Video: ଛି ଛି ଛି ନନୀ ଗୀତକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗାଁଠୁ ସହର ଦେଶଠୁ ବିଦେଶ ସବୁଆଡେ ଏବେ ଏହି ଗୀତରେ ବହୁଳ ମାତ୍ରାରେ ରିଲ୍ସ ତିଆରି କରାଯାଉଛି । ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ବିଦେଶୀ ଯୁବକ ମଧ୍ୟ ବେଶ୍ ଉତ୍ସାହର ସହ ଏହି ଲୋକପ୍ରିୟ ଗୀତରେ ରିଲ୍ସ ସୁଟ୍ କରିଛନ୍ତି । ଯାହା ଏବେ ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.