Viral Video: ଓଡି଼ଆ ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ । ଏକାଧିକ ଓଡିଆ ଫିଲ୍ମ ଓ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳିଛି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ପାର୍କରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...