Advertisement

Rishi Sunak viral video

alt
ମଙ୍ଗଳବାର ଦିନ କେମ୍ବ୍ରିଜ ୟୁନିଭର୍ସିଟିରେ ଆୟୋଜିତ ‘ରାମକଥା’ ଶୁଣିବା ଲାଗି ପହଞ୍ଚିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଏଠାରେ ଋଷି ସୁନକ ରାମକଥା ଶୁଣିବା ସହ ଜୟ ସିୟାରାମ ନାରା ଦେଇଥିଲେ । ‘ରାମକଥା’ ଶେଷ ହେବା ପରେ ନିଜର ମନ୍ତବ୍ୟ ରଖିଥିଲେ ଋଷି ସୁନକ । ସେ ଏଠାକୁ ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହଁନ୍ତି ବରଂ ଜଣେ ସାଧାରଣ ହିନ୍ଦୁ ଭାବେ ଆସିଛନ୍ତି । ଭାରତର ସ୍ୱତନ୍ତ୍ରତା ଦିବସ ଅବସରରେ ଶ୍ରୀରାମକଥା ଶୁଣିବାକୁ ମିଳିବା ତାଙ୍କ ପାଇଁ ଭାଗ୍ୟର କଥା ବୋଲି କହିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ଆଧ୍ୟାତ୍ମିକ କଥାବାଚକ ମୋରାରୀ ବାପୁଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି । ଏହାପରେ ସେ ଜୟ ସିୟାରାମ କହୁଥିବାର ଦେଖାଯ
Aug 16,2023, 11:01 AM IST

Trending news