Viral Video: ଓଡିଆ ଅଭିନେତ୍ରୀ ଆମେଲି ପଣ୍ତା ହୋତା। ୯୦ ଦଶକର ଏହି ହିରୋଇନ୍ ଏକାଧିକ ଓଡିଆ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ, ସେ ଏବେ ସଙ୍ଗୀତ ଜଗତରୁ ଦୂରେଇ ରହିଛନ୍ତି। ଏବଂ ବିବାହ କରି ତାଙ୍କର ଏକ ଝଅ ମଧ୍ୟ ରହିଛି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଦେଖନ୍ତୁ...
ALSO READ: Asima Panda Viral Video: ସମୁଦ୍ର କୂଳରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.