଳବାର ଆଲୋଚନା ହେବ

Video: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ଦ୍ବିତୀୟ ଦିନରେ ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ୍, ସଂଳାପକାର, କାହାଣୀକାର ଯୋଗ ଦେଇ ସେମାନଙ୍କ ସମର୍ଥନ ଜଣାଇଥିଲେ। ଗତକାଲି ଠାରୁ ୫ଦଫା ଦାବି ନେଇ ଆରମ୍ଭ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଅଧିକରୁ ଅଧିକ ସମର୍ଥନ ହିଁ ଚଳଚ୍ଚିତ୍ର ପ୍ରତି ଅଧିକରୁ ଅଧିକ ଭଲ ପାଇବା ଦର୍ଶାଉଛି। 

ଯଦି ସରକାର ୫ଦଫା ଦାବିର କୌଣସି ସମାଧାନ ନକରନ୍ତି ଆସନ୍ତା କାଲିଠାରୁ ପ୍ରଥା ଚଳଚ୍ଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ଆମରଣ ଅନଶନରେ ବସିବେ ଓ ଯଦି ତାଙ୍କର କିଛି ହୁଏ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି। ଆଜିର ଧାରଣାରେ ଅଭିନେତା ତଥା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପହଞ୍ଚି ନିଜର ସହ କଳାକାରଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଓଲିଉଡ ସୁପରଷ୍ଟାର ଅରିନ୍ଦମ ରୟ, ଅଭିନେତା ପାର୍ଥସାରଥୀ, ଅଖିଳ ପଟ୍ଟନାୟକ, ରୋଷନ ଅଗ୍ରୱ।ଲ୍, କୁମାର, ଅଭିନେତ୍ରୀ ପିଙ୍କି ପ୍ରଧାନ, ନିର୍ଦ୍ଦେଶକ ବବି ଇସଲାମ, ତାପସ ସରଘରିଆ, ତିରୁପତି ସାହୁ, ସଂଳାପ ଲେଖକ ଡଃ ରଜନୀ ରଞ୍ଜନ, ସତୀଶ ମିଶ୍ର, କ୍ୟାମେରାମ୍ୟାନ ବାପି, ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ, ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା, ପ୍ରଯୋଜକ ସଂଜୟ ପାତ୍ର, ଦୀପକ ମହାନ୍ତି , ରଞ୍ଜନ ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ।

Video: ନାତୁଣୀ ବାହାଘରରେ କମାଲ କଲେ ଜେଜେମା, ଗୀତ ବାଜୁଥିଲା ଛି ଛି ଛିରେ ନନୀ ଛି
Play icon00:42
Kaberi Padhi Video: ଯାତ୍ରା ଅଭିନେତ୍ରୀ କାବେରୀଙ୍କ ଆଉ ଏକ ରୋମାଣ୍ଟିକ୍ ଭିଡିଓ ଭାଇରଲ୍, ଏହି ଯବୁକଙ୍କ ସହ...
Play icon00:59
Video: ଭାଇରାଲ ଗର୍ଲ ଡେଭିଲ୍ କୁଇନ ଷ୍ଟୁଡିଓ ଭିତରେ, କରୁଛନ୍ତି କ'ଣ ଦେଖନ୍ତୁ
Play icon00:50
Dhvani Bhanushali: ଛାତ୍ରୀଙ୍କ ମୃତ୍ୟୁ ଦିନ ଚାଲିଥିଲା କିଟ୍ ଫେଷ୍ଟ 8.0, ଆସିଥିଲେ ବଲିଉଡ ସିଙ୍ଗର
Play icon00:44
Video: ରୂପାଙ୍କ ସହ ମୁନା, କୋଣାର୍କ ଗଣନାଟ୍ୟ ଟ୍ରକ ପାଖରୁ ଭିଡିଓ ଭାଇରାଲ୍
Play icon00:15
Horse Dance: ଦୁଇ ଗୋଡରେ ଠିଆ ହୋଇ ବ୍ରେକ୍ ଡ୍ୟାନ୍ସ କଲା ଘୋଡା, ଭିଡିଓ ଦେଖି ଉଡିଯିବ ହୋସ!
Play icon00:33
Video: ନଥିଲେ ଦର୍ଶକ, ଯାତ୍ରା ମଞ୍ଚରେ ଚାଲିଥିଲା ଏମିତି କିଛି... ଭିଡିଓ ଭାଇରାଲ୍
Play icon00:41
KIIT University Audio Viral: ସେଦିନ ପ୍ରକୃତରେ ଘଟିଥିଲା କ'ଣ, ଭାଇରାଲ ହେଲା ଅଡିଓ କଲ୍
Play icon01:40
Video: ଓଲିଉଡ ଗାୟିକା ନାଭ୍ୟାଙ୍କ ହାତରେ କିଏ ଲଗେଇଲା ମେହେନ୍ଦୀ ? ଭିଡିଓ ଭାଇରାଲ୍
Play icon00:38
Viral Video: ଝିଅ ସହ କଥା ହେବାରୁ ଛାତ୍ରଙ୍କୁ ଛୁରା ମାରି ଦରମରା କରିଦେଲା ବାପା, କୋଚିଂ ସେଣ୍ଟରର CCTV ଭିଡିଓ ଭାଇରାଲ
Play icon00:45
Actress Jhilik: ଅଯୋଧ୍ୟାରୁ ଭାଇରାଲ୍ ହେଲା ଅଭିନେତ୍ରୀ ଝିଲିକ୍ ଙ୍କ ଏହି ଭିଡିଓ, ସାଙ୍ଗରେ ଅଛନ୍ତି...
Play icon00:47
Riya Dey: ହଟ୍ ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ରିୟା ଦେ, ଭାଇରାଲ୍ ହେଲା ଏହି ଡ୍ୟାନ୍ସ ଭିଡିଓ...
Play icon00:36
Kiit Video: ସାମ୍ନାକୁ ଆସିଲା କ୍ଷମା ପ୍ରାର୍ଥନାର ଆଉ ଏକ ଭିଡିଓ, ଶୁଣନ୍ତୁ କଣ କହିଲେ ଅଧିକାରୀ
Play icon00:48
Odisha Weather: ପଶ୍ଚିମା ଝଡ ଆଣୁଛି ବର୍ଷା, ଘଡଘଡି ବିଜୁଳି ସହ ବର୍ଷା ନେଇ ୬ ଜିଲ୍ଲାକୁ ୱାର୍ଣ୍ଣିଂ
Play icon03:54
Viral Video: କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ଭାଇରାଲ ହେଉଛି ଖୁସବୂ ପାଣ୍ଡେଙ୍କ ଏହି ଭିଡିଓ....
Play icon01:06
Video: Kiit ଘଟଣାରେ ନିଜ ଭୁଲକୁ ନିଜେ ସ୍ୱୀକାର କଲେ ମଞ୍ଜୁଷା ପାଣ୍ଡେ, ଶୁଣନ୍ତୁ କଣ କହିଲେ
Play icon01:00
Constable Reena: ହାତରେ ବାଡ଼ି, କୋଳରେ ପିଲା; ମମତା ଏବଂ କର୍ତ୍ତବ୍ୟ ଉଭୟ ଏକାଠି, RPSF କନଷ୍ଟେବଳଙ୍କ ଭିଡିଓ ଦେଖି ଆପଣ କରିବେ ସଲାମ୍
Play icon00:34
Nisa Moharana Viral Video: ମଞ୍ଚ ଉପରେ ଆଇଟମ ଗାର୍ଲ ନିଶାଙ୍କ ଉପରେ ପଡିଲା ଗାଳି, ଦର୍ଶକ ଦେଲେ ଏଭଳି ପ୍ରତିକ୍ରିୟା...
Play icon00:14
Video: ପୋଲିସ୍ ଡ୍ରେସରେ ଅଭିନେତା ବୁଦ୍ଧାଦିତ୍ୟ କରୁଥିଲେ ଏମିତି କାମ, ଭିଡିଓ ଭାଇରାଲ୍
Play icon00:43
ଓଡି଼ଶା ଛାଡି଼ କାହିଁକି ବେଙ୍ଗାଲୁରୁରେ ପହଞ୍ଚିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଜାଣନ୍ତୁ
Play icon03:04
KIIT University Tragedy: 'ମୋ ଝିଅ ତ ଚାଲିଗଲା...ହେଲେ ଏମିତି କାଣ୍ଡ ଆଉ କାହାସହ ନହେଉ'
Play icon02:24
 KIIT University Student Death: ପ୍ରଦର୍ଶନ ସମୟରେ କିଟ୍ ଛାତ୍ରଙ୍କୁ ଏପରି ଗୋଡ଼େଇ ପିଟିଥିଲେ ସିକ୍ୟୁରିଟି, ଆଉ ଏକ ଭିଡିଓ ଭାଇରଲ
Play icon00:56
KIIT University Hostel Video: ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଅଶାନ୍ତ କିଟ୍ କ୍ୟାମ୍ପସ, ପୁଣି ଭାଇରାଲ ହେଲା ନୂଆ ଭିଡିଓ
Play icon01:03
Ananya sritam Nanda viral Video: ଯୁବ କଣ୍ଠଶିଳ୍ପୀ ଅନନ୍ୟା ନନ୍ଦଙ୍କ ଭିଡିଓ ଭାଇରାଲ
Play icon02:12
Viral Video: ଏହି ବ୍ୟକ୍ତିଙ୍କୁ ବିବାହ କରିବେ ମୀରା ପରିଡା!  ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:58
ହଲି ଡେ'ରେ ଏମିତି ମସ୍ତି କରୁଛନ୍ତି ଅଭିନେତ୍ରୀ ପ୍ରକୃତି, ହୋଟେଲ୍ ରୁ ଭାଇରାଲ  ହେଲା ଏହି ଭିଡିଓ
Play icon00:46
Viral Video: ପୋଖରୀ ହୁଡାରୁ ଭାଇରାଲ ହେଲା ଯୁବତୀଙ୍କ ୨୬ ସେକେଣ୍ଡର ଭିଡିଓ
Play icon00:27
 Viral Video: କାହା ସହ ବାର୍ଥ-ଡେ ସେଲିବ୍ରେସନ୍ କଲେ ମନୋଜ ମିଶ୍ରଙ୍କ ଦ୍ବିତୀୟ ସ୍ତ୍ରୀ ମମତା, ଭାଇରାଲ୍ ହେଲା ଏହି ଭିଡିଓ
Play icon00:53
Plane Crash in Toronto: ଭୟଙ୍କର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୮୦ ଯାତ୍ରୀ, ଭାଇରାଲ ହେଉଛି ଦୁର୍ଘଟଣା ସମୟର ଭିଡିଓ
Play icon00:42
Viral Video: ଜଙ୍ଗଲ ଭିତରେ ଏମିତି କିଛି କଲେ ଅଭିନେତ୍ରୀ ଅନିଶା, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଏହି ଭିଡି଼ଓ
Play icon01:15